ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଏବେ ଯାଏଁ ପହଞ୍ଚିନି ପ୍ରଶାସନ

ଅନୁଗୁଳ: ଲଗାଣ ବର୍ଷା ଯୋଗୁ ସ୍ଥାନୀୟ ଛେଣ୍ଡିପଦା ବ୍ଲକ ଜରପଡା ଥାନା ତୁକୁଡ଼ା ଗାଁରେ ଜଣଙ୍କ କାନ୍ଥ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ ଏହି ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା ମୁତାବକ, ତୁକୁଡ଼ାର ଭଜମନ ପଲେଇ ପରିବାର ସହ ଘରେ…

Continue Readingଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଏବେ ଯାଏଁ ପହଞ୍ଚିନି ପ୍ରଶାସନ

ବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ତୁରନ୍ତ ଗେଟ୍ ବନ୍ଦ କରିଦେବାରୁ ବଞ୍ଚିଗଲା ଜୀବନ

ତାଳଚେର:କଣିହାଁ ବ୍ଲକ ସମଲ ବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ। ସୂଚନା ମୁତାବକ, ଜଣେ ଯୁବତୀ ଆଜି ସକାଳୁ ସାମଲ ବ୍ୟାରେଜର ୨୪ ନମ୍ବର ଗେଟ ତଳକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଅଞ୍ଚଳବାସୀ ଏହା ଦେଖି ତୁରନ୍ତ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ…

Continue Readingବ୍ୟାରେଜକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ତୁରନ୍ତ ଗେଟ୍ ବନ୍ଦ କରିଦେବାରୁ ବଞ୍ଚିଗଲା ଜୀବନ

ବନ୍ୟାର ପ୍ରଖର ସୁଅ ଦେଖି ପୋଲରେ ଆଶ୍ରୟ ନେଇଥିବା ବୃଦ୍ଧଙ୍କୁ ଦଉଡ଼ି ପକାଇ ଉଦ୍ଧାର କଲେ ଗାଁ ଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପଞ୍ଚାୟତ ଅନ୍ତର୍ଗତ ସାହାରାଗୁଡା ଗ୍ରାମର ଟାକୁଆ ନାଳରେ ଆଜି ଜଣେ ବୃଦ୍ଧ ଭାସିଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଛନ୍ତି। ରିପୋର୍ଟ ମୁତାବକ, ସ୍ଥାନୀୟ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ାର କିଶୋରୀ ସାହୁ(୬୨) ବନ୍ତଳା…

Continue Readingବନ୍ୟାର ପ୍ରଖର ସୁଅ ଦେଖି ପୋଲରେ ଆଶ୍ରୟ ନେଇଥିବା ବୃଦ୍ଧଙ୍କୁ ଦଉଡ଼ି ପକାଇ ଉଦ୍ଧାର କଲେ ଗାଁ ଲୋକ

ନାବାଳିକାକୁ ଅସଦାଚରଣ, ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳର ଜନୈକା ନାବାଳିକାକୁ ଅସଦ୍ ବ୍ୟବହାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗାଁର ଶିକୁ ନାଏକ (୨୩) ସମ୍ପୃକ୍ତା…

Continue Readingନାବାଳିକାକୁ ଅସଦାଚରଣ, ଯୁବକ ଗିରଫ

ହୋଟେଲ ନିକଟରେ ବୃଦ୍ଧଙ୍କ ମୃତ୍ୟୁ, ୪ ଦିନ ତଳେ ଗାଡ଼ି ଧକ୍କାରେ ହୋଇଥିଲେ ଆହତ

ଅନୁଗୁଳ: ବନ୍ତଳା ଥାନା ଅଞ୍ଚଳର ଏକ ହୋଟେଲ ନିକଟରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ୪ ଦିନ ତଳେ ଗାଡ଼ି ଧକ୍କାରେ ଆହତ ହୋଇଥିବା ବେଳେ ଆଜି ପ୍ରାଣ ହରାଇଛନ୍ତି। ଖବର ପାଇ ବନ୍ତଳା ପୋଲିସ ଘଟଣାସ୍ଥଳରେ…

