ଓଭରଟେକ୍ କରିବାରୁ ଡ୍ରାଇଭରଙ୍କୁ କଟୁରୀରେ ଆକ୍ରମଣ କଲା ଅନ୍ୟ ବସ୍ ଡ୍ରାଇଭର

ଅନୁଗୁଳ: ସ୍ଥାନୀୟ ବସ ଷ୍ଟାଣ୍ଡରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବସ୍ ଓଭରଟେକ କରିବାକୁ ନେଇ ଦୁଇ ବସ ଡ୍ରାଇଭର ହାତାହାତି ହୋଇଛନ୍ତି। ଜଣେ ଅନ୍ୟଜଣଙ୍କୁ କଟୁରୀରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଡ୍ରାଇଭରକୁ…

Continue Readingଓଭରଟେକ୍ କରିବାରୁ ଡ୍ରାଇଭରଙ୍କୁ କଟୁରୀରେ ଆକ୍ରମଣ କଲା ଅନ୍ୟ ବସ୍ ଡ୍ରାଇଭର

ଛାତ୍ର ସମାଜ ପଥଭ୍ରଷ୍ଟ: ପ୍ରେମିକ କାର୍‌ରୁ ପ୍ରେମିକାକୁ ଘୋଷାରି ଆଣିଲେ କନ୍ୟାପିତା

ଅନୁଗୁଳ: ଆଜି ସକାଳେ ସିମିଳିପଡା ଗାନ୍ଧୀ ସ୍ମାରକୀ ନିକଟରେ ପ୍ରେମିକର କାର୍‌ରୁ ପ୍ରେମିକାର ବାପା ପ୍ରେମିକାକୁ ଘୋଷାରି ନେଇ ଦି ଥାପଡ଼ କଷିଦେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସମୟ ସକାଳ ପ୍ରାୟ ସାଢ଼େ ଛ' ଟା ଝିଅ ଟିଏ…

Continue Readingଛାତ୍ର ସମାଜ ପଥଭ୍ରଷ୍ଟ: ପ୍ରେମିକ କାର୍‌ରୁ ପ୍ରେମିକାକୁ ଘୋଷାରି ଆଣିଲେ କନ୍ୟାପିତା

ହାତୀ ଆକ୍ରମଣରେ ଜଣେ ଆହତ

ଅନୁଗୁଳ: ଶନିବାର ସକାଳେ ବାଲିମି ଥାନା ପାଟଲା ପଞ୍ଚାୟତ ଅନ୍ତର୍ଗତ ଷୋଳନାଳି ଗାଁର ବଟ କୃଷ୍ଣ ସ୍ୱାଇଁ ନିଜ ବିଲ ଆଡକୁ ଯାଉଥିବାବେଳେ ହଠାତ ଗୋଟିଏ ହାତୀ ପାଖ ବୁଦା ଉହାଡରୁ ବାହାରି ବଟକୃଷ୍ଣ ଙ୍କୁ ଶୁଣ୍ଢରେ ଧରି ଫିଙ୍ଗି ଦେଇଥିଲା।…

Continue Readingହାତୀ ଆକ୍ରମଣରେ ଜଣେ ଆହତ

ଭିଜିଲାନ୍ସ କୋର୍ଟ ରୁମ୍‌ରୁ ଛ’ ଫୁଟ୍‌ର ଢ଼ାମଣା ଉଦ୍ଧାର

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଦୁଇଟା ବେଳେ ଭିଜିଲାନ୍ସ କୋର୍ଟର ପିଅନ ସଞ୍ଜୟ ଜେନା ଦେଖିଲେ କୋର୍ଟ ରୁମ୍ ଭିତରେ ପ୍ରାୟ ଛ' ଫୁଟ୍ ଲମ୍ବର ଏକ ସାପ ଘୁରି ବୁଲୁଛି। ଖବର ଜଣାପଡିବା ପରେ କୋର୍ଟ ସାରା ହଇଚଇ ସୃଷ୍ଟି…

Continue Readingଭିଜିଲାନ୍ସ କୋର୍ଟ ରୁମ୍‌ରୁ ଛ’ ଫୁଟ୍‌ର ଢ଼ାମଣା ଉଦ୍ଧାର

ହାଟରୁ ଟଙ୍କା ଚୋରିକରି ଛେଚା ଖାଇଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ସାପ୍ତାହିକ ହାଟରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ପକେଟରୁ ଟଙ୍କା ଚୋରିକରି ଛେଚା ଖାଇଲେ ଯୁବକ। ସୂଚନା ମୁତାବକ, ଜଳତାପ ଗାଁର କାଶିନାଥ ପ୍ରଧାନ ଗୁରୁବାର ସକାଳେ କୋଶଳା ସାପ୍ତାହିକ ହାଟକୁ ଜିନିଷ…

