ଦେଶୀ ଓ ବିଦେଶୀ ମଦ ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶନିବାର ରାତିରେ ଫୁଲପଡ଼ା ଅଞ୍ଚଳରେ ଚଢ଼ାଉକରି ଦେଶୀ ଓବିଦେଶୀ ମଦ ଜବତ କରିଛି। ସୂଚନା ଯେ, ଫୁଲପଡ଼ାର ପପୁ ଗଡ଼ନାୟକ ତାଙ୍କ ଘରେ ଚୋରା ମଦ ରଖି ବେପାର କରୁଥିଲେ। ଏ ନେଇ ସୂଚନା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶନିବାର ରାତିରେ ଫୁଲପଡ଼ା ଅଞ୍ଚଳରେ ଚଢ଼ାଉକରି ଦେଶୀ ଓବିଦେଶୀ ମଦ ଜବତ କରିଛି। ସୂଚନା ଯେ, ଫୁଲପଡ଼ାର ପପୁ ଗଡ଼ନାୟକ ତାଙ୍କ ଘରେ ଚୋରା ମଦ ରଖି ବେପାର କରୁଥିଲେ। ଏ ନେଇ ସୂଚନା…
ତାଳଚେର: ପୁଣିଥରେ ଦନ୍ତା ଯୋଗୁ ଗଲା ଆଉ ଏକ ଜୀବନ। ଶନିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ହେଉଛନ୍ତି ତାଳଚେର ବ୍ଲକ ହିଲୋଇ ଗାଁର ବଚନ ବେହେରା (୬୨)। ସୂଚନା ମୁତାବକ, ବଚନ…
ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଶିକ୍ଷକପଡ଼ାର ଜଣେ ନାବାଳିକାଙ୍କୁ ଅସଦ ବ୍ୟବହାର କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ପାଲଲହଡା ଫପଣ୍ଡ ଗାଁର ଗଣେଶ ମୁଣ୍ଡା(୨୦) ଶିକ୍ଷକପଡ଼ାରେ ରହୁଥିଲେ। ସେ ନିକଟସ୍ଥ…
ଅନୁଗୁଳ: ବିନା ଛାଡ଼ପତ୍ରରେ ଦ୍ୱିତୀୟ ବିବାହ କରିଛନ୍ତି ସ୍ୱାମୀ। ଖବର ପାଇ ପ୍ରଥମ ସ୍ତ୍ରୀ ଯାଇ ବିରୋଧ କରିବାରୁ ସ୍ୱାମୀ, ଶାଶୁ ସମେତ ସମସ୍ତ ଶ୍ୱଶୁର ଘର ଲୋକ କରିଛନ୍ତି ମରଣାନ୍ତକ ଆକ୍ରମଣ। ସ୍ଥାନୀୟ ବଅଁରପାଳ ଥାନାରେ ଏଭଳି ଅଭିଯୋଗ କରିଛନ୍ତି…
ଅନୁଗୁଳ: ମେସ୍ ପଛ ମହୁଲ ଗଛରେ ଝୁଲିଛି ଛାତ୍ରଙ୍କ ମୃତ ଦେହ। ସ୍ଥାନୀୟ ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟ ନିକଟସ୍ଥ ବେହେରା ମେସ ପଛରେ ଥିବା ମହୁଲ ଗଛରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ମିଳିଛି। ମୃତ ଛାତ୍ର ହେଲେ ବରପଦା ଗାଁର…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ସ୍ଥାନୀୟ ଖଲାରି ବିଶ୍ବାଳ ସାହି ନିକଟରେ ଏକ ଭଡ଼ା ଘରେ ରହୁଥିବା ତାଳଚେର ତହସିଲ ଅଫିସର କନିଷ୍ଠ କିରାଣି ପ୍ରଶାନ୍ତ ସାହୁ (୩୩)ଙ୍କ ଗୁରୁବାର ବଡ଼ି ଭୋର୍ ସମୟରେ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଛକ ନିକଟରୁ ମୋବାଇଲ ଛିନ୍ତାଇ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ରବିବାର ସକାଳେ ମେଦିନାପୁର ଅଞ୍ଚଳର ଅନିକେଶ ସାମନ୍ତ ନାମକ ଜଣେ…
ଅନୁଗୁଳ: ଖରାଦିନ ଆରମ୍ଭ ପୂର୍ବରୁ ହିଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବା ଦେଖାଯାଇଛି। ଆଜି ସଦର ଥାନା ଅନ୍ତର୍ଗତ କୁମଣ୍ଡ ଅଞ୍ଚଳରେ ଏକ ବାଉଁଶ ବୁଦାରେ ନିଆଁ ଲାଗିଯାଇଛି। କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି…
ଅନୁଗୁଳ: ଅନୁଗୁଳ ସଦର ପୁଲିସ ରବିବାର ବିଳମ୍ବିତ ରାତିରେ ରନ୍ତଲୋଇ ମା’ ସାତଭଉଣୀ ମନ୍ଦିର ନିକଟରୁ ଡ଼କାୟତୀ ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପରତରା ଗାଁର ଗୋପି ଓରଫ ଗୋପିନାଥ ନାଏକ(୩୭),…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଇଁଛପଦା ଗାଁ ନିକଟରୁ ବେଆଇନ କୋଇଲା ଚାଲାଣ କରୁଥିବା ଏକ ଟ୍ରକ୍ ଜବତ କରିଛି ଛେଣ୍ଡିପଦା ଥାନା ପୁଲିସ। ଚଢ଼ଉ ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି। ସୂଚନା ଅନୁଯାୟୀ, ଏହି ରାସ୍ତାରେ…