ମଙ୍ଗଳା ମନ୍ଦିର ଭାଙ୍ଗିବାକୁ ଆସି ହଟହଟା ହେଲା ଜିଲ୍ଲା ପ୍ରଶାସନ

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ଅଧୀନସ୍ଥ କାଣ୍ଡସର ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରିବାକୁ ଆସି ହଟହଟା ହୋଇଛନ୍ତି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ। ଏହି ସ୍ଥାନରେ ମଙ୍ଗଳା ମନ୍ଦିର ଓ ଭୋଗ ଘର ଥିବାରୁ ସ୍ଥାନୀୟ ଲୋକେ ତାହାକୁ ଭାଙ୍ଗିବାକୁ ଦେଇ…

Continue Readingମଙ୍ଗଳା ମନ୍ଦିର ଭାଙ୍ଗିବାକୁ ଆସି ହଟହଟା ହେଲା ଜିଲ୍ଲା ପ୍ରଶାସନ

କରଜ କରି ସାଇକେଲ କିଣିବା ମହାଙ୍ଗା ପଡ଼ିଲା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗାଁର ରିଣ୍ଟୁ ଓରଫ ରବିନ୍ଦ୍ର ଗୋଚ୍ଛାୟତ(୨୫)ଙ୍କ ସ୍ତ୍ରୀ କଣ୍ଡେଇ ଗୋଚ୍ଛାୟତ(୨୫) ସୋମବାର ରାତିରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।ଏହି ଘଟଣାରେ କଣ୍ଡେଇଙ୍କ ପରିବାର ତରଫରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ଅଭିଯୋଗପାଇ…

Continue Readingକରଜ କରି ସାଇକେଲ କିଣିବା ମହାଙ୍ଗା ପଡ଼ିଲା

ପାଉଁଶ ଇଟା ତିଆରି ମେସିନ ଚୋରି ଅଭିଯୋଗରେ ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗାଁରୁ ଏକ ପାଉଁଶ ଇଟା ତିଆରି ମେସିନ ଚୋରି ଅଭିଯୋଗରେ ପୁଲିସ ମଙ୍ଗଳବାର ୫ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗତ ୧୨ ତାରିଖରେ ଗାଁର ସନତ…

Continue Readingପାଉଁଶ ଇଟା ତିଆରି ମେସିନ ଚୋରି ଅଭିଯୋଗରେ ୫ ଗିରଫ

ଏଫସିଆଇର ଲୁହା ପାଇପ ଚୋରି କରିଥିବା ୨ ଜଣ ଗିରଫ, ମିଳିଲା ଲୁଟ୍ ସାମଗ୍ରୀ

ଅନୁଗୁଳ: ସ୍ଥାନୀୟ ତାଳଚେର ନିକଟସ୍ଥ ହେଁସମୂଳରେ ଏଫସିଆଇର ଲୁହା ପାଇପ ଚୋରି କରିଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ସାଉଥ ବଲଣ୍ଡାର ବ୍ରଜ କିଶୋର ଦାସ ଓ ତାଙ୍କର ଜଣେ ସହଯୋଗୀ। ସୂଚନା ମୁତାବକ, ବ୍ରଜ ଓ…

Continue Readingଏଫସିଆଇର ଲୁହା ପାଇପ ଚୋରି କରିଥିବା ୨ ଜଣ ଗିରଫ, ମିଳିଲା ଲୁଟ୍ ସାମଗ୍ରୀ

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗାଁର ଜଣେ ଅନୁସୂଚିତ ଜନଜାତିର ବିଧବା ମହିଳାଙ୍କୁ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଅକ୍ରମଣ ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି। ସୂଚନା ଯେ, ଗାଁର ସୁକାନ୍ତୀ ନାଏକଙ୍କ ସହ ଗାଁ କୁଳମଣି…