Continue Readingହୋଟେଲ ନିକଟରେ ବୃଦ୍ଧଙ୍କ ମୃତ୍ୟୁ, ୪ ଦିନ ତଳେ ଗାଡ଼ି ଧକ୍କାରେ ହୋଇଥିଲେ ଆହତ

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍

ଅନୁଗୁଳ: ଅଦାଲତରେ ଏକ ଚୋରି ମାମଲାର ବିଚାର ଚାଲିଥିଲା। ଅଦାଲତ ଅଭିଯୁକ୍ତକୁ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା ଆଦେଶ ଦେଇଥିଲେ। ଆଉ ଏହା ଶୁଣି ଛାନିଆ ହୋଇ ଯାଇଥିଲେ ଅଭିଯୁକ୍ତ। ସୁଯୋଗ ଦେଖି ଅଦାଲତରୁ ଚମ୍ପଟ ମାରିଥିଲେ। ଏମିତି ଏକ ଅଭାବନୀୟ…

Continue Readingକୋର୍ଟରୁ ଅଭିଯୁକ୍ତ ଚମ୍ପଟ୍

ବର୍ଷାରେ କାଉନସିଲରଙ୍କ ଘର ଭୁଶୁଡ଼ିଲା

ଅନୁଗୁଳ: ଗତ କିଛି ଦିନ ଧରି ହୋଇଥିବା ଲଗାଣ ବର୍ଷାରେ ଅନୁଗୁଳ ପୌରପାଳିକାର ୧୭ ନମ୍ବର ୱାର୍ଡର କାଉନସିଲର ସଂଯୁକ୍ତା ନନ୍ଦଙ୍କ ଚାଳଘରର ଗୋଟିଏ କାନ୍ଥ ଭୁଶୁଡି ପଡିଥିଲା। ସେ ଦୀର୍ଘ ଦିନ ଧରି ଚାଳ ଛପର ଘରେ ରହି ଆସୁଥିଲେ।…

Continue Readingବର୍ଷାରେ କାଉନସିଲରଙ୍କ ଘର ଭୁଶୁଡ଼ିଲା

ଡକାୟତି ଯୋଜନା ପଣ୍ଡ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଅନୁଗୁଳ: ଡକାୟତି ଯୋଜନା ପଣ୍ଡ। ଆଜି ସ୍ଥାନୀୟ ଶିକ୍ଷକପଡା ସାଇ ମନ୍ଦିର ପଛ ପାଖେ ଏକାଠି ହୋଇ ଡକାୟତି ପାଇଁ ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଗିରଫ ୩ ଜଣ ହେଲେ ଘୁଞ୍ଚାପାଳର ରାହୁଲ…

Continue Readingଡକାୟତି ଯୋଜନା ପଣ୍ଡ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ମୋବାଇଲ ଫୋନ୍ ଚୋରି ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିର ନିକଟରେ ୨ ଜଣ ଦୋକାନୀଙ୍କ ମୋବାଇ ଫୋନ୍ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସୂଚନା ଯେ, ଅନୁଗୁଳ ସହର ହେମୁସୁରପଡ଼ାର ବାପୁନ୍ ବାରିକ ଓ ଧଞ୍ଜୟ ଚୌହ୍ବାନ…

Continue Readingମୋବାଇଲ ଫୋନ୍ ଚୋରି ଅଭିଯୋଗରେ ଜଣେ ଗିରଫ

ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲକରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଶୁକ୍ରବାର ଗିରଫ କରିଛି ପୋଲିସ। ସୂଚନା ଯେ, ୨ ବର୍ଷ ତଳେ ବୁଢ଼ାପଙ୍କ ଗାଁର ରାକେଶ ନାଥ(୨୧) ଜଣେ ନାବାଳିକାଙ୍କ ସହ…

Continue Readingନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲକରି ଯୁବକ ଗିରଫ