ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨ ବଖରା
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତର ତେନ୍ତୁଳିହତା ଗାଁରେ ନିଆଁ ଲାଗି ୨ ବଖରା ଘର ପୋଡ଼ି ଯାଇଥିବା ଜଣାଯାଇଛି। ରିପୋର୍ଟ ମୁତାବକ, ଗାଁର ଗୌତମ ନାଏକ ଓ ତାଙ୍କ ପୂରା ପରିବାର ଶ୍ୱଶୁର ଘରକୁ ଯାଇଥିଲେ। ଘରେ କେହି…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତର ତେନ୍ତୁଳିହତା ଗାଁରେ ନିଆଁ ଲାଗି ୨ ବଖରା ଘର ପୋଡ଼ି ଯାଇଥିବା ଜଣାଯାଇଛି। ରିପୋର୍ଟ ମୁତାବକ, ଗାଁର ଗୌତମ ନାଏକ ଓ ତାଙ୍କ ପୂରା ପରିବାର ଶ୍ୱଶୁର ଘରକୁ ଯାଇଥିଲେ। ଘରେ କେହି…
ଅନୁଗୁଳ: ସହର ଉପକଣ୍ଠ ତୁରଙ୍ଗ କାଲଟାକ୍ସ ଛକରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାଯାଇଛି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଚିକିତ୍ସାଳୟ ଫେରୁଥିବା ବେଳେ ସାମ୍ନାରୁ…
ଅନୁଗୁଳ: ସୋମବାର ସନ୍ଧ୍ୟା ପ୍ରାୟ ସାଢେ଼ ସାତଟା ବେଳେ ହିଙ୍ଗୁଳା ଫାଣ୍ଡି ତଥା କଲିଆରୀ ଥାନା ଅନ୍ତର୍ଗତ ହିଙ୍ଗୁଳା ଓଭର ବ୍ରିଜ ଉପରେ ହାଇୱା ଓ ଡାଲା ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ହଇୱା ଚାଳକ ଜଗବନ୍ଧୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍କୋନଗର ଥାନା ଅନ୍ତର୍ଗତ କାଣ୍ଡସର ଷ୍ଟେଟ୍ ବ୍ୟାଙ୍କ ନିକଟ ପେଟ୍ରୋଲ ପମ୍ପକୁ ସୋମବାର ମଧ୍ୟାହ୍ନରେ ଜଣେ ଯୁବକ ଏ ପଲସର ବାଇକ୍ (ଓଡି୧୯ ବି ୮୧୬୨) ରେ ପେଟ୍ରୋଲ୍ ଭର୍ତ୍ତି କରି ଆସିଥିବା ବେଳେ ଗାଡ଼ିରେ ହଠାତ…
ଅନୁଗୁଳ: ଅନୁଗୁଳ ସହର ଶିକ୍ଷକପଡ଼ାରେ ଛାତରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ହଣ୍ଡପା ଅଞ୍ଚଳର ପ୍ରତାପ ସାହୁ। ସେ ସ୍ଥାନୀୟ ସ୍କୁଲ ନିକଟ ଗୋକୁଳ ଚନ୍ଦ୍ର ସାହୁଙ୍କ ପାଖରେ ଡ୍ରାଇଭର ଭାବେ କାମ କରୁଥିଲେ।…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ପଞ୍ଚାୟତର ଜଣଙ୍କ ଘରେ ନିଆଁ ଲାଗି ଏକ ବଖରା ଘର ପାଉଁଶ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ…
ଅନୁଗୁଳ: ସ୍ଥାନୀୟ ଜରପଡା ଥାନା ଅନ୍ତର୍ଗତ ତପୋବନ ଢାବା ପଛ ଦଲକି ପାହାଡ଼ରୁ ଜଣେ ମହିଳାଙ୍କ ଗଳିତ ମୃତ ଦେହ ମିଳିଛି। ମହିଳାଙ୍କ ବେକକୁ ଏକ ସରୁ ଜିଆଇ ତାରରେ ବନ୍ଧା ଯାଇ ଆମ୍ବଗଛ ଡାଳରେ ଝୁଲାଇ ଦିଆଯାଇଛି। ତେବେ ମହିଳା…
ଅନୁଗୁଳ: ସ୍ଥାନୀୟ କଙ୍କରାଇ ନିଶା ଇଣ୍ଡ୍ରଷ୍ଟିଆଲ ଅଞ୍ଚଳର ବେଆଇନ କୋଇଲା ଡିପୋ ଉପରେ ଚଢ଼ଉ କରି ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ୫ଟି କୋଇଲା ବୋଝେଇ ମିନିଟ୍ରକ୍ ଜବତ କରିଛନ୍ତି। ଏହି ଚୋରା ଚାଲାଣରେ ସମ୍ପୃକ୍ତ ୫ ଜଣଙ୍କୁ ପୋଲିସ ଅଟକ ରଖିଛି।…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଚଣ୍ଡୀ ବଜାର ଛକରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବୁଧୁବାର ସନ୍ଧ୍ୟାରେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଯେ, କଲିଏରୀ ଥାନା ଅନ୍ତର୍ଗତ ଲକେଇପଶି ଗାଁର ଶ୍ରୀବତ୍ସ ଦାସ ଡ୍ରାଇଭରଙ୍କସହ ବୋଲେରୋ(ଓଡି-୩୩ଏଡି-୦୦୯୮)ରେ ସନ୍ଧ୍ୟାରେ ଅନୁଗୁଳ…
ଅନୁଗୁଳ: ଗୁରୁବାର ସକାଳେ ଜାତୀୟ ରାଜପଥ ମରାମତି ଦାବିରେ ରାସ୍ତା ଅବରୋଧ କରିଛନ୍ତି ସ୍କୁଲ ଶିକ୍ଷୟିତ୍ରୀ। ପୂର୍ବରୁ ବିଭିନ୍ନ କାରଣ ଯୋଗୁ ଚର୍ଚ୍ଚାରେ ରହି ଆସୁଥିବା ଶିକ୍ଷୟିତ୍ରୀ ଅନୁପମା ବିଶ୍ବାଳ ଆଜି ସକାଳେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ତାଙ୍କ କହିବାନୁସାରେ,…