ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମୁରୁସିଂହା ଗାଁରେ ବୁଧବାର ସକାଳେ ବିଦ୍ୟୁତ ସର୍ଟ ସର୍କିଟରେ ୪ ବଖରା ଚାଳଘର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଯେ, ବୁଧବାର ଭୋର ସମୟରେ କୁମୁରୁସିଂହା ଗାଁ ହରିଜନ ସାହିର ଶ୍ରୀକାନ୍ତ ନାଏକଙ୍କ ଘରେ…

Continue Readingଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ତହସିଲଦାରଙ୍କ ଚଢ଼ଉ: ମାଟିରେ ମିଶିଲା ୨୯ ବେଆଇନ୍ ଇଟା ଭାଟି

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ବ୍ରାହ୍ମଣୀ ନଦୀ କୂଳବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ୍ ଇଟା ଭାଟି ଉପରେ ଆଜି ତହସିଲଦାର ଚଢ଼ଉ କରିଛନ୍ତି। ଏହି ଚଢ଼ଉ ବେଳେ ତାଳଚେର ତହସିଲଦାର, ଅତିରିକ୍ତ ତହସିଲଦାର, ଆରଆଇ ଓ ସ୍ଥାନୀୟ ପୁଲିସ ଉପସ୍ଥିତ…

Continue Readingତହସିଲଦାରଙ୍କ ଚଢ଼ଉ: ମାଟିରେ ମିଶିଲା ୨୯ ବେଆଇନ୍ ଇଟା ଭାଟି

ରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ବରଯାତ୍ରୀ ଗାଡ଼ି

ଅନୁଗୁଳ: ବରଯାତ୍ରୀ ଗାଡ଼ିରେ ଲାଗିଲା ନିଆଁ। ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରାଭେଲର। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନଥିବା ଜଣାଯାଇଛି। ସୂଚନାନୁସାରେ, ଆଜି ସ୍ଥାନୀୟ ନତଡ଼ା ପଞ୍ଚାୟତ ଆମ୍ବପାଳ ଗାଁରୁ ୧୫-୨୦ ଜଣ ବରଯାତ୍ରୀଙ୍କୁ ନେଇ ଏକ…

Continue Readingରାସ୍ତା ମଝିରେ ହୁ ହୁ ହୋଇ ଜଳିଗଲା ବରଯାତ୍ରୀ ଗାଡ଼ି

ବେଆଇନ କୋଇଲା ଖୋଳା ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଗୋହିରାପଶୀ ଗାଁରେ ବେଆଇନ କୋଲା ଖୋଳି ବ୍ୟବସାୟ କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ରବିବାର ଅପରାହ୍ନରେ…

Continue Readingବେଆଇନ କୋଇଲା ଖୋଳା ଅଭିଯୋଗରେ ଜଣେ ଗିରଫ

କାନ୍ଥରେ ପିଟି ହୋଇ ହରିଣର ମୃତ୍ୟୁ

ତାଳଚେର: ତାଳଚେର ଫରେଷ୍ଟ ରେଞ୍ଜ କଳମଛୁଇଁ ଗାଁରେ କାନ୍ଥରେ ପିଟି ହୋଇ ଆଜି ଏକ ହରିଣର ମୃତ୍ୟୁ ଘଟିଛି। ଗାଁ ଲୋକଙ୍କ କହିବାନୁଯାୟୀ, ହରିଣଟି ନିକଟସ୍ଥ ମହୀତଳା ଜଙ୍ଗଲରୁ ଆସି କଳମଛୁଇଁ ପୁରୁଣାସାହି ଦେଇ କାଳିକାପ୍ରସାଦ ସାହି ଆଡକୁ ଦୌଡ଼ୁଥିଲା। ଏହି…

