ପୁଣି ଏକ ଦନ୍ତା ମୃତ, ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ଯୁତ ଫାଶରେ ପଡ଼ି ଗଲା ହାତୀ ଜୀବନ
ଅନୁଗୁଳ: ସ୍ଥାନୀୟ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜରର ଜଗନ୍ନାଥପୁର ଆମ୍ବ ବଗିଚାରେ ପୁଣି ଏକ ଦନ୍ତା ହାତୀର ମୃତ୍ଯୁ ଘଟିଛି। ବିଦ୍ୟୁତ ଆଘାତରେ ହାତୀର ମୁତ୍ୟୁ ଘଟିଥିବା ଜଣାପଡ଼ିଛି। ଖାଦ୍ୟ ଅନ୍ୱେଷଣରେ ନିକଟସ୍ଥ ଜଙ୍ଗଲରୁ ହାତୀଟି ଗାଁକୁ ଆସୁଥିବା ସମୟରେ ଏଭଳି ଦୁର୍ଘଟଣା…



