ନାଲକୋ ମାର୍କେଟରେ ଅଗ୍ନିକାଣ୍ଡ

ଅନୁଗୁଳ: ଶୁକ୍ରବାର ରାତି ପ୍ରାୟ ଏଗାରଟା ବେଳକୁ ନାଲକୋ ମାର୍କେଟ ର ସାଇ ସାନିଟାରୀ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଦୋକାନ ମାଲିକ ଦୋକାନ ବନ୍ଦ୍ କରି ଯିବାପରେ ସର୍ଟ ସର୍କିଟ…

Continue Readingନାଲକୋ ମାର୍କେଟରେ ଅଗ୍ନିକାଣ୍ଡ

ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ଉଦ୍ୟମ ପଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଦହସିଲ ଛକରେ ମୋଟରସାଇକେଲ ଡିକି ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ପଣ୍ଡ ହୋଇଛି।ସୂଚନା ଯେ, ଛେଣ୍ଡିପଦା ତହସିଲ ଛକ ଠାରେ ଗୁରୁବାର ମଧ୍ୟାହ୍ନରେ ଏଲ୍ଆଇସି ଏଜେଣ୍ଟ ମୋହନ ମହାପାତ୍ରଙ୍କ ମଟରସାଇକେଲ ଡିକି ଭାଙ୍ଗି ଦୁର୍ବୃତ ମାନେ…

Continue Readingଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ଉଦ୍ୟମ ପଣ୍ଡ

ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ୨ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର ମୂଷା ପାପୁଲି ନିକଟରେ ଗୁରୁବାର ଦିନ ପ୍ରାୟ ସାଢେ଼ ଏଗାର ଟା ବେଳେ ଟ୍ରକ୍ ବାଇକ୍ ମୁହାଁ ମୁହିଁ ଧକ୍କା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଟାଟା ପାୱାର ଅଧୀନରେ…

Continue Readingଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ୨ ମୃତ

ଦ୍ବିତୀୟ ବିବାହ କରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା କାକୁଡ଼ିଆ ଗାଁର ସୁବଳ ବେହେରା( ୩୦) ନାମକ ଜଣେ ଯୁବକ ତାର ପ୍ରଥମ ପତ୍ନୀଙ୍କୁ ମାଡପିଟ କରିବା ସହ ପୁଣି ଆଉ ଜଣେ ମହିଳାଙ୍କୁ ଦ୍ୱିତୀୟ ପତ୍ନୀ ରୂପେ ଗ୍ରହଣ କରିବା ଅଭିଯୋଗରେ କଣିହାଁ…

Continue Readingଦ୍ବିତୀୟ ବିବାହ କରି ଯୁବକ ଗିରଫ

କୋଚିଂସେଣ୍ଟର ଉପରେ ପୁଲିସର ଚଢ଼ଉ, ୩ ହଜାର ଜରିମାନା ଆଦାୟ

ଅନୁଗୁଳ: କରୋନାର ତୃତୀୟ ଲହରୀ ପାଇଁ ଏବେ କୋଭିଡ କଟକଣା ଜାରି କାରାଯାଇଥିବା ବେଳେ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି । ଏପରିକି ଘରୋଇ କୋଚିଂ ସେଣ୍ଟର ଗୁଡିକୁ ମଧ୍ୟ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି । ତେବେ…

Continue Readingକୋଚିଂସେଣ୍ଟର ଉପରେ ପୁଲିସର ଚଢ଼ଉ, ୩ ହଜାର ଜରିମାନା ଆଦାୟ

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ବୁଧବାର ଗିରଫ କରିଛି। ସୂଚନା ଯେ, ଥାନା ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କୁ ନିଶା ଶିଳ୍ପାଞ୍ଚଳ ଥାନା…

Continue Readingନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଜିଲ୍ଲା ପ୍ରଶାସନର ହସ୍ତକ୍ଷେପରେ ଉଦ୍ଧାର ହେଲା ଜଣେ ଅସହାୟ ଝିଅ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ନିଚ୍ଚ ଜାତିର ଝିଅ ଓ ଜଣେ ଉଚ୍ଚ ଜାତିର ପୁଅଙ୍କ ପ୍ରେମ ବିବାହକୁ ନେଇ ୨ଟି ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଏପରିକି ଝିଅଟିକୁ ତାଙ୍କ ପରିବାର ଲୋକ ଘରେ ବନ୍ଦ ରଖି ନିର୍ଯାତନା…

Continue Readingଜିଲ୍ଲା ପ୍ରଶାସନର ହସ୍ତକ୍ଷେପରେ ଉଦ୍ଧାର ହେଲା ଜଣେ ଅସହାୟ ଝିଅ

ଖଲାରି ଗାଁ ରେ ହାତୀ ପଲ ଲୋକେ ଆତଙ୍କିତ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ଖଲାରି ଗାଁରେ ବୁଧବାର ସକାଳେ ୨୦ଟି ହାତୀ ପଲକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସେମାନେ ଗାଁ ପାଖ ବୁଦୁ ବୁଦୁ କିଆ ଜଙ୍ଗଲରେ ବୁଲି ଡାଳ ପତ୍ର ଖାଉଥିଲେ। ନିକଟରେ ନାଲକୋ…

Continue Readingଖଲାରି ଗାଁ ରେ ହାତୀ ପଲ ଲୋକେ ଆତଙ୍କିତ

ଅବକାରୀ ଚଢ଼ାଉ, ୫ ଗିରଫ

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ତରଫରୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ୪ ଜଣ ଙ୍କୁ ଗିରଫ କରାଯାଇଛି। ସୁଚନା ମୁତାବକ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ପଣ୍ଡୁପୁର ଗାଁର ସୁଦାମ ସାମଲ ଙ୍କ ଘରେ ଚଢ଼ାଉ କରାଯାଇ ୧୭ କ୍ବିଣ୍ଟାଲ…

Continue Readingଅବକାରୀ ଚଢ଼ାଉ, ୫ ଗିରଫ

ଅଟୋ ଧକ୍କାରେ ଖବର କାଗଜ ବୋଝେଇ ଭ୍ୟାନ ଓଲଟିଲା

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ କଲ୍‌ଟାକ୍ସ ଛକ ନିକଟ ୫୫ ନଂ ଜାତୀୟ ରାଜପଥରେ ମଙ୍ଗଳବାର ଭୋର ସମୟରେ ଏକ ଖବର କାଗଜ ବୋଝେଇ ପିକ ଅପ୍ ଭ୍ୟାନ୍ ସହ ଏକ ଅଟୋ ମୁହାଁ ମୁହିଁ ଧକ୍କା ହେବା ଫଳରେ…

Continue Readingଅଟୋ ଧକ୍କାରେ ଖବର କାଗଜ ବୋଝେଇ ଭ୍ୟାନ ଓଲଟିଲା