ଇସ୍ପିରିଟ୍ ଟୟୋଟା ଶୋ’ ରୁମ୍ ନାଁରେ ଥାନାରେ ଏତଲା, ଗ୍ରାହକଙ୍କୁ ଠକିଥିବା ଅଭିଯୋଗ

ଅନୁଗୁଳ: ଇସ୍ପିରିଟ୍ ଟୟୋଟା ଶୋ' ରୁମ୍ ନାଁରେ ଥାନାରେ ଏତଲା ଦେଇଛନ୍ତି ଗ୍ରାହକ। ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ସେ ଫିଲଡ଼ ମୋଟର୍ସ ପ୍ରାଇଭେଟ ଲିମିଟେଡ଼ର ଇସ୍ପିରିଟ୍ ଟୟୋଟା ଶୋ' ରୁମରୁ ଗାଡି କିଣିଥିଲେ। କମ୍ପାନୀ ମୁତାବକ, ଚାରି ଚକିଆ ଟୟୋଟା ଲିଭା…

Continue Readingଇସ୍ପିରିଟ୍ ଟୟୋଟା ଶୋ’ ରୁମ୍ ନାଁରେ ଥାନାରେ ଏତଲା, ଗ୍ରାହକଙ୍କୁ ଠକିଥିବା ଅଭିଯୋଗ

ରାସ୍ତାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଚାକିରିରେ ଯୋଗ ଦେବାକୁ ଯାଉଥିବା ସୂଚନା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଆଲୁମିନିୟମ୍ ପାର୍କ ରାସ୍ତାରେ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ଦେଖାଯାଇଛି। ମୃତକ ବଉଳିଗଡ ଗ୍ରାମର ପ୍ରମୋଦ ସାହୁଙ୍କ ପୁଅ ରାକେଶ କୁମାର ସାହୁ(୨୨) ବୋଲି ଜଣାଯାଇଛି। ତେବେ ଏହା ହତ୍ୟା କି ଦୁର୍ଘଟଣା ତାହା…

Continue Readingରାସ୍ତାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ଚାକିରିରେ ଯୋଗ ଦେବାକୁ ଯାଉଥିବା ସୂଚନା

ଭୋରରୁ ଖଇନି ଓ ଦିଆସିଲି ମାଗିବା ବାହାନାରେ ମାରଣାସ୍ତ୍ର ଦେଖାଇ ବେପାରୀଙ୍କ ଠାରୁ ଲୁଟ୍

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତରେ ହାଟ ବେପାରୀଙ୍କୁ ଖଇନି ଓ ଦିଆସିଲି ମାଗିବା ପରେ ଖଣ୍ଡା ଭୁଜାଲି ଦେଖାଇ ୩ ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ବେପାରୀ ହେଲେ ନୂଆହତା ପଞ୍ଚାୟତ ବାଲି ସାହିର ସୁରେଇ…

Continue Readingଭୋରରୁ ଖଇନି ଓ ଦିଆସିଲି ମାଗିବା ବାହାନାରେ ମାରଣାସ୍ତ୍ର ଦେଖାଇ ବେପାରୀଙ୍କ ଠାରୁ ଲୁଟ୍

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର, ରକ୍ତାକ୍ତ ଅବସ୍ଥାରେ ନିଜେ ଗଲେ ଥାନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ବାଇକ ଆରୋହୀ ସେମିତି ରାସ୍ତାରେ ପଡ଼ିଥିବା ବେଳେ କେହି ତାଙ୍କୁ ଚିକିତ୍ସାଳୟ ନେଇ ନଥିଲେ। ଏଣୁ ସେ…

Continue Readingଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର, ରକ୍ତାକ୍ତ ଅବସ୍ଥାରେ ନିଜେ ଗଲେ ଥାନା

ବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ କଇଁଫୁଲିଆସାହିରେ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସୋମବାର ପୁଅକୁ ଗିରଫ କରିଛି ପୋଲିସ। ସୂଚନା ଯେ, ଗାଁର ମଦନ ମୋହନ ବେହେରା ରବିବାର ଅପରାହ୍ନ ୪ଟା ସମୟରେ ଘରୁ ବାହାରୀ…

