ବିଳମ୍ବିତ ରାତିରେ ଛାତରୁ ଖସି ଯୁବକ ମୃତ

ଅନୁଗୁଳ: ଅନୁଗୁଳ ସହର ଶିକ୍ଷକପଡ଼ାରେ ଛାତରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ହଣ୍ଡପା ଅଞ୍ଚଳର ପ୍ରତାପ ସାହୁ। ସେ ସ୍ଥାନୀୟ ସ୍କୁଲ ନିକଟ ଗୋକୁଳ ଚନ୍ଦ୍ର ସାହୁଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ।…

Continue Readingବିଳମ୍ବିତ ରାତିରେ ଛାତରୁ ଖସି ଯୁବକ ମୃତ

ସର୍ଟ ସର୍କିଟ ଯୋଗୁ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ଜଣଙ୍କ ଘରେ ନିଆଁ ଲାଗି ଏକ ବଖରା ଘର ପାଉଁଶ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ…

Continue Readingସର୍ଟ ସର୍କିଟ ଯୋଗୁ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ଅନୁଗୁଳ: ସ୍ଥାନୀୟ ଜରପଡା ଥାନା ଅନ୍ତର୍ଗତ ତପୋବନ ଢାବା ପଛ ଦଲକି ପାହାଡ଼ରୁ ଜଣେ ମହିଳାଙ୍କ ଗଳିତ ମୃତ ଦେହ ମିଳିଛି। ମହିଳାଙ୍କ ବେକକୁ ଏକ ସରୁ ଜିଆଇ ତାରରେ ବନ୍ଧା ଯାଇ ଆମ୍ବଗଛ ଡାଳରେ ଝୁଲାଇ ଦିଆଯାଇଛି। ତେବେ ମହିଳା…

Continue Readingଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ବେଆଇନ କୋଇଲା ଡିପୋ ଉପରେ ଚଢ଼ଉ: ୫ ଟ୍ରକ୍ ଜବତ, ୫ ଅଟକ

ଅନୁଗୁଳ: ସ୍ଥାନୀୟ କଙ୍କରାଇ ନିଶା ଇଣ୍ଡ୍ରଷ୍ଟିଆଲ ଅଞ୍ଚଳର ବେଆଇନ କୋଇଲା ଡିପୋ ଉପରେ ଚଢ଼ଉ କରି ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ୫ଟି କୋଇଲା ବୋଝେଇ ମିନିଟ୍ରକ୍ ଜବତ କରିଛନ୍ତି। ଏହି ଚୋରା ଚାଲାଣରେ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଅଟକ ରଖିଛି।…

Continue Readingବେଆଇନ କୋଇଲା ଡିପୋ ଉପରେ ଚଢ଼ଉ: ୫ ଟ୍ରକ୍ ଜବତ, ୫ ଅଟକ

ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଆହତ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଚଣ୍ଡୀ ବଜାର ଛକରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବୁଧୁବାର ସନ୍ଧ୍ୟାରେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଯେ, କଲିଏରୀ ଥାନା ଅନ୍ତର୍ଗତ ଲକେଇପଶି ଗାଁର ଶ୍ରୀବତ୍ସ ଦାସ ଡ୍ରାଇଭରଙ୍କସହ ବୋଲେରୋ(ଓଡି-୩୩ଏଡି-୦୦୯୮)ରେ ସନ୍ଧ୍ୟାରେ ଅନୁଗୁଳ…

Continue Readingଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଆହତ

ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ କଲେ ସ୍କୁଲ ଶିକ୍ଷୟିତ୍ରୀ, ପୋଲିସ ନାକେଦମ୍

