ଢ଼ାବାରେ ଚଢ଼ାଉ ୨୮ ଲିଟର ବିଦେଶୀମଦ ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ବଅଁରପାଳ ତାଳଚେର ରାସ୍ତାରେ ଥିବା ବ୍ରାହ୍ମଣେଇ ଢ଼ାବାରେ ଶୁକ୍ରବାର ରାତିରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ବିଭିନ୍ନ ବ୍ରାଣ୍ଡର ୨୮ ଲିଟର ବିଦେଶୀମଦ ଜବତ କରିଛି। ଏଥିସହ ଢ଼ାବା ମ୍ୟାନେଜର ସୂର୍ଯ୍ୟକାନ୍ତ ସାହୁ(୩୮)ଙ୍କୁ ଗିରଫକରିଛି।…