Continue Readingବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ହୁ ହୁ ହୋଇ ଜଳିଲା ଅନୁଗୁଳ ସଭା ଘର ପାଖରେ ଥିବା ଗଛ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସଭାଘର ନିକଟରେ ଥିବା ଏକ ଶୁଖିଲା ଗଛ ଆଜି ରାତି ନଅଟା ବେଳେ  ହଠାତ୍ ଜଳିବାକୁ ଲାଗିଥିଲା। ନିଆଁ ଏତେ ଜୋରରେ ଲାଗିଥିଲା ଯେ ସ୍ଥାନୀୟ ଲୋକ କିଛି ବୁଝିବା ଆଗରୁ ଅର୍ଦ୍ଧାଧିକ ଗଛ ଜଳିଯାଇଥିଲା। ଖବର…

Continue Readingହୁ ହୁ ହୋଇ ଜଳିଲା ଅନୁଗୁଳ ସଭା ଘର ପାଖରେ ଥିବା ଗଛ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ହତ୍ୟା ଧମକ, ଥାନାରେ ଏତଲା

ଅନୁଗୁଳ: ସ୍ଥାନୀୟ ନିଶା ଥାନା ଧୋବାମଳିହା ଗ୍ରାମରେ ଜମିହରା ପ୍ରଜା ଆନ୍ଦୋଳନ କରୁଥିବା ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଆନ୍ଦୋଳନର ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକ ସିପୁନ୍ ସାହୁ ଘଟଣାସ୍ଥଳରେ ଭିଡ଼ିଓ ଉତ୍ତୋଳନ…

Continue Readingଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ହତ୍ୟା ଧମକ, ଥାନାରେ ଏତଲା

କାରକୁ ଧକ୍କା ଦେଇ ଟ୍ରକରେ ପିଟି ହେଲା ବାଇକ୍, ୫ ଆହତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅଧୀନ ମାଧିଆମୁଣ୍ଡା ନିକଟରେ ଆଜି ଅପରାହ୍ନରେ କାର, ବାଇକ ଓ ଟ୍ରକ ଏକା ସାଙ୍ଗେ ଧକ୍କା ହେବାରୁ ପାଞ୍ଚ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବାଲିମି ଥାନା କନ୍ତାମିଲା ଗ୍ରାମର ଚିକୁନ…

Continue Readingକାରକୁ ଧକ୍କା ଦେଇ ଟ୍ରକରେ ପିଟି ହେଲା ବାଇକ୍, ୫ ଆହତ

ବାଇକକୁ ଧକ୍କା ଦେଲା ଟ୍ରକ: ଦୁଇ ଭାଣିଜୀ ମୃତ, ମାମୁ ଗୁରୁତର

ଅନୁଗୁଳ: ଆଜି ଅପରାହ୍ନରେ ଗୋତମରା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଛି। ସୂଚନା ମୁତାବକ, କଟକ ଗୋବିନ୍ଦପୁର ଥାନା ରାଣୀପଦା ଗାଁର ଦୁର୍ଯ୍ୟୋଧନ ମହାରଣା ଭାଣିଜୀ ଯାଜ୍ଞସିନୀ ମହାରଣା(୬) ଓ ଚିନୁ (୨୯) କୁ ଏକ ମୋଟର…

Continue Readingବାଇକକୁ ଧକ୍କା ଦେଲା ଟ୍ରକ: ଦୁଇ ଭାଣିଜୀ ମୃତ, ମାମୁ ଗୁରୁତର

ଜମି ବିକ୍ରିକୁ ନେଇ ବିବାଦ, ପୁତୁରାକୁ ହାଣିଲେ ବଡ଼ ବାପାଙ୍କ ପରିବାର ଲୋକ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଧୀନ ଜରାସିଂହାରେ ଜମି ଜମା ବିବାଦକୁ କେନ୍ଦ୍ର କରି ପୁଣି ପରିବାର ଭିତରେ ବିବାଦ ହୋଇ ହଣାହଣି ହୋଇଛି। ଜମି ବିକ୍ରିକୁ ନେଇ ବଡ଼ ବାପା, ବଡ଼ ମା ଓ ତାଙ୍କ ପୁଅ ମିଶି ପୁତୁରାକୁ…

Continue Readingଜମି ବିକ୍ରିକୁ ନେଇ ବିବାଦ, ପୁତୁରାକୁ ହାଣିଲେ ବଡ଼ ବାପାଙ୍କ ପରିବାର ଲୋକ