ବିପୁଳ ମାତ୍ରାରେ ଦେଶୀ ରନ୍ଧା ମହୁଲି ମଦ ଜବତ, ୪ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଓ ୨ନଂ ଅବକାରୀ ଥାନା ପକ୍ଷରୁ ଶନିବାର ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି ବିପୁଳ ମାତ୍ରାରେ ରନ୍ଧା ମହୁଲି ମଦ ଜବତ ହୋଇଛି। ଏହି ଚଢ଼ଉରେ ୮୪ ଲିଟର…

Continue Readingବିପୁଳ ମାତ୍ରାରେ ଦେଶୀ ରନ୍ଧା ମହୁଲି ମଦ ଜବତ, ୪ ଗିରଫ

ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣକରି ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଗାଁର ନରୋତ୍ତମ ନାଏକ(୩୨) ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣକରି ଶନିବାର ଗିରଫ ହୋଇଛନ୍ତି। ସୂଚନା ଯେ, ନରୋତ୍ତମ ୪ ବର୍ଷ ତଳେ ସାକସିଂହା ଗାଁର ଅଞ୍ଜନା ନାଏକଙ୍କସହ ବିବାହ କରିଥିଲେ। ତେବେ ବିବାହ…

Continue Readingସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣକରି ସ୍ବାମୀ ଗିରଫ

ଅଜଣା ଗାଡ଼ି ଧକ୍କାରେ ଭାଇ-ଭଉଣୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ଏମଭିଆଇ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ବ୍ଲକ୍ ଜରପଡା ଥାନା ୫୫ ନମ୍ୱର୍ ଜାତୀୟ ରାଜପଥ ଜେରେଂ ଭାଗିରଥିପୁର୍ ଛକରେ ବଇଣ୍ଡାରୁ ଅନୁଗୁଳ ଆସୁଥିବା ଏକ ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେଇଛି। ଫଳରେ ସ୍କୁଟିରେ ଥିବା ଭାଇ ଭଉଣୀ ଗୁରୁତର ହୋଇଛନ୍ତି। ଗୁରୁତର…

Continue Readingଅଜଣା ଗାଡ଼ି ଧକ୍କାରେ ଭାଇ-ଭଉଣୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି କଲେ ଏମଭିଆଇ

୬୭ ହଜାର ଲୁଟି ନେଲେ ସାଇବର ଲୁଟେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଡ଼ୁମଡ଼ୁମା ଗାଁର ଜଣେ ବ୍ୟକ୍ତିଙ୍କଠାରୁ ସାଇବର ଲୁଟେରା ୬୭ ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନା ଯେ, ୨୯ ତାରିଖରେ ଡ଼ୁମଡ଼ୁମା ଗାଁର ପ୍ରତାପ ରୁଦ୍ର ପତିଙ୍କ ନିକଟକୁ ଏକ ଫୋନ୍ ଆସିଲା…

Continue Reading୬୭ ହଜାର ଲୁଟି ନେଲେ ସାଇବର ଲୁଟେରା

ଟ୍ରଲର-କଣ୍ଟେନର ମୁହାମୁହିଁ ଧକ୍କା

ଅନୁଗୁଳ: ଅନୁଗୁଳ ବଜାର ଦଶହରା ପଡ଼ିଆ ନିକଟରେ ଏକ ଟ୍ରଲର ଓ କଣ୍ଟେନର ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ସୌଭାଗ୍ୟବଶତଃ ଏଥିରେ କାହାର କ୍ଷୟକ୍ଷତି ହୋଇନାହିଁ। ସୂଚନା ମୁତାବକ, ଶୁକ୍ରବାର ଭୋର ୪ଟା ବେଳେ ଦଶହରା ପଡ଼ିଆ ନିକଟରେ ୫୫ନଂ ଜାତୀୟ…

Continue Readingଟ୍ରଲର-କଣ୍ଟେନର ମୁହାମୁହିଁ ଧକ୍କା

ବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ବାପାଙ୍କୁ ମରଣାନ୍ତକ ଆକ୍ରମଣକରିବା ଅଭିଯୋଗରେ ପୁଅକୁ ଗିରଫ କରିଛି ପୋଲିସ। ସୂଚନା ଯେ, ଗାଁର ଦିଲ୍ଲିପ ସାହୁ ଗୁରୁବାର ରାତିରେ ତାଙ୍କ ସ୍ତ୍ରୀଙ୍କୁ ଗାଳିଗୁଲଜକରି ମାଡ଼ ମାରୁଥିଲେ। ଏହି ସମୟରେ ସେଠାରେ…

Continue Readingବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ହୁ ହୁ ହୋଇ ଜଳିଲା ଟାଟା ଷ୍ଟିଲ ସମ୍ମୁଖରେ ଠିଆ ହୋଇଥିବା ଟ୍ରକ୍

ଅନୁଗୁଳ: ଟାଟା ଷ୍ଟିଲ ସମ୍ମୁଖରେ ଆଜି ଏକ ଟ୍ରକରେ ନିଆଁ ଲାଗି ଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଡ୍ରାଇଭର ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ମୁତାବକ, ଆଜି ସନ୍ଧ୍ୟାରେ ଟାଟା ଷ୍ଟିଲ ଗେଟ୍ ସମ୍ମୁଖରେ ଏକ ଚଳନ୍ତା ଟ୍ରକରେ କୌଣସି କାରଣରୁ…

Continue Readingହୁ ହୁ ହୋଇ ଜଳିଲା ଟାଟା ଷ୍ଟିଲ ସମ୍ମୁଖରେ ଠିଆ ହୋଇଥିବା ଟ୍ରକ୍

ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ, ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ବିଟ୍ ରାମିଆଗୁଡା ଖେସରା ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ହାତୀକୁ କେହି ଗୁଳି କରି ମାରିଥିବା ଅନୁମାନ କରାଯାଉଛି। ଖବର ପାଇ…

Continue Readingଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ, ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ

ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଏନଏସି ଅନ୍ତର୍ଗତ ବରଙ୍ଗା ସାହିର ଚାଷୀ ଝାଟୁ ସାହୁଙ୍କ ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନାନୁଯାୟୀ, ବରଙ୍ଗା…

Continue Readingଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

୧୫ ଲିଟର ଦେଶୀ ମହୁଲି ମଦ ଜବତ, ଜଣେ ମହିଳା ଗିରଫ

ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ଥାନା କଣଲୋଇ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୫ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜଣକ ହେଲେ…

Continue Reading୧୫ ଲିଟର ଦେଶୀ ମହୁଲି ମଦ ଜବତ, ଜଣେ ମହିଳା ଗିରଫ