ହିଡିସିଂରୁ ବିଶାଳ ଅହିରାଜ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ବନ କର୍ମଚାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖିଣ୍ଡା ସେକ୍ସନର ଫରେଷ୍ଟର ହିଡିସିଂ ଗ୍ରାମର ଏକ ଘର ଭିତରୁ ବିଶାଳକାୟ ଅହିରାଜ ଉଦ୍ଧାର ହୋଇଛି। ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ଖିଣ୍ଡା ସେକ୍ସନର ଫରେଷ୍ଟର ହିଡିସିଂ ଗ୍ରାମର ଏକ ଘର ଭିତରେ ଅହିରାଜ ସାପ ପଶିଥିଲା।…

Continue Readingହିଡିସିଂରୁ ବିଶାଳ ଅହିରାଜ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ବନ କର୍ମଚାରୀ

୧୫ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ପୁଲିସ ସୋମବାର ଅପରାହ୍ନରେ ଚଢ଼ଉ କରି ୧୫ କିଲୋ ୧୦୦ ଗ୍ରାମ ଗଂଜେଇ ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦ୍ବୟ ହେଲେ କିଆକଟା ଥାନା ଅନ୍ତର୍ଗତ କୁମ୍ଭୀଆ…

Continue Reading୧୫ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, ୨ ବେପାରୀ ଗିରଫ

୭ ଫୁଟିଆ ଅଜଗର ଉଦ୍ଧାର, ରାସ୍ତା ଅତିକ୍ରମ ବେଳେ ଧରିଲେ ସ୍ନେକ ହେଲ୍ପଲାଇନ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ସ୍କୁଲ ଛକ ନିକଟରୁ ଶୁକ୍ରବାର ଏକ ୭ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି। ଅଜଗରକୁ କଣ୍ଢାଳ ଜଙ୍ଗଲରେ ଛଡ଼ାଯାଇଛି। ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଧରମପୁର ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏକ…

Continue Reading୭ ଫୁଟିଆ ଅଜଗର ଉଦ୍ଧାର, ରାସ୍ତା ଅତିକ୍ରମ ବେଳେ ଧରିଲେ ସ୍ନେକ ହେଲ୍ପଲାଇନ୍

ଚଢ଼ାଉ ବେଳେ ଖସିଗଲେ ମଦୁଆ ଧରା ପଡିଲେ ସେଲୁନ ଵାଲା

ଅନୁଗୁଳ: ଯେତେ କଟକଣା କଲେ ବି ଅମାନିଆ ଦୋକାନୀଙ୍କୁ ପାରିବା ଭାରି ମୁସ୍କିଲ।ଆଜି ସକାଳେ ପୁରୁଣା ବସ ଷ୍ଟାଣ୍ଡ ଲିକର ସପ ନିକଟରେ କିଛି ଦୋକାନୀ ଚତୁରତାର ସହ ଖାଲି ଥଣ୍ଡା ବୋତଲରେ ମଦ ବିକୁଥିବାର ଖବର ପାଇ ପୌରପାଳିକା ଏନ୍ଫୋରସମେଣ୍ଟ…

Continue Readingଚଢ଼ାଉ ବେଳେ ଖସିଗଲେ ମଦୁଆ ଧରା ପଡିଲେ ସେଲୁନ ଵାଲା

ସାନତ୍ରିବିଡ଼ାରେ ବନ ବିଭାଗର ଚଢ଼ଉ, ବିପୁଳ ଚୋରା କାଠ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମୁଣ୍ଡା ବିଟ୍‌ର ସାନତ୍ରିବିଡ଼ା ଗାଁରୁ ବିପୁଳ ପରିମାଣର ଚୋରା କାଠ ଜବତ କରିଛି ବନ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଣିହାଁ ଜଙ୍ଗଲ ବିଭାଗ ରେଞ୍ଜ ଅଧିକାରୀ ସାନତ୍ରିବିଡ଼ାରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ୫…

Continue Readingସାନତ୍ରିବିଡ଼ାରେ ବନ ବିଭାଗର ଚଢ଼ଉ, ବିପୁଳ ଚୋରା କାଠ ଜବତ

ଜଳିଗଲା ଗ୍ୟାସ ସିଲିଣ୍ଡର ବୋଝେଇ ଟାଟା ଏସିଇ

କଣିହାଁ: ଅନୁଗୁଳ ଜିଲା କଣିହାଁ ବ୍ଲକ ସମଲ ଥାନା ପବିତ୍ରନଗର ନିକଟ ତାଳଚେର-ପାଳଲହଡା ମୂଖ୍ୟ ରାସ୍ତାରେ ଗୁରୁବାର ଅପରାହ୍ନରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟାଟା ଏସିଇ ଗାଡି ଜଳି ଯାଇଛି। ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ…

