କୋଇଲା ବୋଝେଇ ବଗିରେ ନିଆଁ

ଅନୁଗୁଳ : ଅନୁଗୁଳ ରେଳ ଷ୍ଟେସନରେ ଗୁରୁବାର ସକାଳେ ଏକ କୋଇଳା ବୋଝେଇ ଟ୍ରେନର ଏକ ବଗିରେ ନିଆଁ ଲାଗିଥିଲା। ତାଳଚେରରୁ କୋଇଲା ବୋଝେଇ ହୋଇ ଆସିଥିବା ଏକ ଟ୍ରେନର ବଗିରେ ଅଚାନକ ନିଆଁ ଲାଗିଯାଇଥିବା ଖବର ପାଇ ଅନୁଗୁଳ ଅଗ୍ନିଶମ…

Continue Readingକୋଇଲା ବୋଝେଇ ବଗିରେ ନିଆଁ

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ପଞ୍ଚମହଲାଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଜରପଡ଼ା ଥାନା ଅନ୍ତର୍ଗତ ଡ଼େରଜାଙ୍ଗ ଗାଁର ଦୀପକ ସେଠ(୨୪) ତାଙ୍କ ବାଇକରେ ରାତି…

Continue Readingସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଯୁବତୀଙ୍କୁ ଅସଦାଚରଣ , ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳର ଜଣେ ୨୧ବର୍ଷୀୟା ଯୁବତୀଙ୍କୁ ବିବାହ ଲୋଭ ଦେଖାଇ ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ସମଲ ଥାନା ଶରଧାପୁର ଗାଁର ଦୀପୁନ ମହାନ୍ତି…

Continue Readingଯୁବତୀଙ୍କୁ ଅସଦାଚରଣ , ଯୁବକ ଗିରଫ

ଶିବ ମନ୍ଦିର ତାଲା ଭାଙ୍ଗି ଚୋରି ଉଦ୍ୟମ

ଅନୁଗୁଳ: ଅନୁଗୁଳ ସହରର ମା’ ବୁଢୀ ଠାକୁରାଣୀ ମନ୍ଦିର ନିକଟ ଶିବ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ଉଦ୍ୟମ ହୋଇଛି । ଏତଲା କ୍ରମେ ପୁଲିସ୍ ମାମଲା ରୁଜୁ କରିବା ସହ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର୍…

Continue Readingଶିବ ମନ୍ଦିର ତାଲା ଭାଙ୍ଗି ଚୋରି ଉଦ୍ୟମ

ବାକି ଟଙ୍କାକୁ ନେଇ ମାଡ଼ପିଟ, ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜରିପାଳ ଗାଁରେ ବାକି ଟଙ୍କାକୁ ନେଇ ୨ ଜଣଙ୍କ ମଧ୍ୟରେ ମାଡ଼ପିଟ ହୋଇ ୨ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଜରିପାଳ ଗାଁର ଶମ୍ଭୁନାଥ ମାଝିଙ୍କର ଗଡ଼ମଣ୍ଡଳ ଠାରେ ଏକ…

Continue Readingବାକି ଟଙ୍କାକୁ ନେଇ ମାଡ଼ପିଟ, ୨ ଗିରଫ

କେୱାଇସି ଅପଡେଟ୍ ନାଁ’ରେ ଲୁଟ୍

ଅନୁଗୁଳ: ଜଣେ ସିଆଇଏସ୍ଏଫ୍ କର୍ମଚାରୀ ସାଇବର ଠକେଇର ଶିକାର ହୋଇଛନ୍ତି। କେୱାଇସି ଅପଡେଟ୍ ନାଁରେ ଅନଲାଇନ୍ ଲୁଟେରା ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୧୭ ଟଙ୍କା ଲୁଟି ନେଇଛନ୍ତି। ନାଲ୍‌କୋ ଥାନାରେ ଅଭିଯୋଗ ପରେ ପୁଲିସ୍ ଅନୁସନ୍ଧାନ ଚଳାଇଛି। ଠକେଇର ଶିକାର…

Continue Readingକେୱାଇସି ଅପଡେଟ୍ ନାଁ’ରେ ଲୁଟ୍

ଫାର୍ମ ହାଉସ୍‌ରୁ ଛେଳି, ଦେଶୀ କୁକୁଡ଼ା ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଇଲାକା ବତିସୁଆଁ ଠାରେ ଥିବା ଏକ ଫାର୍ମ ହାଉସ୍‌ରୁ ଚୋରି ହୋଇଛି। ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଫାର୍ମହାଉସରୁ ୩୦ଟି ଛେଳି ଓ ୨୦ଟି ଦେଶୀ କୁକୁଡ଼ା ଚୋରି କରିଥିବା ଥାନାରେ ଅଭିଯୋଗ ହୋଇଛି…

Continue Readingଫାର୍ମ ହାଉସ୍‌ରୁ ଛେଳି, ଦେଶୀ କୁକୁଡ଼ା ଚୋରି

ଗଛରେ ପିଟିହେଲା ବିଦ୍ୟୁତ ବିଭାଗ ବଲେରୋ, ୨ ଗୁରୁତର

ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜରପଡା ରାସ୍ତାରେ ତେଣ୍ଟୁଲୋଇ ଗ୍ରାମ ନିକଟରେ ଟାଟା ବିଦ୍ୟୁତ ବିଭାଗର ବଲେରୋ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣ ଗୁରୁତର ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୫ଟା ବେଳେ ତେଣ୍ଟୁଲୋଇ…

Continue Readingଗଛରେ ପିଟିହେଲା ବିଦ୍ୟୁତ ବିଭାଗ ବଲେରୋ, ୨ ଗୁରୁତର

ଡକାୟତି ଉଦ୍ୟମ ପଣ୍ଡ , ମାରଣାସ୍ତ୍ର ସହ ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ହେଉଥିବା ବେଳେ ୫ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Continue Readingଡକାୟତି ଉଦ୍ୟମ ପଣ୍ଡ , ମାରଣାସ୍ତ୍ର ସହ ୫ ଗିରଫ

ଟ୍ୟାଙ୍କର ଧକ୍କାରେ ବାପ ମୃତ, ଝିଅ ଗୁରୁତର

ଅନୁଗୁଳ: ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ନିକଟ ୫୫ ନଂ ଜାତୀୟ ରାଜପଥରେ ବୁଧବାର ସକାଳେ ଏକ ଟ୍ୟାଙ୍କର ଧକ୍କାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ମିଶ୍ରପଡାର ବିଶ୍ୱ ନାୟକ ବାଇକରେ ତାଙ୍କ…

Continue Readingଟ୍ୟାଙ୍କର ଧକ୍କାରେ ବାପ ମୃତ, ଝିଅ ଗୁରୁତର