ଖରାଦିନ ନ ହେଉଣୁ ଜଳିଲାଣି ଅନୁଗୁଳର ବିଭିନ୍ନ ଜଙ୍ଗଲ, ଆୟତ୍ତ କରୁଛନ୍ତି ଆଗ୍ନିକ

ଅନୁଗୁଳ: ଜଳୁଛି ଅନୁଗୁଳର ବିଭିନ୍ନ ଜଙ୍ଗଲ। ଖରାଦିନ ନ ଆସୁଣୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜଳିବାରେ ଲାଗିଲାଣି। ସ୍ଥାନୀୟ ଲୋକମାନେ ଜାଳେଣି ଆଣିବାକୁ ଜଙ୍ଗଲକୁ ଯାଇ ନିଆଁ ଲଗାଇ ଦେଇଥିବାରୁ ଗତ ୨ ଦିନ ଭିତରେ ଜିଲ୍ଲାର ୪ଟି ସ୍ଥାନ…

Continue Readingଖରାଦିନ ନ ହେଉଣୁ ଜଳିଲାଣି ଅନୁଗୁଳର ବିଭିନ୍ନ ଜଙ୍ଗଲ, ଆୟତ୍ତ କରୁଛନ୍ତି ଆଗ୍ନିକ

ଦୋଳ ପୂର୍ଣ୍ଣିମାରେ ଅଘଟଣ: ୨୨ ଦୁର୍ଘଟଣାରେ ୩୦ ଆହତ

ଅନୁଗୁଳ: ସାରା ରାଜ୍ୟ ହୋଲି ଖେଳରେ ମସଗୁଲ ଥିବା ବେଳେ ଗତ ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩୦ରୁ ଊର୍ଦ୍ଧ୍ଵ ଆହତ ହୋଇଛନ୍ତି। ପାଲଲହଡ଼ା, ଖମାର, ତାଳଚେର, ଆଠମଲ୍ଲିକ, ଜରପଡ଼ା ଆଦି ଅଞ୍ଚଳରେ…

Continue Readingଦୋଳ ପୂର୍ଣ୍ଣିମାରେ ଅଘଟଣ: ୨୨ ଦୁର୍ଘଟଣାରେ ୩୦ ଆହତ

ରାଜପଥରେ ଲୁଟ୍, ୨ ଗିରଫ

ଅନୁଗୁଳ: ଅନୁଗୁଳ ସହରକୁ ପରିବା ବିକ୍ରି କରିବାକୁ ଆସୁଥିବା ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍ ଅଭିଯୋଗରେ ଟାଉନ୍ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଜରପଡ଼ା ଅଞ୍ଚଳରୁ ଲୋକମାନେ ଅନୁଗୁଳକୁ ପରିବା ନେଇ ଆସିଥାନ୍ତି। ବୁଧବାର…

Continue Readingରାଜପଥରେ ଲୁଟ୍, ୨ ଗିରଫ

ଟିପ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଭଣ୍ଡୁବର ଠାରେ ୬୩ ନଂ ରାଜ୍ୟ ରାଜପଥରେ ମଙ୍ଗଳବାର ଅପରାହ୍ନରେ ଏକ ଟିପ୍ପର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ରାଣୀଗୋଡା ଗ୍ରାମର ଦିଲ୍ଲୀପ ପଟ୍ଟନାୟକ(୪୨) ଅପରାହ୍ନରେ କୁମଣ୍ଡ ପଞ୍ଚାୟତର…

Continue Readingଟିପ୍ପର ଧକ୍କାରେ ସାଇକେଲ ଆରୋହୀ ମୃତ

ବାଇକ ଉପରେ ଚଢ଼ିଗଲା ଟ୍ରକ, ବାପା-ଝିଅ ମୃତ

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗାଁ ନିକଟ ଜାତୀୟ ରାଜପଥ ୧୪୯ ରେ ବାଇକ ଉପରେ ଟ୍ରକ୍‌ ଚଢ଼ି ଯିବାରୁ ବାପା ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଖମାର ଗାଁର ସୁନୀଲ କୁମାର ସାହୁ…

Continue Readingବାଇକ ଉପରେ ଚଢ଼ିଗଲା ଟ୍ରକ, ବାପା-ଝିଅ ମୃତ

ବାଣଫୁଟାକୁ କେନ୍ଦ୍ରକରି ଭୁଜାଲି ମାଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଛକ ଦୁର୍ଗା ମଣ୍ଡପ ସାମ୍ନାରେ ନିର୍ବାଚନ ହିଂସାକୁ ନେଇ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ସମିତି ଅଧ୍ୟକ୍ଷ ଜିତିଲା ପରେ ଜୁଲି କର (୭୫) ସହିତ ଦଳୀୟ କର୍ମୀ…

