ବାଇକ ଉପରେ ଚଢ଼ିଗଲା ହାଇୱା: ଭାଇ ମୃତ, ଭଉଣୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ ସାହିଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା…

Continue Readingବାଇକ ଉପରେ ଚଢ଼ିଗଲା ହାଇୱା: ଭାଇ ମୃତ, ଭଉଣୀ ଗୁରୁତର

୬ ହାଇୱା ଟ୍ରକ୍ ଜବତ:୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ତହସିଲ ଅନ୍ତର୍ଗତ ନିଜିଗଡ଼ ଗୋପିନାଥପୁର ବାଲିଘାଟରୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଥିବା ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୬ଟି ହାଇୱା ଓ ଗୋଟିଏ ଜେସିବି ମେସିନ୍ ଜବତ…

Continue Reading୬ ହାଇୱା ଟ୍ରକ୍ ଜବତ:୨ ଗିରଫ

ଗୋରୁ-ବାଇକ୍ ମୁହାଁମୁହିଁ ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲା ଜରପଡା-ଛେଣ୍ଡିପଦା ପୂର୍ତ୍ତବିଭାଗ ରାସ୍ତାର ଜରପଡା ମେଡିକାଲ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯେ, ଜରପଡା ଥାନା ବକଳା ଗ୍ରାମର ବଳରାମ ଭୋଇ…

Continue Readingଗୋରୁ-ବାଇକ୍ ମୁହାଁମୁହିଁ ଜଣେ ମୃତ, ଜଣେ ଗୁରୁତର

ଜଳିଗଲା ୨ ପାଳଗଦା, ଆୟତ୍ତ କଲେ ଅଶ୍ନିଶମ ଅଧିକାରୀ

ଅନୁଗୁଳ: ଖରାଦିନ ଆରମ୍ଭ ନ ହେଉଣୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଆଁ ଲାଗୁଥିବା ଦେଖାଯାଇଛି। ବୁଧବାର ବଅଁରପାଳ ବ୍ଲକ ମଝିକାର ଏକ ଗାଁରେ ଜଣଙ୍କ ପାଳଗଦାରେ ନିଆଁ ଲାଗିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ…

Continue Readingଜଳିଗଲା ୨ ପାଳଗଦା, ଆୟତ୍ତ କଲେ ଅଶ୍ନିଶମ ଅଧିକାରୀ

ଚୋରି କାର ଉଦ୍ଧାର, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ଗୋଟିଏ ଚୋରି କାରକୁ ଉଦ୍ଧାର କରିବାସହ କାର ଚୋରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ଥିବା ଶ୍ରୀଲକ୍ଷ୍ମୀ ଇଣ୍ଡଷ୍ଟ୍ରି ପରିସରରୁ ସୋମବାର ରାତିରେ ଏକ କାର…

Continue Readingଚୋରି କାର ଉଦ୍ଧାର, ଅଭିଯୁକ୍ତ ଗିରଫ

ନାଲକୋ ଠିକା ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଟାଉନସିପରେ ସୋମବାର ସକାଳେ ଜଣେ ଠିକାଶ୍ରମିକଙ୍କ ମୃତ୍ୟୁ ହୋଛି। ସୂଚନା ଯେ, ନାଲକୋ ଉଦ୍ୟାନ ବିଭାଗରେ କାର୍ଯ୍ୟ କରୁଥିବା ମୋହନ ପାଦଲି(୪୬) ନାମକ ଜଣେ ଠିକା ଶ୍ରମିକ ସୋମବାର ସକାଳେ ଟଉନସିପ୍ କଲ୍ୟାଣ ମଣ୍ଡପ ସାମ୍ନାରେ…

Continue Readingନାଲକୋ ଠିକା ଶ୍ରମିକଙ୍କ ମୃତ୍ୟୁ

ଘରେ ଛାଡ଼ିଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ, ବନ୍ଧା ହେଲେ ୨ ଅଭିଯୁକ୍ତ

ଅନୁଗୁଳ: ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ତାଳଚେର ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ତାଳଚେର ଖୋଲୁଆ ଅଞ୍ଚଳର ରାମଚନ୍ଦ୍ର ସାହୁ ଓ ବଅଁରପାଳ ଥାନା ଅଞ୍ଚଳର ବଳରାମ ସାହୁ। ତାଳଚେର ଉପକଣ୍ଠରେ ପୀଡ଼ିତା (୨୪)ଙ୍କ ଘର…

Continue Readingଘରେ ଛାଡ଼ିଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ, ବନ୍ଧା ହେଲେ ୨ ଅଭିଯୁକ୍ତ

ପାଞ୍ଚ ବର୍ଷର ପୁଅକୁ ଛାଡ଼ି ପ୍ରେମିକ ସହ ମା’ ଫେରାର

ଅନୁଗୁଳ: ୫ ବର୍ଷର ପୁଅକୁ ଛାଡ଼ି ପ୍ରେମିକ ସହ ଫେରାର ହେଲା ମା। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଞ୍ଚଳରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ସମ୍ପର୍କୀୟ ଦିଅର ସହ କୁଆଡ଼େ ଚାଲିଯାଇଛନ୍ତି।…

Continue Readingପାଞ୍ଚ ବର୍ଷର ପୁଅକୁ ଛାଡ଼ି ପ୍ରେମିକ ସହ ମା’ ଫେରାର

ଟଙ୍କା ହଡ଼ପ ଅଭିଯୋଗରେ ଫାଇନାନ୍ସ ଏଜେଣ୍ଟ ଗିରଫ

ଅନୁଗୁଳ: ଅନୁଗୁଳ ସହରରେ ଥିବା ଏକ ଫାଇନାନ୍ସ ସଂସ୍ଥାରୁ ମିଛରେ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ପୁଲିସ ଶୁକ୍ରବାର ସଂସ୍ଥାରେ ଜଣେ ଏଜେଣ୍ଟଙ୍କୁ ଗିରଫକରିଛି। ସୂଚନା ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଣ୍ଡୁପୁର ରାସ୍ତାରେ ଗୁରୁବାର ଫାଇନାନ୍ସ ସଂସ୍ଥାରେ ଏଜେଣ୍ଟ…

Continue Readingଟଙ୍କା ହଡ଼ପ ଅଭିଯୋଗରେ ଫାଇନାନ୍ସ ଏଜେଣ୍ଟ ଗିରଫ

ଚୋରି ଅଭିଯୋଗରେ ଡେଲିଭରି ବୟ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ପୁଲିସ ବୁଧବାର ଚୋରି ଅଭିଯୋଗରେ ଜଣେ ଡେଲିଭରି ବୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଅନୁଗୁଳ ଡେଲିଭରି ଡଟ୍ କମ୍ ନାମକ ଏକ ସଂସ୍ଥାର ସହକାରୀ ସିକ୍ୟୁରିଟି ଅଧିକାରୀ ବିଭୁତି ଭୂଷଣ…

Continue Readingଚୋରି ଅଭିଯୋଗରେ ଡେଲିଭରି ବୟ ଗିରଫ