Continue Readingକାନ୍ଥରେ ପିଟି ହୋଇ ହରିଣର ମୃତ୍ୟୁ

ଛାତ୍ର ଆତ୍ମହତ୍ୟା ଘଟଣା: ନିର୍ଯାତନା ଦେଇଥିବା ଛାତ୍ରାବାସ କେୟାର ଟେକର ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ଛାତ୍ର ବିବେକ ସାହୁ ଆତ୍ମହତ୍ୟା ଘଟଣାରେ ପୋଲିସ ଆଜି ଛାତ୍ରାବାସର କେୟାର ଟେକରକୁ ଗିରଫ କରିଛି। କେୟାର ଟେକର ବିବେକକୁ ମାଡ଼ ମାରିବା ସହ ବିନା ଦୋଷରେ ବେଜିତ କରିଥିଲା। ଏଥିରେ ମାନସିକ…

Continue Readingଛାତ୍ର ଆତ୍ମହତ୍ୟା ଘଟଣା: ନିର୍ଯାତନା ଦେଇଥିବା ଛାତ୍ରାବାସ କେୟାର ଟେକର ଗିରଫ

ଅବକାରୀ ବିଭାଗର ଅତର୍କିତ ଚଢ଼ଉ: ୪୫୦୦ ବୋତଲ ବିୟର ଜବତ, ଜଣେ ଗିରଫ

ଅନୁଗୁଳ: ସ୍ଥାନୀୟ ଶିମିଳିପଡ଼ା ଛକ ନିକଟରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇ ବିପୁଳ ପରିମାଣର ବିୟର ଜବତ କରାଯାଇଛି। ଅବକାରୀ ବିଭାଗର ମୋବାଇଲ ଓ ସଦର ରେଞ୍ଜ ପକ୍ଷରୁ ବୁଧବାର ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ…

Continue Readingଅବକାରୀ ବିଭାଗର ଅତର୍କିତ ଚଢ଼ଉ: ୪୫୦୦ ବୋତଲ ବିୟର ଜବତ, ଜଣେ ଗିରଫ

ଆଇନଜୀବିଙ୍କୁ ମଦ ବେପାରୀର ଆକ୍ରମଣ

ଅନୁଗୁଳ: ହେମସୁରଡା ଅଞ୍ଚଚଳର ଆଇନ ଜୀବୀ ଅସିତ ଚନ୍ଦ୍ର ପ୍ରଧାନଙ୍କୁ ଗତ ଦୁଇ ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଆକ୍ରମଣ କରିବା ସହ ତାଙ୍କ ବାଇକଟିକୁ ଭାଙ୍ଗି ଦେଇ ଥିବା ଅନୁଗୁଳ ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଶ୍ରୀ ପ୍ରଧାନଙ୍କ…

Continue Readingଆଇନଜୀବିଙ୍କୁ ମଦ ବେପାରୀର ଆକ୍ରମଣ

ଏମିତି ମରଣ କାହାକୁ ନ ଆସୁ ! ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ

ଅନୁଗୁଳ: ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ସ୍ଥାନୀୟ ହଣ୍ଡପା ଥାନା ଅନ୍ତର୍ଗତ ପର୍ଶୁମାଳ ଗାଁରେ। ଏଠାକାର ସୁରଥ ବେହେରା ନାମକ ବ୍ୟକ୍ତିଙ୍କ ମୃତଦେହ ଟ୍ରେନ ଲାଇନ କଡ଼ରୁ ମିଳିଛି। ସୂଚନାନୁଯାୟୀ…

Continue Readingଏମିତି ମରଣ କାହାକୁ ନ ଆସୁ ! ଝିଅ ବାହାଘର ପୂର୍ବରୁ ଉଠିଲା ବାପାର କୋକେଇ

ଜେଏସ୍‌ପିଏଲ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ପରଙ୍ଗ ହାଇ ସ୍କୁଲ ନିକଟରେ ସୋମବାର ସକାଳ ପ୍ରାୟ ୭ଟା ବେଳେ ଜେଏସ୍‌ପିଏଲ୍ କର୍ମଚାରୀ ରାକେଶ କୁମାର ଜେନା ରାତି ଡିଉଟି ସାରି ହେମସୁରାପଡା ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଲୁହା…

Continue Readingଜେଏସ୍‌ପିଏଲ୍ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