୧୦ ହଜାର ଜୋରିମାନା ଦେଲେ ବରଯାତ୍ରୀ

ଅନୁଗୁଳ: ଅନୁଗୁଳ ସହରରେ ବୁଧବାର କୋଭିଡ୍ ମାର୍ଗଦର୍ଶିକା ଅବମାନନାକରି ୧୦ ହଜାର ଜୋରିମାନା ଦେଲେ ବରଯାତ୍ରୀ। ସୂଚନା ଅନୁଯାୟୀ, ଶିକ୍ଷକପଡାର ଏକ କଲ୍ୟାଣ ମଣ୍ଡପକୁ ଯାଉଥିବା ବରଯାତ୍ରୀ ଡିଜେ ବଜାଇ ନାଚ ଗିତରେ ମସଗୁଲ ଥିଲେ। ଡିଜେ ପାଇଁ ଜିଲ୍ଲାରେ ପ୍ରଶାସନ…

Continue Reading୧୦ ହଜାର ଜୋରିମାନା ଦେଲେ ବରଯାତ୍ରୀ

ମହିଳାଙ୍କୁ ମାଡ଼ମାରି ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖାଲଗାଁର ଜଣେ ମହିଳାଙ୍କୁ ମାଡ଼ମାରିବା ଅଭିଯୋଗରେ ପୁଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗାଁର ଟମାଟୋ ଗୋଛାୟତଙ୍କ ସ୍ତ୍ରୀ ଝିଲି ଗୋଛାୟତ(୩୫)ଙ୍କୁ ପୂର୍ବ ଶତ୍ରୁତାରୁ ବୁଧବାର ସେହି ଗାଁର…

Continue Readingମହିଳାଙ୍କୁ ମାଡ଼ମାରି ୩ ଗିରଫ

ଗାଁ ମଧ୍ୟରୁ କୁଟୁରା ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗାଁରୁ ଏକ କୁଟୁରା ଛୁଆକୁ ବନ ବିଭାଗ ଉଦ୍ଧାର କରିଛି। ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟ ରାତିରେ ନିକଟ ଜଙ୍ଗଲରୁ ଏକ କୁଟୁରା ଛୁଆ ତଳଗଡ଼ ଗାଁ…

Continue Readingଗାଁ ମଧ୍ୟରୁ କୁଟୁରା ଉଦ୍ଧାର

ଟଙ୍କା ହଡ଼ପ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ସମ୍ପର୍କିୟଙ୍କ ଠାରୁ ଟଙ୍କା ହଡ଼ପ ଅଭିଯୋଗରେ ପୁଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁର ସୁଲୋଚନା ବେହେରାଙ୍କ ସମ୍ପର୍କିୟ…

Continue Readingଟଙ୍କା ହଡ଼ପ ଅଭିଯୋଗରେ ଯୁବକ ଗିରଫ

ମୋବାଇଲ ଚୋର ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜଗନ୍ନାଥ ମନ୍ଦିର ନିକଟ ଏକ ଢ଼ାବାରୁ ମୋବାଇଲ ଚୋରି ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ମୁତାବକ, ହାଣ୍ଡିଗୁଡା ଗାଁର ଇନ୍ଦ୍ରମଣି ପ୍ରଧାନ ଜାନୁଆରୀ ୩ ତାରିଖରେ ଜଗନ୍ନାଥମନ୍ଦିର ନିକଟ…

Continue Readingମୋବାଇଲ ଚୋର ଗିରଫ

ଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର କାଲଟାକ୍ସ ଛକ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ଗୋଟିଏ ବେଳେ ଏକ ସ୍କୁଟିକୁ (ଓଡ଼ି୩୫ ସି ୯୭୦୬) ଟ୍ରକ୍ ଧକ୍କା ଦେବାରେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସ୍କୁଟି ଆରୋହୀ ଶିମିଲିପଡ଼ାର…

Continue Readingଟ୍ରକ୍ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର

ବିଦେଶୀମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ସାପ୍ତାହିକ ହାଟରେ ବିଦେଶୀମଦ ବିକ୍ରି ଅଭିଯୋଗରେ ପୁଲିସ ମଙ୍ଗଳବାର ଜଣେ ବ୍ୟକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, କିଶୋରନଗରର ଦେବରାଜ ବେହେରା ମଙ୍ଗଳବାର ହାଟରେ ବିଭିନ୍ନ ବ୍ରାଣ୍ଡର ବିଦେଶୀମଦ ବିକ୍ରି କରୁଥିଲେ। ଏ…

Continue Readingବିଦେଶୀମଦ ଜବତ, ଜଣେ ଗିରଫ

ଅଟୋ ଟ୍ରାକ୍ଟର ଧକ୍କା, ଜଣେ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଦୈନିକ ବଜାରଠାରେ ସୋମବାର ରାତିରେ ଏକ ଅଟୋ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନଯାୟୀ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁର ପିତବାସ ସାହୁ(୩୪)…

Continue Readingଅଟୋ ଟ୍ରାକ୍ଟର ଧକ୍କା, ଜଣେ ମୃତ

ଷଣ୍ଢ ସହ ଧକ୍କାରେ ବାଇକ୍ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗ ହେମସୁରପଡ଼ା କବର୍ ଖାନା ନିକଟ ରେ ସୋମବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ବାଇକ୍ ସହ ଷଣ୍ଢର ଧକ୍କା ହେବାରୁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଅନିଲ ମିଶ୍ର। ତାଙ୍କ…

Continue Readingଷଣ୍ଢ ସହ ଧକ୍କାରେ ବାଇକ୍ ଆରୋହୀ ମୃତ

ନାବାଳିକା ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହରର ହୁଲୁରିସିଂହା ଅଞ୍ଚଳରୁ ନିଖୋଜ ଜଣେ ୧୬ ବର୍ଷୀୟ ନାବାଳିକାକୁ ଅନୁଗୁଳ ଥାନା ପୁଲିସ ଶନିବାର ଉଦ୍ଧାର କରିଛି। ବନ୍ତଳା ଥାନା ତୁମୁଣି ଗ୍ରାମରେ ନାବାଳିକା ଜଣକ ଥିବା ଜାଣିପାରିବା ପରେ ତାଙ୍କୁ ସେଠାରୁ ଉଦ୍ଧାର କରି ରବିବାର…

Continue Readingନାବାଳିକା ଉଦ୍ଧାର