ୱେବଚାନେଲ ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ଏନଟିପିସି ଓଭରବ୍ରିଜ ପାଖ ଦୈନିକ ମାର୍କେଟରେ ଜଣେ ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ଯୁବକ ବିଜିଗୋଳ ଗ୍ରାମର କାନ୍ତ ଧର(୩୭)କୁ ପୁଲିସ…

Continue Readingୱେବଚାନେଲ ସାମ୍ବାଦିକଙ୍କୁ ପ୍ରାଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଗିରଫ

ସ୍କ୍ରାପ ବୋଝେଇ ଅଟୋ ଜବତ, ଚାଳକ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ପଲିସ ପାଟ୍ରୋଲିଂ ବେଳେ ସୋମବାର ରାତିରେ ଏକ ସ୍କ୍ରାପ ବୋଝେଇ ଅଟୋକୁ ଜବତ କରିଛି। ସୁଚନା ଯେ, ବଅଁରପାଳ ଅଞ୍ଚଳରୁ ପ୍ରାୟ ଏକ ଟନ୍ ସ୍କ୍ରାପ ବୋଝେଇକରି ଏକ ଅଟୋ(ଓଆର-୦୨ଏଫ-୨୪୮୦) ଅନୁଗୁଳ ସଞ୍ଜିବ ଗୁପ୍ତାଙ୍କ…

Continue Readingସ୍କ୍ରାପ ବୋଝେଇ ଅଟୋ ଜବତ, ଚାଳକ ଗିରଫ

ମହିଳାଙ୍କୁ ଟଣାଓଟରା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଫାଣ୍ଡି ଅଞ୍ଚଳରେ ୩୨ ବର୍ଷର ଜଣେ ବିବାହିତ ମହିଳାଙ୍କୁ ଜଣେ ବିବାହିତ ଯୁବକ ଅସଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମହିଳା ଜଣକ ଗାଁ ପୋଖରୀକୁ ସୋମବାର ଅପରାହ୍ନରେ ଗାଧୋଇବାକୁ…

Continue Readingମହିଳାଙ୍କୁ ଟଣାଓଟରା ଅଭିଯୋଗ

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ଅନୁଗୁଳ : ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କଣ୍ଯାବଣିଆ ଗାଁରେ ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ, ଘରୋଇ ଗଣ୍ଡଗୋଳରୁ ରବିବାର ରାତିରେ ଗାଁର ଧରଣୀ ନାଏକଙ୍କ ପୁଅ କ୍ଷିତିଷ ନାଏକ(୨୪) ବିଷ ଖାଇ ଦେଇଥିଲେ।…

Continue Readingବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ବାଇକ ଧକ୍କାରେ ବୃଦ୍ଧ ମୃତ

ଅନୁଗୁଳ: ସୋମବାର ସକାଳେ ପାଇକ ସାହି ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଅଜିତ ସାହୁ ଏବଂ ବୃନ୍ଦାବନ ସାହୁ ଏକ ବାଇକ ଯୋଗେ ଭଗାମୁଣ୍ଡା ରୁ ଖଡରାମୁଣ୍ଡା ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ…

Continue Readingବାଇକ ଧକ୍କାରେ ବୃଦ୍ଧ ମୃତ

ଦୋକାନରୁ ଚୋରି କରୁଥିବା ବେଳେ ଧରାପଡି ଖୁଣ୍ଟରେ ବନ୍ଧା ହେଲେ ୩ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଫୁଲଝରୀ ନିକଟ କୋଡିଏମାଇଲ ହାଟଛକରେ ଗତକାଲି ରାତିରେ ଦୋକାନ ଓ ହୋଟେଲରୁ ଚୋରିକରିବାବେଳେ ୩ ଜଣ ଯୁବକ ଧରାପଡ଼ିଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଖୁଣ୍ଟରେ ବାନ୍ଧିଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାରକରି ପଚରାଉଚରା ଚଳାଇଛି। ପୁଲିସ…

Continue Readingଦୋକାନରୁ ଚୋରି କରୁଥିବା ବେଳେ ଧରାପଡି ଖୁଣ୍ଟରେ ବନ୍ଧା ହେଲେ ୩ ଯୁବକ

ବସ କାର ଧକ୍କା, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ : ଶନିବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଗାନ୍ଧିମାର୍ଗର ଶିମିଳି ପଡ଼ା ଏକ କାର ବସ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ସୂଚନା ମୁତାବକ, କେନାଲ ପୋଲ ନିକଟରେ ଠିଆ ହୋଇଥିବା ଶ୍ରୀରାମ ବସକୁ ନାଲକୋ ଆଡୁ…

Continue Readingବସ କାର ଧକ୍କା, ଅଳ୍ପକେ ବର୍ତ୍ତିଲେ ଚାଳକ

ଯୁବକଙ୍କୁ ହତ୍ୟା ଅଭିଯୋଗ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ରୁଗୁଡ଼ିଆପଡ଼ାରେ ଜଣେ ଯୁବକ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରୁଗୁଡ଼ିଆପଡ଼ା ଶଶୁର ଘରେ ଗୁରଙ୍ଗ ଗାଁର ଭିକାରୀ ଓରଫ ନରେନ୍ଦ୍ର ନାଏକ(୨୮) ରହୁଥିଲେ। ସେ ଜଣେ…

Continue Readingଯୁବକଙ୍କୁ ହତ୍ୟା ଅଭିଯୋଗ

ବନ୍ୟାରେ ଭାସିଯାଇଥିବା ବ୍ୟକ୍ତିଙ୍କ କଙ୍କାଳ ଠାବ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ବାଘୁଅକଟା ଠାରେ ନନ୍ଦିରା ନାଳରେ ଜଣେ ବ୍ୟକ୍ତଙ୍କ କଙ୍କାଳ ଶନିବାର ଠାବ କରାଯାଇଛି। ଏହି କଙ୍କାଳ ଗତ ୧୩ ତାରିଖରେ ବନ୍ୟା ଜଳରେ ଭାସି ଯାଇଥିବା ପାତେଳି ଗାଁର ରହୁଥିବା…

Continue Readingବନ୍ୟାରେ ଭାସିଯାଇଥିବା ବ୍ୟକ୍ତିଙ୍କ କଙ୍କାଳ ଠାବ

ଚା’ ଦୋକାନରୁ ଚୋରି

ଅନୁଗୁଳ: ଗୁରୁବାର ବିଳମ୍ବିତ ରାତିରେ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଚା’ ଦୋକାନରୁ ଚୋରି ହୋଇଛି । ଦୁର୍ବୃତ୍ତ ଦୋକାନରୁ ଗ୍ୟାସ୍, ପାନ ମସଲା ଓ ଏକ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଚୋରି କରି ଚମ୍ପଟ୍ ମାରିଛନ୍ତି। ଏ ନେଇ ଥାନାରେ…

Continue Readingଚା’ ଦୋକାନରୁ ଚୋରି