Continue Readingଜଳିଗଲା ଗ୍ୟାସ ସିଲିଣ୍ଡର ବୋଝେଇ ଟାଟା ଏସିଇ

୧୨ ଫୁଟର ଅହିରାଜ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ହିଡିସିଂ ଗାଁରୁ ମଙ୍ଗଳବାର ଏକ ବିଶାଳକାୟ ୧୨ଫୁଟର  ଅହିରାଜ ସାପ ଉଦ୍ଧାର କରାଯାଇଛି। ହିଡିସିଂ ଗାଁର ଗନ୍ଧର୍ବ ଦେହୁରୀଙ୍କ ପାଇଖାନା ଘରେ ଏକ ଅହିରାଜ ସାପ ପଶି ଯାଇଥିବା ସେ ଦେଖିବାକୁ ପାଇଥିଲେ।…

Continue Reading୧୨ ଫୁଟର ଅହିରାଜ ଉଦ୍ଧାର

ଶୌଚ ହେବାକୁ ଯାଇଥିଲେ, ପୋଖରୀରେ ବୁଡ଼ି ଶିଶୁ ପୁତ୍ର ମୃତ

ଅନୁଗୁଳ: ଶିଶୁର ସଲିଳ ସମାଧି। ଅନୁଗୁଳ ବ୍ଲକ ଶାବଳ ଭଙ୍ଗା ଗ୍ରାମରେ ରବିବାର ଅପରାହ୍ନରେ ପାଣିରେ ବୁଡ଼ି ଏକ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ମୃତକ ହେଲେ ଶାବଳ ଭଙ୍ଗା ଗ୍ରାମର ବିଭୂତି ସେଠୀଙ୍କ ପୁଅ ବାଦଲ ସେଠୀ (୬)। ସୂଚନା…

Continue Readingଶୌଚ ହେବାକୁ ଯାଇଥିଲେ, ପୋଖରୀରେ ବୁଡ଼ି ଶିଶୁ ପୁତ୍ର ମୃତ

ମାଲିକ ଅଗ୍ରୀମ ଟଙ୍କା ନ ଦେବାରୁ ହୋଟେଲରେ ଭଙ୍ଗାରୁଜା, କର୍ମଚାରୀଙ୍କୁ ଉଠାଇ ନେଲା ପୁଲିସ

ଅନୁଗୁଳ: ମାଲିକ ଅଗ୍ରୀମ ଟଙ୍କା ନ ଦେବାରୁ କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ। ହୋଟେଲରେ କଲେ ଭଙ୍ଗାରୁଜା। ଆଜି ଅନୁଗୁଳ ଜିଲ୍ଲା ଅମଲାପଡ଼ାରେ ଏଭଳି ଘଟଣା ସାମ୍ନାକୁ ଆସିଛି। ପୁଲିସ ପହଞ୍ଚି ଉକ୍ତ କର୍ମଚାରୀଙ୍କୁ ଉଠାଇ ନେଇଛି। ସୂଚନା ଅନୁସାରେ, ଅମଲାପଡ଼ାରେ ଥିବା…

Continue Readingମାଲିକ ଅଗ୍ରୀମ ଟଙ୍କା ନ ଦେବାରୁ ହୋଟେଲରେ ଭଙ୍ଗାରୁଜା, କର୍ମଚାରୀଙ୍କୁ ଉଠାଇ ନେଲା ପୁଲିସ

ଠିକା ଶ୍ରମିକଙ୍କ ମୃତ୍ୟୁ: ପୁଅକୁ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଆନ୍ଦୋଳନ

ଅନୁଗୁଳ: ନାଲକୋରେ କାମ କରିବା ପରେ ଅସୁସ୍ଥ ହୋଇଥିବା କର୍ମଚାରୀଙ୍କ ହସ୍ପିଟାଲରେ ମୃତ୍ୟୁ। ମୃତକ ହେଲେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ହଟିଙ୍ଗର ନଦିଆଁ ବେସ୍ରା (୫୮)। ଆଜି କ୍ଷତିପୂରଣ ଦାବିରେ ପରିବାର ଲୋକ ନାଲକୋ ସ୍ମେଲଟର ଫାଟକ …

Continue Readingଠିକା ଶ୍ରମିକଙ୍କ ମୃତ୍ୟୁ: ପୁଅକୁ ନିଯୁକ୍ତି ଓ କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଆନ୍ଦୋଳନ