ସ୍ତ୍ରୀ ଓ ଶଳାଙ୍କୁ ମାଡ଼ମାରି ନାଲକୋ କର୍ମଚାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ନଗରରେ ଜଣେ ନାଲକୋ କର୍ମଚାରୀ ତାଙ୍କ ସ୍ତ୍ରୀ ଓ ଶଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ନାଲକୋର କର୍ମଚାରୀ ଆଶୁତୋଷ ରଥ ଗତ ୨ ତାରିଖରେ ତାଙ୍କ…

Continue Readingସ୍ତ୍ରୀ ଓ ଶଳାଙ୍କୁ ମାଡ଼ମାରି ନାଲକୋ କର୍ମଚାରୀ ଗିରଫ

ପୁଲିସର ଫ୍ଲାଗ୍ ମାର୍ଚ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଶୁକ୍ରବାର ପାଞ୍ଚାୟତ ନିର୍ବାଚନ ପାଇଁ ସମ୍ବେଦନଶିଳ ଅଞ୍ଚଳରେ ପୁଲିସ ତରଫରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଏକ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ଅଧିକାରୀମାନେ ପୁରୁଣାଗଡ଼, ଗଡ଼ତରାସ, ତଳଗଡ଼, ହମାବିରା ଓ ବନ୍ତଳା ବଜାରରେ…

Continue Readingପୁଲିସର ଫ୍ଲାଗ୍ ମାର୍ଚ୍ଚ

ବୃଦ୍ଧାଙ୍କ ଆତ୍ମହତ୍ୟା

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁରେ ଜଣେ ୮୦ ବର୍ଷର ବୃଦ୍ଧା ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ, ତୁରଙ୍ଗ ଗାଁର ରାଜନ ସାହୁଙ୍କ ସ୍ତ୍ରୀ ପାର୍ବତୀ ସାହୁ(୮୦) ଗୁରୁବାର ରାତିରେ ଘରୋଇ ପାଟିଗୋଳରୁ ନିଜ ପିନ୍ଧା…

Continue Readingବୃଦ୍ଧାଙ୍କ ଆତ୍ମହତ୍ୟା

୧୦ ହଜାର ଜୋରିମାନା ଦେଲେ ବରଯାତ୍ରୀ

ଅନୁଗୁଳ: ଅନୁଗୁଳ ସହରରେ ବୁଧବାର କୋଭିଡ୍ ମାର୍ଗଦର୍ଶିକା ଅବମାନନାକରି ୧୦ ହଜାର ଜୋରିମାନା ଦେଲେ ବରଯାତ୍ରୀ। ସୂଚନା ଅନୁଯାୟୀ, ଶିକ୍ଷକପଡାର ଏକ କଲ୍ୟାଣ ମଣ୍ଡପକୁ ଯାଉଥିବା ବରଯାତ୍ରୀ ଡିଜେ ବଜାଇ ନାଚ ଗିତରେ ମସଗୁଲ ଥିଲେ। ଡିଜେ ପାଇଁ ଜିଲ୍ଲାରେ ପ୍ରଶାସନ…

Continue Reading୧୦ ହଜାର ଜୋରିମାନା ଦେଲେ ବରଯାତ୍ରୀ

ମହିଳାଙ୍କୁ ମାଡ଼ମାରି ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖାଲଗାଁର ଜଣେ ମହିଳାଙ୍କୁ ମାଡ଼ମାରିବା ଅଭିଯୋଗରେ ପୁଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗାଁର ଟମାଟୋ ଗୋଛାୟତଙ୍କ ସ୍ତ୍ରୀ ଝିଲି ଗୋଛାୟତ(୩୫)ଙ୍କୁ ପୂର୍ବ ଶତ୍ରୁତାରୁ ବୁଧବାର ସେହି ଗାଁର…

Continue Readingମହିଳାଙ୍କୁ ମାଡ଼ମାରି ୩ ଗିରଫ

ଗାଁ ମଧ୍ୟରୁ କୁଟୁରା ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗାଁରୁ ଏକ କୁଟୁରା ଛୁଆକୁ ବନ ବିଭାଗ ଉଦ୍ଧାର କରିଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟ ରାତିରେ ନିକଟ ଜଙ୍ଗଲରୁ ଏକ କୁଟୁରା ଛୁଆ ତଳଗଡ଼ ଗାଁ…

Continue Readingଗାଁ ମଧ୍ୟରୁ କୁଟୁରା ଉଦ୍ଧାର

ଟଙ୍କା ହଡ଼ପ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ସମ୍ପର୍କିୟଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗରେ ପୁଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁର ସୁଲୋଚନା ବେହେରାଙ୍କ ସମ୍ପର୍କିୟ…

Continue Readingଟଙ୍କା ହଡ଼ପ ଅଭିଯୋଗରେ ଯୁବକ ଗିରଫ

ମୋବାଇଲ ଚୋର ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ନିକଟ ଏକ ଢ଼ାବାରୁ ମୋବାଇଲ ଚୋରି ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ହାଣ୍ଡିଗୁଡା ଗାଁର ଇନ୍ଦ୍ରମଣି ପ୍ରଧାନ ଜାନୁଆରୀ ୩ ତାରିଖରେ ଜଗନ୍ନାଥମନ୍ଦିର ନିକଟ…

Continue Readingମୋବାଇଲ ଚୋର ଗିରଫ

ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର କାଲଟାକ୍ସ ଛକ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ଗୋଟିଏ ବେଳେ ଏକ ସ୍କୁଟିକୁ (ଓଡ଼ି୩୫ ସି ୯୭୦୬) ଟ୍ରକ୍ ଧକ୍କା ଦେବାରେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସ୍କୁଟି ଆରୋହୀ ଶିମିଲିପଡ଼ାର…

Continue Readingଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର

ବିଦେଶୀମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସାପ୍ତାହିକ ହାଟରେ ବିଦେଶୀମଦ ବିକ୍ରି ଅଭିଯୋଗରେ ପୁଲିସ ମଙ୍ଗଳବାର ଜଣେ ବ୍ୟକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, କିଶୋରନଗରର ଦେବରାଜ ବେହେରା ମଙ୍ଗଳବାର ହାଟରେ ବିଭିନ୍ନ ବ୍ରାଣ୍ଡର ବିଦେଶୀମଦ ବିକ୍ରି କରୁଥିଲେ। ଏ…

Continue Readingବିଦେଶୀମଦ ଜବତ, ଜଣେ ଗିରଫ