କାର ଭିତରୁ ସିଆଇଏସ୍ଏଫ ଜବାନଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସରଠାରେ ଏକ କାର ଭିତରୁ ପୋଲିସ ନାଲକୋର ଜଣେ ସିଆଇଏସ୍ଏଫ୍ ଜବାନଙ୍କ ମୃତଦେହ ଉଦ୍ଧାର କରିଛି। ସୂଚନା ଯେ, କାରଟି କାଣ୍ଡର ଗାଁର ୫୫ ନଂ ଜାତୀୟ ରାଜପଥ କଡ଼ଷର ଥିବା ଏକ…

Continue Readingକାର ଭିତରୁ ସିଆଇଏସ୍ଏଫ ଜବାନଙ୍କ ମୃତଦେହ ଉଦ୍ଧାର

ଜରପଡାରେ ଅବକାରୀ ଚଢ଼ାଉ, ୬ ଗିରଫ

ଅନୁଗୁଳ: ଜିଲ୍ଲା ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକଙ୍କ ନିର୍ଦେଶରେ ଆଜି ଅନୁଗୁଳ ଅବକାରୀ ସଦର ୧ ଏବଂ ୨ ମୋବାଇଲ ସ୍କ୍ୱାର୍ଡ ଓ ସଦର ରେଞ୍ଜ ପକ୍ଷରୁ ଜରପଡା ଥାନା ଅନ୍ତର୍ଗତ କଞ୍ଜରା ମୁଣ୍ଡାସହି, ତୁବେ ମୁଣ୍ଡାସାହି, ପରା, କନ୍ଧ କୋରଡ଼ା…

Continue Readingଜରପଡାରେ ଅବକାରୀ ଚଢ଼ାଉ, ୬ ଗିରଫ

ପୁଣି ମାତିଲେ ବାଇକର ଲୁଟେରା

ଅନୁଗୁଳ: ଅନୁଗୁଳ ସହରରେ ବାଇକର ଲୁଟେରା ପୋଲିସକୁ ଚାଲେଞ୍ଜକରି ପୁଣି ସେମାନଙ୍କ ଲୁଟ୍ ଆରମ୍ଭ କରିଛନ୍ତି। ସୋମବାର ଅପରାହ୍ନ ୪ଟା ସମୟରେ ଜନଗହଳି ପୂର୍ଣ୍ଣ ଅନୁଗୁଳ କଲେଜ ସାମ୍ନା ରାସ୍ତାରେ ଅନୁଗୁଳ ବ୍ଲକର ଏବିଡିଓ ସୁଜତା ପ୍ରିୟଦର୍ଶୀନି ନାଏକ ତାଙ୍କ ସ୍କୁଟରରେ…

Continue Readingପୁଣି ମାତିଲେ ବାଇକର ଲୁଟେରା

ବାଛୁରି ଚୋରି ଅଭିଯୋଗରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ପରଙ୍ଗ ଗାଁରେ ଗୋଟେ ବାଛୁରି ଚୋରିକରି ମାଂସ ଖାଇବା ଅଭିଯୋଗରେ ପୋଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ପରଙ୍ଗ ଗାଁର ଅଭିନାଶ ନାଏକଙ୍କ ଏକ ବାଛୁରିକୁ ଭୋର…

Continue Readingବାଛୁରି ଚୋରି ଅଭିଯୋଗରେ ୩ ଗିରଫ

କାର୍ ଧକ୍କାରେ ନାବାର୍ଡ କର୍ମଚାରୀ ଗୁରୁତର

ଅନୁଗୁଳ: ଆଜି ଅପରାହ୍ନରେ ଜରପଡା ଥାନା ମରାତିରା ନିକଟରେ ଏକ କାର୍ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଅରୋହି ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଅନ୍ତୁଳିଆ ପାଞ୍ଚାୟତ ଭାଲୁମୁଣ୍ଡା ଗାଁର ଗଣେଶ୍ୱର ପ୍ରଧାନ ନାବାର୍ଡର ଜଣେ…

