ମେସ୍ ପଛପଟ ଗଛରେ ଝୁଲିଛି ଛାତ୍ରଙ୍କ ମୃତଦେହ, ହତ୍ୟା କି ଆତ୍ମହତ୍ୟା ଚାଲିଛି ତଦନ୍ତ

ଅନୁଗୁଳ: ମେସ୍ ପଛ ମହୁଲ ଗଛରେ ଝୁଲିଛି ଛାତ୍ରଙ୍କ ମୃତ ଦେହ। ସ୍ଥାନୀୟ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟ ନିକଟସ୍ଥ ବେହେରା ମେସ ପଛରେ ଥିବା ମହୁଲ ଗଛରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତ ଛାତ୍ର ହେଲେ ବରପଦା ଗାଁର…

Continue Readingମେସ୍ ପଛପଟ ଗଛରେ ଝୁଲିଛି ଛାତ୍ରଙ୍କ ମୃତଦେହ, ହତ୍ୟା କି ଆତ୍ମହତ୍ୟା ଚାଲିଛି ତଦନ୍ତ

ତହସିଲ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସ୍ଥାନୀୟ ଖଲାରି ବିଶ୍ବାଳ ସାହି ନିକଟରେ ଏକ ଭଡ଼ା ଘରେ ରହୁଥିବା ତାଳଚେର ତହସିଲ ଅଫିସର କନିଷ୍ଠ କିରାଣି ପ୍ରଶାନ୍ତ ସାହୁ (୩୩)ଙ୍କ ଗୁରୁବାର ବଡ଼ି ଭୋର୍ ସମୟରେ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ…

Continue Readingତହସିଲ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ମୋବାଇଲ ଛିନତାଇ ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଛକ ନିକଟରୁ ମୋବାଇଲ ଛିନ୍‌ତାଇ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ରବିବାର ସକାଳେ ମେଦିନାପୁର ଅଞ୍ଚଳର ଅନିକେଶ ସାମନ୍ତ ନାମକ ଜଣେ…

Continue Readingମୋବାଇଲ ଛିନତାଇ ଅଭିଯୋଗରେ ୨ ଗିରଫ

ଜଳୁଛି ଅନୁଗୁଳ ଜଙ୍ଗଲ: ୨ଟି ସ୍ଥାନରେ ନିଆଁ ଲଗାଇଲେ ଦୁବୃର୍ତ୍ତ, ଆୟତ୍ତ କଲେ ଆଗ୍ନିକ

ଅନୁଗୁଳ: ଖରାଦିନ ଆରମ୍ଭ ପୂର୍ବରୁ ହିଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବା ଦେଖାଯାଇଛି। ଆଜି ସଦର ଥାନା ଅନ୍ତର୍ଗତ କୁମଣ୍ଡ ଅଞ୍ଚଳରେ ଏକ ବାଉଁଶ ବୁଦାରେ ନିଆଁ ଲାଗିଯାଇଛି। କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି…

Continue Readingଜଳୁଛି ଅନୁଗୁଳ ଜଙ୍ଗଲ: ୨ଟି ସ୍ଥାନରେ ନିଆଁ ଲଗାଇଲେ ଦୁବୃର୍ତ୍ତ, ଆୟତ୍ତ କଲେ ଆଗ୍ନିକ

ଡ଼କାୟତୀ ଯୋଜନା ପଣ୍ଡ, ୩ ଗିରଫ, ପିସ୍ତଲ, ମୋବାଇଲ, ସ୍କର୍ପିଓ ଓ ବାଇକ ଜବତ

ଅନୁଗୁଳ: ଅନୁଗୁଳ ସଦର ପୁଲିସ ରବିବାର ବିଳମ୍ବିତ ରାତିରେ ରନ୍ତଲୋଇ ମା’ ସାତଭଉଣୀ ମନ୍ଦିର ନିକଟରୁ ଡ଼କାୟତୀ ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପରତରା ଗାଁର ଗୋପି ଓରଫ ଗୋପିନାଥ ନାଏକ(୩୭),…