Continue Readingମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୫ ଗିରଫ

ମଦ୍ୟପ ଆକ୍ରମଣରେ ଗୁପଚୁପ ବିକାଳି ଆହତ

ଅନୁଗୁଳ: ସୋମବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଅନୁଗୁଳ ପ୍ରଫୁଲ ମିଶ୍ର କମ୍ପ୍ଲେକ୍ସ ସାମନାରେ ମଦ୍ୟପ ଯୁବକ ଆକ୍ରମଣରେ ଜଣେ ଗୁପଚୁପ ବିକାଳି ଆହତ ହୋଇଛନ୍ତି। ନିଶାସକ୍ତ ଯୁବକ ଜଣକ ଗୁପଚୁପ ବିକାଳିକୁ ତୁରନ୍ତ ଗୁପଚୁପ ଦେବା ପାଇଁ ଯେତେବେଳେ…

Continue Readingମଦ୍ୟପ ଆକ୍ରମଣରେ ଗୁପଚୁପ ବିକାଳି ଆହତ

୮ବର୍ଷର ନାବାଳିକାକୁ ଦୁଷ୍କର୍ମ

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ଏ ନେଇ ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି। ସୂଚନା ଯେ, ନାବାଳିକା ଜଣକ ତାଙ୍କ ମାମୁ…

Continue Reading୮ବର୍ଷର ନାବାଳିକାକୁ ଦୁଷ୍କର୍ମ

କୋର୍ଟଚାଲାଣ ହେଲା ମୋବାଇଲ ଚୋର, ମାସେ ତଳେ ଲୁଟିଥିଲା ୮୦ ହଜାର ଟଙ୍କିଆ ଫୋନ୍

ଅନୁଗୁଳ: ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରୁ ମୋବାଇଲ ଚୋରି ଅଭିଯୋଗରେ ରବିବାର ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଜରାସିଂହାର ଦୀପକ ବେହେରା(୨୪)ଗତ ମାସ ୨୨ତାରିଖରେ ଗାଁରେ ଦଣ୍ଡ ନାଚ ଦେଖୁଥିବା ବେଳେ…

Continue Readingକୋର୍ଟଚାଲାଣ ହେଲା ମୋବାଇଲ ଚୋର, ମାସେ ତଳେ ଲୁଟିଥିଲା ୮୦ ହଜାର ଟଙ୍କିଆ ଫୋନ୍

ବଢ଼ି ପାଣିରେ ନାଳରେ ଭାସିଗଲେ ଯୁବକ, ଉଦ୍ଧାର କଲେ ସ୍ଥାନୀୟ ଲୋକ

ଅନୁଗୁଳ: ସ୍ଥାନୀୟ ଲିଙ୍ଗରା ନାଳରେ ଡେରଜାଙ୍ଗ ଡ୍ୟାମ୍ ପାଣି ଛାଡ଼ିବା ଫଳରେ ନାଳରେ ବଢ଼ି ପାଣି ଆସି ଜଣେ ଯୁବକ ଭାସି ଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ନଜର ପଡ଼ିବା ପରେ ସେମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ, ପରତରା…

Continue Readingବଢ଼ି ପାଣିରେ ନାଳରେ ଭାସିଗଲେ ଯୁବକ, ଉଦ୍ଧାର କଲେ ସ୍ଥାନୀୟ ଲୋକ

୨ ସପ୍ତାହ ହେଲା ନିଷ୍କାସିତ ହୋଇପାରୁନି ବର୍ଷା ଜଳ, ରାସ୍ତା ଅବରୋଧ କଲେ ଗାଁ ଲୋକେ

ଅନୁଗୁଳ: ଅନୁଗୁଳ ବ୍ଲକ ବଲାସିଂହା ଗାଁ ଗୋଛାୟତ ସାହିରେ ଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷା ପରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ପାଣି ଜମି ରହି ଲୋକଙ୍କ ଘରେ ପଶିଛି। ଏ ନେଇ ପ୍ରଶାସନ କୌଣସି ପଦକ୍ଷେପ…

Continue Reading୨ ସପ୍ତାହ ହେଲା ନିଷ୍କାସିତ ହୋଇପାରୁନି ବର୍ଷା ଜଳ, ରାସ୍ତା ଅବରୋଧ କଲେ ଗାଁ ଲୋକେ