Continue Readingକାର୍ ଧକ୍କାରେ ନାବାର୍ଡ କର୍ମଚାରୀ ଗୁରୁତର

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ମାଣିକଯୋଡ଼ି ଗାଁରେ ପୂର୍ବ ଶତ୍ରୁତାର ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଗାଁର ଅଞ୍ଜନ ନାଏକ ଓ ବିଜୟ ନାଏକଙ୍କ ମଧ୍ୟରେ ବିଭିନ୍ନ କାରଣ…

Continue Readingପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

ଏଲଆଇସି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟଙ୍କ ଗଣଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏଲଆଇସିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଜିଲ୍ଲାର ସମସ୍ତ ଏଜେଣ୍ଟ ଧାରଣା ଦେଇଛନ୍ତି। ଏଜେଣ୍ଟଙ୍କ ଅଭିଯୋଗ ମୁତାବକ, ଅନେକ ଦିନ ହେଲାଣି ସେମାନେ ବିଭିନ୍ନ ଦାବି କରୁଥିଲେ ମଧ୍ୟ ତାହାକୁ ଅଣଦେଖା କରାଯାଉଛି। ଏଣୁ ସେମାନେ ବାଧ୍ୟ…

Continue Readingଏଲଆଇସି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟଙ୍କ ଗଣଧାରଣା

ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଶିକାରୀ ଗିରଫ, ମୃତ ଅଣ୍ଡିରା ବାରହା ଜବତ

ଅନୁଗୁଳ: ସ୍ଥାନୀୟ ଛେଣ୍ତିପଦା ବନାଞ୍ଚଳ ନୂଆଗାଁ ପଞ୍ଚାୟତର ଜଙ୍ଗଲରେ ବାରହା ଶିକାର କରିବାକୁ ବିଦ୍ୟୁତ୍ ତାର ବିଛାଇଥିବା ଶିକାରୀକୁ ଗିରଫ କରିଛି ବନ ବିଭାଗ। ଶିକାରୀ ନିକଟରୁ ୮୦ କେଜି ଓଜନର ଏକ ଅଣ୍ଡିରା ମୃତ ଦେହ ଜବତ କରାଯାଇଛି। ବନ…

Continue Readingବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଶିକାରୀ ଗିରଫ, ମୃତ ଅଣ୍ଡିରା ବାରହା ଜବତ

ଯାତ୍ରୀଙ୍କୁ ଗାଳିଗୁଲଜ ସହ ଧକ୍କା ଅଭିଯୋଗ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକରୁ ବୌଦ୍ଧ ଅଭିମୁଖେ ଯାଉଥିବା ନାରାୟଣୀ ବସ୍‌ର କଣ୍ଡକ୍ଟର୍ ଏବଂ ହେଲପର୍ ଶନିବାର ପରମାନନ୍ଦ ପ୍ରଧାନ ନାମକ ଜଣେ ବୃଦ୍ଧ ବସ୍‌ତ୍ରୀଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ମାରିଥିବା ଆଠମଲ୍ଲିକ ପୋଲିସ ନିକଟରେ ଅଭିଯୋଗ ହୋଇଛି। ଶ୍ରୀ…

Continue Readingଯାତ୍ରୀଙ୍କୁ ଗାଳିଗୁଲଜ ସହ ଧକ୍କା ଅଭିଯୋଗ

ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଚୋର,ଜନତାଙ୍କ ପରେ ଏବେ ବିଚାରପତିଙ୍କ ଘରେ ବୁଲାଇଲେ କଳାକନା

ତାଳଚେର : ତାଳଚେର ଅଞ୍ଚଳରେ ଦିନକୁ ଦିନ ଅରାଜକତା ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ ଚୋରମାନେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚୋରି, ଲୁଟ୍, ରାହାଜାନୀ କରୁଛନ୍ତି। ସାଧାରଣ ଜନତାଙ୍କ ସମେତ ଓକିଲ, ସାମ୍ବାଦିକ ଏମିତି କି ମାଜିଷ୍ଟ୍ରେଟ ମଧ୍ୟ…

Continue Readingପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଚୋର,ଜନତାଙ୍କ ପରେ ଏବେ ବିଚାରପତିଙ୍କ ଘରେ ବୁଲାଇଲେ କଳାକନା