Continue Readingବାଣଫୁଟାକୁ କେନ୍ଦ୍ରକରି ଭୁଜାଲି ମାଡ଼

ନାଲ୍‌କୋ ଅଞ୍ଚଳରେ ଚୋରି: ରାତି ଅଧରେ ଘରୁ ଲୁଟି ନେଲେ ସୁନା ଓ ନଗଦ ଟଙ୍କା

ଅନୁଗୁଳ: ରାତି ଅଧରେ ଘରେ ପଶି କଳା କନା ବୁଲାଇଲା ଚୋର। ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ନାଲ୍‌କୋ ଅଞ୍ଚଳର ଏକ ଘରେ ପଶି ଜଣେ ଯୁବକ ସୁନା ଗହଣା ସମେତ ନଗଦ ୯ ହଜାର ଟଙ୍କା ଚୋରି କରିଥିବା ନେଇ…

Continue Readingନାଲ୍‌କୋ ଅଞ୍ଚଳରେ ଚୋରି: ରାତି ଅଧରେ ଘରୁ ଲୁଟି ନେଲେ ସୁନା ଓ ନଗଦ ଟଙ୍କା

ନକଲି ଗାଡ଼ି ନମ୍ୱରରେ ମଦ ଚାଲାଣ: ଅସଲି ମାଲିକ ହରଡ଼ଘଣାରେ

ଅନୁଗୁଳ: ମଦ ମାଫିଆ ମାନେ ଗାଡ଼ି ମଟରରେ ଅନ୍ୟର ନମ୍ୱର ପ୍ଲେଟ ଲଗାଇ ମଦ ଚାଲାଣ କରୁଥିବାବେଳେ ଧରା ପଡିଲେ ବିଚରା ଅସଲି ମାଲିକ ହରଡ଼ଘଣାରେ ପଡ଼ୁଛି।ଏଭଳି ଏକ ଅଭିଯୋଗ ଆଣିଛନ୍ତି ଅନୁଗୁଳ ଲିଙ୍ଗରା ଯୋଡ଼ି ଗ୍ରାମର ଉପେନ୍ଦ୍ର ପଟ୍ଟନାୟକ।ଗତ ୨୫…

Continue Readingନକଲି ଗାଡ଼ି ନମ୍ୱରରେ ମଦ ଚାଲାଣ: ଅସଲି ମାଲିକ ହରଡ଼ଘଣାରେ

କମେଣ୍ଟ୍‌ମରାକୁ ନେଇ ଆକ୍ରମଣ:‌ ଛାତ୍ର ଗୁରୁତର

ଅନୁଗୁଳ: ଅନୁଗୁଳ ଖଲାରି ନିକଟରେ ଗୁରୁବାର ଅପରାହ୍ନରେ କିଛି ଅଣଛାତ୍ରଙ୍କ ଆକ୍ରମଣରେ ଜଣେ ହାଇସ୍କୁଲ ଛାତ୍ର ଗୁରୁତର ଆହତ ହୋଇଛନ୍ତି। କଲେଜ୍ ଛକ ନିକଟରେ ଥିବା ଏକ ପ୍ରତିଷ୍ଠିତ ଛାତ୍ରା ବାସର ପିଲାମାନେ ସ୍ଥାନୀୟ ଖଲାରି ହାଇ ସ୍କୁଲ ରେ ପଢନ୍ତି।ଏହି…

Continue Readingକମେଣ୍ଟ୍‌ମରାକୁ ନେଇ ଆକ୍ରମଣ:‌ ଛାତ୍ର ଗୁରୁତର

୬ ଦଫା ଦାବିରେ ମଜଦୁର ସଂଘର ଗଣଧାରଣା

ଅନୁଗୁଳ: ରାଜ୍ୟ ସରକାରଙ୍କ ଶ୍ରମ ବିଭାଗର ଅସହଯୋଗ, ନିଷ୍କ୍ରିୟତା ତଥା ପାତର ଅନ୍ତର ନୀତିକୁ ବିରୋଧ କରି ଭାରତୀୟ ମଜଦୁର ସଂଘ ପକ୍ଷ ରୁ ଶୁକ୍ରବାର ଗଣଧାରଣା ଦିଆଯାଇଛି। ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ଏହି ଧାରଣା ଦେଇଛି।…

Continue Reading୬ ଦଫା ଦାବିରେ ମଜଦୁର ସଂଘର ଗଣଧାରଣା