ଭୟଙ୍କର ଦୁର୍ଘଟଣା: ଦୁଇ ଟ୍ରକ ମଝିରେ ଚାପି ହୋଇରହିଛି କାର
ଅନୁଗୁଳ: ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ନିକଟସ୍ଥ ଗୁରୁଜାଙ୍ଗୁଲି ଛକରେ ଆଜି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବଅଁରପାଳ ଆଡୁ ଆସୁଥିବା ଏକ କାରକୁ ଟ୍ରକ୍ ଧକ୍କା ଦେବାରୁ କାରଟି ପଛରୁ ଆସୁଥିବା ଏକ ଟ୍ରକ ମଝିରେ ଚାପି ହୋଇଯାଇଛି।…
ଅନୁଗୁଳ: ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ନିକଟସ୍ଥ ଗୁରୁଜାଙ୍ଗୁଲି ଛକରେ ଆଜି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବଅଁରପାଳ ଆଡୁ ଆସୁଥିବା ଏକ କାରକୁ ଟ୍ରକ୍ ଧକ୍କା ଦେବାରୁ କାରଟି ପଛରୁ ଆସୁଥିବା ଏକ ଟ୍ରକ ମଝିରେ ଚାପି ହୋଇଯାଇଛି।…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ଜୋରାଗଡ଼ିଆ ଛକ ନିକଟସ୍ଥ ୫୫ ନମ୍ଵର ଜାତୀୟ ରାଜପଥରେ ଆଜି ସକାଳେ ଏକ ପାଉଁଶ ବୋଝେଇ କଣ୍ଟେନର ଓ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଗୁରୁତର ହୋଇଛନ୍ତି।…
ଅନୁଗୁଳ: ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ। ଶୁକ୍ରବାର ସନ୍ଧ୍ୟାରେ କୋଶଳ ନିକଟସ୍ଥ ଭାଗଲକଟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଛେଣ୍ଡିପଦା ଥାନା ବରପଦା ଅଞ୍ଚଳର ଶ୍ରୀଧର ନାଏକ। ସୂଚନାନୁଯାୟୀ, ଶ୍ରୀଧର ନିଜ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ରୁ ମୋବାଇଲ ଚୋରି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବଅଁରପାଳ ବଜାର ଅଞ୍ଚଳର ଏକ ଦୋକାନରୁ ୨୦୨୧ ରେ ଚୋରି କରିଥିଲେ। ଏ ନେଇ…
ଅନୁଗୁଳ: ଅନୁଗୁଳ ସହରର ହେମୁସୁରପଡ଼ା ଦୁର୍ଗାମଣ୍ଡପ ନିକଟରେ ରହୁଥିବା ଯାଯାବର ବସ୍ତିରୁ ୨ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ବୁଧବାର ରାତିରେ ୪/୫…
ଅନୁଗୁଳ: କେନ୍ଦୁ ପତ୍ର ଗୋଟାଇବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ। ସ୍ଥାନୀୟ ଛେଣ୍ତିପଦା ବନାଞ୍ଚଳ ଡଙ୍ଗାପାଳ ଗାଁ ନିକଟ ଜଙ୍ଗଲରେ କେନ୍ଦୁପତ୍ର ଗୋଟାଇବାକୁ ଯାଇଥିବା ୨ଜଣ ମହିଳା ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆହତମାନେ ହେଲେ ସେହି ଗାଁର ଚଞ୍ଚଳା ସାହୁ…
ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତର ପୀତାଚରି ରେଲୱେ କ୍ରସିଂ ଟ୍ରେନ ଲାଇନରେ ଆଜି ସକାଳେ ଏକ ଅଜଣା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ଦେହର ମୁଣ୍ଡ ଗଣ୍ଡି ଅଲଗା ହୋଇ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ଏ…
ଅନୁଗୁଳ: ବିନା କାରଣରେ ଆକାଉଣ୍ଟରୁ କଟୁଛି ଟଙ୍କା। ଅଭିଯୋଗ ପରେ ବି ଶୁଣୁନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ଫଳରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ତୁକୁଡା ଦୁଗ୍ଧ ସମିତିର କର୍ମଚାରୀ। ତୁକୁଡା ଦୁଗ୍ଧ ସମିତିର କର୍ମଚାରୀଙ୍କ ଅଭିଯୋଗ ମୁତାବକ, ଜରପଡା ଶାଖା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗର ସଦର ଏବଂ ମୋବାଇଲ ରେଞ୍ଜ ପକ୍ଷରୁ ଗତ ୨୪ ତାରିଖରେ ଜରପଡା ଓ ନାଲକୋ ଅଞ୍ଚଳରେ ଚଢାଉ କରାଯାଇଥିଲା। ଏ ଘଟଣାରେ ଜରପଡା ଉପର ସାହିର ଆଦିତ୍ୟ ସାହୁଙ୍କ ଠାରୁ ଦଶ କିଲୋ ଗଞ୍ଜେଇ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶନିବାର ରାତିରେ ଫୁଲପଡ଼ା ଅଞ୍ଚଳରେ ଚଢ଼ାଉକରି ଦେଶୀ ଓବିଦେଶୀ ମଦ ଜବତ କରିଛି। ସୂଚନା ଯେ, ଫୁଲପଡ଼ାର ପପୁ ଗଡ଼ନାୟକ ତାଙ୍କ ଘରେ ଚୋରା ମଦ ରଖି ବେପାର କରୁଥିଲେ। ଏ ନେଇ ସୂଚନା…