ସୁଲେଇପାଳରେ ଦମ୍ପତିଙ୍କୁ ପ୍ରାଣନ୍ତକ ଆକ୍ରମଣ ଘଟଣା…

ଅନୁଗୁଳ ( Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମରେ ସ୍ବାମୀ ଓ ସ୍ତ୍ରୀଙ୍କୁ ପ୍ରାଣନ୍ତକ ଆକ୍ରମଣ ଘଟଣାରେ ଫେରାର ଥିବା ସେହି ଗ୍ରାମର ଅଭିଯୁକ୍ତ ଦାଣ୍ଡୁଆ ଗୋଛାୟତକୁ ପୁଲିସ୍ ଗିରଫ କରି ମଙ୍ଗଳବାର…

Continue Readingସୁଲେଇପାଳରେ ଦମ୍ପତିଙ୍କୁ ପ୍ରାଣନ୍ତକ ଆକ୍ରମଣ ଘଟଣା…

ଲୁଟେରା ଗିରଫ, ବାଇକ୍, ଭୁଜାଲି ଓ ଟଙ୍କା ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ମଙ୍ଗଳବାର ଜଣେ ଲୁଟେରାଙ୍କୁ ଗିରଫ କରିବାସହ ତାଙ୍କଠାରୁ ବାଇକ୍, ଭୁଜାଲି ଓ ଟଙ୍କା ଜବତକରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ସକାଳେ କଇଁଛପଦା ଗାଁଠାରେ ମାଣିକ ଲାଲ ଜାନା(୪୨) ନାମକ ଜଣେ ଫେରିବାଲାକୁ…

Continue Readingଲୁଟେରା ଗିରଫ, ବାଇକ୍, ଭୁଜାଲି ଓ ଟଙ୍କା ଜବତ

ବିଦେଶୀମଦସହ ଅଟୋ ଜବତ

ଅନୁଗୁଳ : ଅନୁଗୁଳ ସଦର ପୁଲିସ ମଙ୍ଗଳବାର ଅପରାହ୍ନରେ ଏକ ବିଦେଶୀମଦ ବୋଝେଇ ଅଟୋକୁ ଜବତ କରିଛି। ସୂଚନା ଯେ, ଏକ ଅଟୋ(ଓଡି୧୯- ଜେ- ୪୬୫୨)ରେ ୮୪ ବୋତଲ ବିୟର ନେଇ ବନ୍ତଳା ଥାନା ଅନ୍ତର୍ଗତ ସାନକଞ୍ଜଣୀ ଗାଁର ଧୃବ ଚରଣ…

Continue Readingବିଦେଶୀମଦସହ ଅଟୋ ଜବତ

ବ୍ୟାଙ୍କରୁ ଋଣ କରାଇଦେବା ନାରେ ଠକେଇ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଖିଣ୍ଡା ଶାଖାରୁ ଋଣ କରାଇ ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ପୁଲିସ ମଙ୍ଗଳବାର ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ,…

Continue Readingବ୍ୟାଙ୍କରୁ ଋଣ କରାଇଦେବା ନାରେ ଠକେଇ, ୨ ଗିରଫ

ବଜ୍ରପାତରେ ୨ ଗୋରୁ ଚରାଳି ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଖଇରମୁଣ୍ଡା ଗ୍ରାମରେ ରବିବାର ବଜ୍ରପାତରେ ୨ ଗାଈ ଚରାଳି ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଖଇରମୁଣ୍ଡା ଗ୍ରାମର ଅରୁଣ ଧଳ(୫୦) ଓ ଭାଗୀରଥି ପ୍ରଧାନ(୫୫) ରବିବାର ଗାଈ ଚରାଇବାକୁ ଗାଁ ପାଖ ପଡ଼ିଆକୁ…

Continue Readingବଜ୍ରପାତରେ ୨ ଗୋରୁ ଚରାଳି ଗୁରୁତର

ଚାଷୀଙ୍କ ମୁହଁରେ ଚଢ଼ିଗଲା ଶଗଡ଼

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଇଲାକା ଟେଣ୍ଟ୍‌ଲୋଇ ଗ୍ରାମରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଚାଷୀଙ୍କ ମୁହଁରେ ଶଗଡ଼ ଚକ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଚାଷୀ ସେହି ଗ୍ରାମର କୈଳାସ…

Continue Readingଚାଷୀଙ୍କ ମୁହଁରେ ଚଢ଼ିଗଲା ଶଗଡ଼

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୁଳ: ଆଠମଲ୍ଲିକ ଥାନା ଇଲାକା ଏକ ଆମ୍ବ ଗଛରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଆଠମଲ୍ଲିକ ଏନଏସି ୧୦ ନମ୍ବର ଓ୍ବାର୍ଡର କାଳିଆ ସାହୁଙ୍କ ପୁଅ ସତ୍ୟଜିତ ସାହୁ (୨୫) ବୋଲି ଜଣାପଡ଼ିଛି। ସୂଚନା ମୁତାବକ,…

Continue Readingଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବିଦ୍ୟୁତ୍ ଆଘାତରେ ଭାଇ ମୃତ, ଭଉଣୀ ଗୁରୁତର

ଅନୁଗୁଳ: ଛେଣ୍ଡିପଦା ଗ୍ରାମର ଜଣେ ଯୁବକ ବିଦ୍ୟୁତ କରେଣ୍ଟ ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡ଼ିଥିବାବେଳେ ପାଖରେ ଥିବା ଭଉଣୀ ଗୁରୁତର ଆହତ ହୋଇଛନ୍ତି। ଆଜି ଦିନ ଗୋଟାଏ ବେଳେ ସ୍ବର୍ଗତ ବାନାମ୍ବର ମହାରଣାଙ୍କ ପୁଅ ଚନ୍ଦ୍ରଶେଖର(୨୫) ନିଜ ଘର ଟିଭି…

Continue Readingବିଦ୍ୟୁତ୍ ଆଘାତରେ ଭାଇ ମୃତ, ଭଉଣୀ ଗୁରୁତର

ଫେରିବାଲାକୁ ଭୁଜାଲିରେ ହାଣି, ଟଙ୍କା ଲୁଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କମ୍ପସଲା ପଞ୍ଚାୟତର କଇଁଛପଦା ଗ୍ରାମ ନିକଟରେ ରବିବାର ଅପରାହ୍‌ଣରେ ଜଣେ ଫେରିବାଲା ଦୁର୍ବୃତ୍ତଙ୍କ ଦ୍ଵାରା ଲୁଟପାଟର ସମ୍ମୁଖୀନ ହୋଇଛନ୍ତି। ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ୧୫ ଶହ ଟଙ୍କା ଛଡ଼ାଇ…

Continue Readingଫେରିବାଲାକୁ ଭୁଜାଲିରେ ହାଣି, ଟଙ୍କା ଲୁଟ୍

ପତ୍ନିକୁ ନିର୍ଯାତନା ଅଭିଯୋଗ

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲାକଣିହାଁ ବ୍ଲକ ଏନଟିପିସି ଥାନା ଅନ୍ତର୍ଗତ ରଙ୍ଗବେଡ ବିଜୁ କଲୋନୀରେ ରହୁଥିବା ଅଞ୍ଜୁତା ସାହାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆ ଯାଉଥିବା ନେଇ ସେ ଗତ ୨ ତାରିଖରେ ଥାନାରେ ଅଭିଯୋଗ କରିଛନ୍ତି।…

Continue Readingପତ୍ନିକୁ ନିର୍ଯାତନା ଅଭିଯୋଗ