ଅନୁଗୁଳ: ଗୁରୁବାର ସକାଳେ ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍କୁଲ ଶିକ୍ଷୟିତ୍ରୀ। ପୂର୍ବରୁ ବିଭିନ୍ନ କାରଣ ଯୋଗୁ ଚର୍ଚ୍ଚାରେ ରହି ଆସୁଥିବା ଶିକ୍ଷୟିତ୍ରୀ ଅନୁପମା ବିଶ୍ବାଳ ଆଜି ସକାଳେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ତାଙ୍କ କହିବାନୁସାରେ,…

Continue Readingଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ କଲେ ସ୍କୁଲ ଶିକ୍ଷୟିତ୍ରୀ, ପୋଲିସ ନାକେଦମ୍

କୂଅରେ ଗଳି ପଡ଼ିଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କାଙ୍ଗୁଲାର ଜଣେ ମହିଳା ମଙ୍ଗଳବାର ବିଳମ୍ବିତ ରାତିରେ କୂଅରେ ଗଳି ପଡ଼ିଥିଲେ। ଖବର ପାଇଁ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ମହିଳାଙ୍କ ନାଁ କମଳୀ ମହାପାତ୍ର (୫୦)…

Continue Readingକୂଅରେ ଗଳି ପଡ଼ିଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ

ଅଟୋରିକ୍ସା ବ୍ୟାଟେରୀ ଫାଟିଲା

ଅନୁଗୁଳ: ଅନୁଗୁଳ ସହର ଆଶ୍ରମ ଛଜ ନିକଟରେ ଥିବା ପେଟ୍ରୋଲ୍ ପମ୍ପ୍‌ ମଙ୍ଗଳବାର ଏକ ବଡ଼ ଅଘଟଣରୁ ବର୍ତି ଯାଇଛି। ପେଟ୍ରୋଲ୍ ପମ୍ପ୍‌ରେ ଛିଡ଼ା ହୋଇଥିବା ଏକ ଅଟୋରିକ୍ସାର ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା। ମାତ୍ର ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସୂଚନା…

Continue Readingଅଟୋରିକ୍ସା ବ୍ୟାଟେରୀ ଫାଟିଲା

ମେଡିକାଲରୁ ଦଲାଲ ଠକିନେଲେ ପନ୍ଦର ଶହ

ଅନୁଗୁଳ: ଯେତେ ସଚେତନ କଲେବି ଲୋକେ ସଚେତନ ହେଉନାହାନ୍ତି ଲୋକେ। ସୋମବାର ଅନୁଗୁଳ ସରକାରୀ ମେଡିକାଲରେ ଭର୍ତି ହୋଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଦଲାଲ ପନ୍ଦର ଶହ ଟଙ୍କା ଠକି ନେଇଥିବା ଜଣା ପଡ଼ିଛି। ସୂଚନା ଯେ, ଆଠମଲ୍ଲିକ ମଇମୁରା…

Continue Readingମେଡିକାଲରୁ ଦଲାଲ ଠକିନେଲେ ପନ୍ଦର ଶହ

ନିଶାଖୋର ଶ୍ରମିକ ପାଣିରେ ବୁଡି ଗୁରୁତର

ଅନୁଗୁଳ: ଅନୁଗୁଳ ମଦନମୋହନ ପଡ଼ାର ଏକ ପୋଖରୀରେ ଜଣେ ନିଶାଖୋର ବୁଡି ଯାଉଥିବାବେଳେ ସ୍ଥାନୀୟ ବାସିନ୍ଦା ତାକୁ ଉଦ୍ଧାର କରିଛନ୍ତି। ଢେଙ୍କାନାଳ ସାଆନ୍ଦା ଅଞ୍ଚଳର ଅଶୋକ ନାଏକ(୪୦) ଅନୁଗୁଳରେ ସେ ମୂଲ ମଜୁରୀ କରି ଚଳନ୍ତି। ସେ ମଙ୍ଗଳବାର ଅପରାହ୍ନରେ ନିଶାଖାଇ …

Continue Readingନିଶାଖୋର ଶ୍ରମିକ ପାଣିରେ ବୁଡି ଗୁରୁତର