ସାଇବର ଠକେଇ ଶିକାର ହେଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ବାଲିଜେରେଙ୍ଗ ଗାଁର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି। ସୂଚନା ଯେ, ବାଲିଜେରେଙ୍ଗ ଗାଁର ସିଦ୍ଧାନ୍ତ ଦାସ(୩୦) ଫେସ୍‌ବୁକ୍‌ରେ ୨୦୨୧ ମସିହାର ଏକ ବିଜ୍ଞାପନ ଦେଖିଲେ ଯେ,…

Continue Readingସାଇବର ଠକେଇ ଶିକାର ହେଲେ ଯୁବକ

ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ନିଯୁକ୍ତି ପ୍ରଦାନ

ଅନୁଗୁଳ: ଆଜି ଭୋରୁ ଦେଉଳବେଡା ଗାଁ ରେଲୱେ ଲେବଲ୍ କ୍ରସିଙ୍ଗି ଠାରେ ଟ୍ରେନ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରନ୍ଦର ସାହୁ (କାର୍ତ୍ତିକ)। ପୁରନ୍ଦରଙ୍କ ମୃତ୍ୟୁ ପରେ ଗାଁ ଲୋକେ ରେଳରୋକ କରିବା ସହ କ୍ଷତିପୂରଣ ପାଇଁ ଦାବି…

Continue Readingଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତି ପୂରଣ ସହ ନିଯୁକ୍ତି ପ୍ରଦାନ

୨୪ ଘଣ୍ଟା ପରେ ମିଳିଲା କାଉଡ଼ିଆଙ୍କ ମୃତଦେହ, ଶିବଙ୍କୁ ପାଣି ଲାଗି କରିବାକୁ ଯାଇ କେନାଲରେ ଭାସିଯାଇଥିଲେ

ଅନୁଗୁଳ: ମହାଦେବଙ୍କୁ ପାଣି ଲାଗି କରିବାକୁ ଯାଇ କେନାଲରେ ଭାସି ଯାଇଥିବା ଯୁବକଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି। ଘଟଣାର ୨୪ ଘଣ୍ଟା ପରେ ଆଜି ଶ୍ୟାମସୁନ୍ଦରଙ୍କ ମୃତ ଦେହକୁ ସ୍ଥାନୀୟ ଲୋକେ କେନାଲରୁ ଉଦ୍ଧାର କରିଛନ୍ତି। ଗତକାଲି ତାଳଚେର…

Continue Reading୨୪ ଘଣ୍ଟା ପରେ ମିଳିଲା କାଉଡ଼ିଆଙ୍କ ମୃତଦେହ, ଶିବଙ୍କୁ ପାଣି ଲାଗି କରିବାକୁ ଯାଇ କେନାଲରେ ଭାସିଯାଇଥିଲେ

ସୁନା ଚେନ୍ ଲୁଟେରା ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ପୋଲିସ ସୋମବାର ଜଣେ ସୁନା ଚେନ୍ ଲୁଟେରାଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୬ ତାରିଖ ଭୋର ସମୟରେ ସହରର ଗିତାଗ୍ରାମର ଭାରତୀ ନାଥ(୫୮) ଫୁଲ ତୋଳି ନିକଟରେ ଥିବା କାଳିମନ୍ଦିରକୁ ଯାଉଥିବା ସମୟରେ ଏକ…

Continue Readingସୁନା ଚେନ୍ ଲୁଟେରା ଗିରଫ

ମହାଦେବଙ୍କୁ ଜଳ ଲାଗି କରିବା ପୂର୍ବରୁ କେନାଲରେ ଭାସିଗଲେ କାଉଡ଼ିଆ

ତାଳଚେର: ଆଜି ଶ୍ରାବଣ ସୋମବାରରେ ମହାଦେବଙ୍କୁ ପାଣି ଲାଗି କରିବାକୁ ଆସିଥିବା ଜଣେ ଯୁବକ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ନିଖୋଜ ଯୁବକ ହେଲେ ତାଳଚେର ବାଘୁଆବୋଲ ଅଞ୍ଚଳର ଶମ୍ଭୁ ବାରିକଙ୍କ ବଡ଼ ପୁଅ ଶ୍ୟାମ ସୁନ୍ଦର। ସୂଚନା ମୁତାବକ, ଆଜି…

