ଟ୍ରକ୍ ଧକ୍କାରେ ବ୍ୟବସାୟୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ବାଇପାସ୍ ଗ୍ରୀନପାର୍କ ହୋଟେଲ୍ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ଼ ବାରଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପରଜଙ୍ଗ ଥାନା ଡ଼ମ୍ୱଳ ଗାଁର ନରୋତ୍ତମ…

Continue Readingଟ୍ରକ୍ ଧକ୍କାରେ ବ୍ୟବସାୟୀ ମୃତ

ପକେଟ୍‌ମାର ଅଭିଯୋଗରେ ହସ୍ପିଟାଲ କର୍ମଚାରୀ ବହିଷ୍କୃତ

ଅନୁଗୁଳ: ଫେବୃୟାରୀ ୭ ତାରିଖ ସନ୍ଧ୍ୟାରେ ଦୁର୍ଘଟଣାରେ ଆହତ ଜଣେ ରୋଗୀଙ୍କ ପକେଟ୍‌ରୁ ୮୦୦ ଟଙ୍କା ନେବା ଘଟଣାରେ ଅନୁଗୁଳ ହସ୍ପିଟାଲର ଜଣେ ହେଲ୍ପ ଡେସ୍କ କର୍ମଚାରୀଙ୍କୁ କାମରୁ ବାହାର କରି ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଉକ୍ତ ଦିନ ଅପରାହ୍ନରେ ଜରପଡା…

Continue Readingପକେଟ୍‌ମାର ଅଭିଯୋଗରେ ହସ୍ପିଟାଲ କର୍ମଚାରୀ ବହିଷ୍କୃତ

ସୁନା ବଦଳରେ ପିତଳ ଦେଇ ଠକେଇ, ୩ ଗିରଫ

ଅନୁଗୁଳ: ଅନୁଗୁଳ ସହରର ଶିମିଳିପଡ଼ାର ଜଣେ ବ୍ୟକ୍ତିଙ୍କୁ ସୁନା ବଦଳରେ ପିତଳ ଦେଇ ଠକେଇ କରିଥିବା ଅଭିଯୋଗରେ ପୁଲିସ ବୁଧବାର ୩ ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ୨୦୨୧ ନଭେମ୍ବର ୩୧ ତାରିଖରେ ଶିମିଳିପଡ଼ାର ଅନନ୍ତ ପ୍ରସାଦ ସାହୁଙ୍କୁ ଏହି ତିନି…

Continue Readingସୁନା ବଦଳରେ ପିତଳ ଦେଇ ଠକେଇ, ୩ ଗିରଫ

ହୋଟେଲରୁ ସାପ ଉଦ୍ଧାର କଲେ ଆଦିତ୍ୟ

ଅନୁଗୁଳ: ଅନୁଗୁଳ ବିଏଡ୍ କଲେଜ୍ ନିକଟସ୍ଥ ଶ୍ରୀକ୍ଷେତ୍ର ହୋଟେଲରୁ ବୁଧବାର ସକାଳେ ଏକ ବିଷ ହୀନ ସର୍ପକୁ ଉଦ୍ଧାର କରାଯାଇଛି। ସକାଳ ବେଳା ହୋଟେଲର ରୋଷେଇ କାମ ଚାଲିଥିବା ବେଳେ ହଠାତ୍ ଏକ ତିନି ଫୁଟିଆ ସାପକୁ ଦେଖି କର୍ମଚାରୀମାନେ ଡରିଯାଇଥିଲେ।…

Continue Readingହୋଟେଲରୁ ସାପ ଉଦ୍ଧାର କଲେ ଆଦିତ୍ୟ

ଘର କବାଟ ଭାଙ୍ଗି ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପେଟିଗାଡ଼ିଆ ଗାଁରେ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସୂଚନା ମୁତାବକ, ଗାଁର ଦିଲିପ କୁମାର ସାହୁଙ୍କ ଘର କବାଟ ଭାଙ୍ଗି ଆଲମାରୀରୁ ଗୋଟିଏ ସୁନା ଚେନ୍, କାନ ଫୁଲ ଗୋଟିଏ ସେଟ୍,…

Continue Readingଘର କବାଟ ଭାଙ୍ଗି ଚୋରି

ମଦ ଜବତ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୁଲିସ ମଙ୍ଗଳବାର ତୁରଙ୍ଗ ଗାଁରେ ଚଢ଼ାଉକରି ଜଣେ ଚୋରା ମଦ ବେପାରୀଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗାଁର ରାଜେନ୍ଦ୍ର ସେଠୀ ତାଙ୍କ ଘରେ ଚୋରାରେ ଦେଶୀମଦ ବିକ୍ରି କରୁଥିଲେ। ଏ ନେଇ ସୂଚନା ପାଇବାପରେ…

Continue Readingମଦ ଜବତ ଜଣେ ଗିରଫ

ଏନ୍‌ଏଚ୍‌ରେ ଚାନ୍ଦା ଆଦାୟ କରୁଥିବା ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସରଠାରେ ରବିବାର ରାତିରେ ୫୫ ନଂ ଜାତୀୟ ରାଜପଥରେ ଚାନ୍ଦା ଆଦାୟ କରୁଥିବା ଯୁବକଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନୁଯାୟୀ, କାଣ୍ଡସର ଗାଁ ନିକଟରେ ସୋମବାର ବିଳମ୍ବିତ ରାତିରେ ଅନୁଗୁଳ ଟାଉନ୍ର…

Continue Readingଏନ୍‌ଏଚ୍‌ରେ ଚାନ୍ଦା ଆଦାୟ କରୁଥିବା ଯୁବକ ଗିରଫ

ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ପରା ନିକଟରେ ସୋମବାର ଅପରାହ୍ନ ପ୍ରାୟ ୫ଟା ବେଳେ ଦୁଇଟି ମୋଟର ସାଇକଲ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟି ଘଟଣସ୍ଥଳରେ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି।ମୃତ ଯୁବକ…

Continue Readingବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ଦୁଇ ବଖରା ଘର ପୋଡ଼ିଗଲା

ଅନୁଗୁଳ: ଅନୁଗୁଳ ଶିକ୍ଷକପଡ଼ା ସାଇ ମନ୍ଦିର ପଛପଟେ ଥିବା ସାଇନଗର ବସ୍ତିରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ପୋଡିଯାଇଛି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ଅନୁଗୁଳ ଅଗ୍ନିଶମ ବାହିନୀ ଖବର ପାଇ ଘଟଣା…

Continue Readingଦୁଇ ବଖରା ଘର ପୋଡ଼ିଗଲା

ସମ୍ପର୍କୀୟ ଦିଅର ମାଡ଼ରେ ଭାଉଜ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଶିମିଳିଛୁଇଁ ଗାଁର ଜଣେ ମହିଳାଙ୍କୁ ତାଙ୍କ ସମ୍ପର୍କୀୟ ଦିଅର ମାଡ଼ମାରି ଗୁରୁତର ଆହତ କରିଛନ୍ତି। ସୂଚନା ଅନଯାୟୀ, ଗାଁର ମାମୁଲି ମହାଳିକଙ୍କ ସ୍ତ୍ରୀ ଝରଣା ସମ୍ପର୍କୀୟ ଦିଅର ଶୁଭେନ୍ଦୁ ମହାଳିକଙ୍କୁ ଥଟାରେ ଶୁକ୍ରବାର…

Continue Readingସମ୍ପର୍କୀୟ ଦିଅର ମାଡ଼ରେ ଭାଉଜ ଗୁରୁତର