Continue Readingହାଟରୁ ଟଙ୍କା ଚୋରିକରି ଛେଚା ଖାଇଲେ ଯୁବକ

ଫାଇବର୍ ଫ୍ୟାକ୍ଟ୍ରିଙ୍କୁ ତୀବ୍ର ବିରୋଧ, ଥାନାର ଦ୍ୱାରସ୍ଥ ହେଲେ ଗାଁର ମହିଳା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ଗାଁରେ ହୋଇଥିବା ଫାଇବର୍ ଫ୍ୟାକ୍ଟ୍ରିଙ୍କୁ ବିରୋଧ କରି ଥାନାର ଦ୍ୱାରସ୍ଥ ହେଲେ ଗାଁର ମହିଳା। ମହିଳାଙ୍କ ଅଭିଯୋଗ ମୁତାବକ, ଫାଇବର୍ ଫ୍ୟାକ୍ଟ୍ରି ଯୋଗୁ ପଞ୍ଚାୟତବାସୀଙ୍କର ବହୁ ଅସୁବିଧା ହେଉଛି। ଫ୍ୟାକ୍ଟ୍ରିରୁ ବାହାରୁଥିବା ଦୁର୍ଗନ୍ଧ ଯୋଗୁ…

Continue Readingଫାଇବର୍ ଫ୍ୟାକ୍ଟ୍ରିଙ୍କୁ ତୀବ୍ର ବିରୋଧ, ଥାନାର ଦ୍ୱାରସ୍ଥ ହେଲେ ଗାଁର ମହିଳା

ଚୋରି ଅଭିଯୋଗରେ ୩ ଜଣ ଗିରଫ

ଅନୁଗୁଳ: ଅନୁଗୁଳ ସଦର ପୋଲିସ ୩ଟି ଚୋରି ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ୨୨ ତାରିଖ ରାତିରେ ପଞ୍ଚମହଲାଠାରେ ଥିବା ଅନୁଗୁଳ ପୌର ଆବର୍ଜନା ପରିଚାଳନା ପ୍ରକଳ୍ପ ପରିସରରୁ ୩ଟି…

Continue Readingଚୋରି ଅଭିଯୋଗରେ ୩ ଜଣ ଗିରଫ

ଦେଶୀ ଓ ବିଦେଶୀମଦ ଜବତ ୨ଜଣ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଓ ସଦର ଥାନା ଅଞ୍ଚଳରେ ବୁଧବାର ରାତିରେ ଚଢ଼ାଉକରି ପୁଲିସ ୬୦ ଲିଟର ଦେଶୀ ଓ ବିଦେଶୀମଦ ଜବତ କରିଛି। ସୂଚନା ଅନୁସାରେ, ବୁଧବାର ରାତିରେ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ନିଶା…

Continue Readingଦେଶୀ ଓ ବିଦେଶୀମଦ ଜବତ ୨ଜଣ ଗିରଫ

୧୧ କେଭି ବିଦ୍ୟୁତ ତାର ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସାନ୍ତରାପୁର ଗାଁ ନିକଟରେ ମଙ୍ଗଳବାର ରାତିରେ ୧୧ କେଭି ଲାଇନର ବିଦ୍ୟୁତ ତାର ଚୋରି ହୋଇଛି। ଏ ନେଇ ବଅଁପାଳ ବିଦ୍ୟୁତ ବିଭାଗ ସେକ୍ସନ୍ ଇନ୍ଚାର୍ଜ ସୁଭାଶିଷ ମହାନ୍ତି ଥାନାରେ ଲିଖିତ ଅଭିଯୋଗ…

Continue Reading୧୧ କେଭି ବିଦ୍ୟୁତ ତାର ଚୋରି

ବୋହୂ ଉପରେ ଖରାପ ନଜର ପକାଇବା ସହ ଅସଦାଚରଣ କରୁଥିଲା ଶ୍ୱଶୁର, ଅଭିଯୋଗ ପରେ ବନ୍ଧା ହୋଇ ଗଲା ଜେଲ

ଅନୁଗୁଳ: ରସିକିଆ ଶ୍ୱଶୁରର ଲଜ୍ଜିତ କାଣ୍ଡ। ବୟସର ଅପରାହ୍ନରେ ପୂଜା ପାଠ କରିବା ସମୟରେ ବୃଦ୍ଧ ଶ୍ୱଶୁରଙ୍କ ନଜର ବୋହୂ ଉପରେ। ବୋହୂକୁ ଅସଦାଚରଣ କରି ଆଜି ବନ୍ତଳା ଥାନା ବଡ଼କନ୍ତକୂଳ ଗାଁର ୭୩ ବର୍ଷର ବୃଦ୍ଧ ଗିରଫ ହୋଇଛନ୍ତି। ତେବେ…

Continue Readingବୋହୂ ଉପରେ ଖରାପ ନଜର ପକାଇବା ସହ ଅସଦାଚରଣ କରୁଥିଲା ଶ୍ୱଶୁର, ଅଭିଯୋଗ ପରେ ବନ୍ଧା ହୋଇ ଗଲା ଜେଲ