Continue Readingଡ଼କାୟତୀ ଯୋଜନା ପଣ୍ଡ, ୩ ଗିରଫ, ପିସ୍ତଲ, ମୋବାଇଲ, ସ୍କର୍ପିଓ ଓ ବାଇକ ଜବତ

ବେଆଇନ କୋଇଲା ଚାଲାଣ ବେଳେ ପୁଲିସ ଚଢ଼ଉ: ଟ୍ରକ୍ ଜବତ, ଅଭିଯୁକ୍ତ ଫେରାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଇଁଛପଦା ଗାଁ ନିକଟରୁ ବେଆଇନ କୋଇଲା ଚାଲାଣ କରୁଥିବା ଏକ ଟ୍ରକ୍ ଜବତ କରିଛି ଛେଣ୍ଡିପଦା ଥାନା ପୁଲିସ। ଚଢ଼ଉ ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ, ଏହି ରାସ୍ତାରେ…

Continue Readingବେଆଇନ କୋଇଲା ଚାଲାଣ ବେଳେ ପୁଲିସ ଚଢ଼ଉ: ଟ୍ରକ୍ ଜବତ, ଅଭିଯୁକ୍ତ ଫେରାର

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨ ବଖରା

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତର ତେନ୍ତୁଳିହତା ଗାଁରେ ନିଆଁ ଲାଗି ୨ ବଖରା ଘର ପୋଡ଼ି ଯାଇଥିବା ଜଣାଯାଇଛି। ରିପୋର୍ଟ ମୁତାବକ, ଗାଁର ଗୌତମ ନାଏକ ଓ ତାଙ୍କ ପୂରା ପରିବାର ଶ୍ୱଶୁର ଘରକୁ ଯାଇଥିଲେ। ଘରେ କେହି…

Continue Readingଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨ ବଖରା

ଭାରସାମ୍ୟ ହରାଇ କାନ୍ଥରେ ପିଟି ହେଲା ଆମ୍ବୁଲାନ୍ସ

ଅନୁଗୁଳ: ସହର ଉପକଣ୍ଠ ତୁରଙ୍ଗ କାଲଟାକ୍ସ ଛକରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାଯାଇଛି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଚିକିତ୍ସାଳୟ ଫେରୁଥିବା ବେଳେ ସାମ୍ନାରୁ…

Continue Readingଭାରସାମ୍ୟ ହରାଇ କାନ୍ଥରେ ପିଟି ହେଲା ଆମ୍ବୁଲାନ୍ସ

ଟ୍ରକ-ହାଇୱା ମୁହାଁ ମୁହିଁ ଧକ୍କାରେ ଜଣେ ମୃତ

ଅନୁଗୁଳ: ସୋମବାର ସନ୍ଧ୍ୟା ପ୍ରାୟ ସାଢେ଼ ସାତଟା ବେଳେ ହିଙ୍ଗୁଳା ଫାଣ୍ଡି ତଥା କଲିଆରୀ ଥାନା ଅନ୍ତର୍ଗତ ହିଙ୍ଗୁଳା ଓଭର ବ୍ରିଜ ଉପରେ ହାଇୱା ଓ ଡାଲା ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ହଇୱା ଚାଳକ ଜଗବନ୍ଧୁ…

Continue Readingଟ୍ରକ-ହାଇୱା ମୁହାଁ ମୁହିଁ ଧକ୍କାରେ ଜଣେ ମୃତ

ବାଇକ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋନଗର ଥାନା ଅନ୍ତର୍ଗତ କାଣ୍ଡସର ଷ୍ଟେଟ୍ ବ୍ୟାଙ୍କ ନିକଟ ପେଟ୍ରୋଲ ପମ୍ପକୁ ସୋମବାର ମଧ୍ୟାହ୍ନରେ ଜଣେ ଯୁବକ ଏ ପଲସର ବାଇକ୍ (ଓଡି୧୯ ବି ୮୧୬୨) ରେ ପେଟ୍ରୋଲ୍ ଭର୍ତ୍ତି କରି ଆସିଥିବା ବେଳେ ଗାଡ଼ିରେ ହଠାତ…

Continue Readingବାଇକ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