Continue Readingମହାଦେବଙ୍କୁ ଜଳ ଲାଗି କରିବା ପୂର୍ବରୁ କେନାଲରେ ଭାସିଗଲେ କାଉଡ଼ିଆ

ବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗାଁରେ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୁଅ ଗିରଫ ହୋଇଛି। ସୂଚନା ଯେ, ୨୯ ତାରିଖ ରାତିରେ ଗାଁର ଜମ୍ବେଶ୍ଵର ନାଏକ ତାଙ୍କ ସ୍ତ୍ରୀ ମିନିଙ୍କୁ ଖାଇବାରେ ଡାଲି କାହିଁକି…

Continue Readingବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

କେନାଲରେ ବୁଡ଼ିଥିବା ଟ୍ରକକୁ ଉଦ୍ଧାର କରିବାକୁ ଆସି ପାଣି ଭିତରେ କ୍ରେନ୍

ଅନୁଗୁଳ: ଆଜି ସକାଳେ ତାଳଚେର ବଙ୍କାଧରା ରୋଡର କନକେଇ ପିଢ଼ କେନାଲ ବ୍ରିଜ୍ ଉପରୁ ଏକ ଟ୍ରକ ତଳକୁ ଖସି ପଡ଼ିଛି। କେନାଲରେ ଜଳ ସ୍ତର ଅଧିକ ଥିବାରୁ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ି ଯାଇଛି। କିନ୍ତୁ ଟ୍ରକ ଚାଳକ…

Continue Readingକେନାଲରେ ବୁଡ଼ିଥିବା ଟ୍ରକକୁ ଉଦ୍ଧାର କରିବାକୁ ଆସି ପାଣି ଭିତରେ କ୍ରେନ୍

ବସ ଧକ୍କାରେ ଯୁବକ ମୃତ

ଅନୁଗୁଳ: ରବିବାର ଅପରାହ୍ନ ପ୍ରାୟ ଦୁଇଟା ବେଳେ ହେମସୁରପଡା ଶିବା ଖେଳ ପଡ଼ିଆ ନିକଟରେ ଏକ ଘରୋଇ କମ୍ପାନୀର ଷ୍ଟାଫ ବସ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ସୂଚନା ମୁତାବକ, କୁମଣ୍ଡ ଅଲେଖ ପାଟଣା ଅଞ୍ଚଳର ତ୍ରିଲୋଚନ ବେହେରା ନାମକ…

Continue Readingବସ ଧକ୍କାରେ ଯୁବକ ମୃତ

ଦୁଷ୍କର୍ମ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି। ସୂଚନା ଅନଯାୟୀ, ଖଣ୍ଡହତା ଗାଁର ଜୀବନ ଜ୍ୟୋତି ନାଏକ(୨୨) ଜଣେ ୧୯ ବର୍ଷର ଯୁବତୀଙ୍କସହ…

Continue Readingଦୁଷ୍କର୍ମ ଅଭିଯୁକ୍ତ ଗିରଫ

ରେଳ ଧାରଣାରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ, କାରଣ ଅସ୍ପଷ୍ଟ

ତାଳଚେର: ସ୍ଥାନୀୟ ତାଳଚେର ବ୍ଲକ୍ ସ୍କଟଲାଣ୍ଡପୁର ଗାଁ ନିକଟସ୍ଥ ଏନ୍‌ଟିପିସି ରେଳ ଧାରଣା ଉପରେ ଆଜି ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ବେଳେ ପ୍ରଥମେ ସ୍କଟଲାଣ୍ଡପୁର ଗାଁ ଲୋକେ…

Continue Readingରେଳ ଧାରଣାରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ, କାରଣ ଅସ୍ପଷ୍ଟ