୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁରୁ ପୁଲିସ ଚଢ଼ାଉକରି ୨୨ କେଜି ଗଞ୍ଜେଇ ଜବତ କରିବାସହ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରର ଖବର ପାଇ ଛେଣ୍ଡିପଦା ଥାନା ଏସ୍ଆଇ ସଂଘମିତ୍ରା…

Continue Reading୨୨ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରେଞ୍ଜରଙ୍କୁ ହତ୍ୟା ଧମକ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀଙ୍କୁ ଗାଳି ଓ ହତ୍ୟା ଧମକଦେବା ଅଭିଯୋଗରେ କଣିହାଁ ଥାନା ପୁଲିସ ଶନିବାର ବ୍ରାହ୍ମଣଦେଇ ଗାଁର ବିମ୍ବାଧର ଷଣ୍ଢ(୪୦)ଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ରେଞ୍ଜର ନୀଳମଣି ଦେହୁରୀ ଗତ…

Continue Readingରେଞ୍ଜରଙ୍କୁ ହତ୍ୟା ଧମକ, ଜଣେ ଗିରଫ

ସଡକ ଦୁର୍ଘଟଣାରେ ବରିଷ୍ଠ କିରାଣୀ ମୃତ

ଅନୁଗୁଳ:ସଡକ ଦୁର୍ଘଟଣାରେ ଛେଣ୍ଡିପଦା ସବ୍ ରେଜିଷ୍ଟ୍ରି ଅଫିସର ବରିଷ୍ଠ କିରାଣୀ ସଂଜୀବ ଭୁତିଆଙ୍କର ମୃତ୍ୟୁ ଘଟିଛି। ଶନିବାର ସକାଳେ ଶ୍ରୀ ଭୁତିଆ ନିଜ ସ୍କୁଟରରେ ଛେଣ୍ଡିପଦା ଯାଉଥିବାବେଳେ ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କଙ୍କରାଇ ସ୍କୁଲ ଠାରୁ ଅନତି ଦୁରରେ ଥିବା…

Continue Readingସଡକ ଦୁର୍ଘଟଣାରେ ବରିଷ୍ଠ କିରାଣୀ ମୃତ

ଟ୍ରେନରେ କଟି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଅନୁଗୁଳ: ବୁଧବାର ବିଳମ୍ବିତ ରାତିରେ ଅନୁଗୁଳ ରେଳ ଷ୍ଟେସନରେ କଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ପ୍ରାୟ ୩୫ ବର୍ଷ। ସେ ସବୁଜ ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି। ସମ୍ବଲପୁର ଯାଉଥିବା ତପସ୍ୱିନୀ ଏକ୍ସପ୍ରେସରେ କଟି ଯାଇଥିବା କୁହାଯାଉଛି।ରେଳ ସୁରକ୍ଷା…

Continue Readingଟ୍ରେନରେ କଟି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ୪ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ତଥା ରେଙ୍ଗାଳି ଥାନା ବାଲିପଶି ଗ୍ରାମରେ ଭୟଙ୍କର ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଜନିତ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ଗୁରୁତର ଆହତ ହୋଇଛନ୍ତି । ତିନି ଜଣ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର ହୋଇଥିବା…

Continue Readingଗ୍ୟାସ୍ ଟାଙ୍କି ବିସ୍ଫୋରଣ, ୪ ଗୁରୁତର

ଚୋରା ଡିଜେଲ୍ ସହ ବଲେରୋ ଜବତ, ଦୁଇଭାଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଇଲାକାରେ ଏକ ବଲେରୋରେ ଡିଜେଲ ଚୋରାଚାଲାଣ କରାଯିବାବେଳେ ପୁଲିସ ହାବୁଡ଼ରେ ପଡ଼ିଛି । ପୁଲିସ ଉକ୍ତ ଡିଜେଲ୍ ବୋଝେଇ ବଲୋରୋ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ…

Continue Readingଚୋରା ଡିଜେଲ୍ ସହ ବଲେରୋ ଜବତ, ଦୁଇଭାଇ ଗିରଫ

କ୍ଷତିପୂରଣ ସହ ଅଭିଯୁକ୍ତକୁ ଗିରଫ ଦାବୀରେ ଅନୁଗୁଳ ଥାନା ଘେରିଲା ବିଜେପି

ଅନୁଗୁଳ : ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ମଞ୍ଜୁ ସାହୁଙ୍କୁ ଆକ୍ରମଣ କରିଥିବା ବିଜେଡିର ନଗର ଉପସଭାପତି ଅବିନାଶ ପରିଡାଙ୍କ ସହ ଅନ୍ୟକର୍ମୀ ମାନଙ୍କୁ ଗିରଫ କରିବା ଓ ବିଜେଡି ରାଲିରେ ମୃତ ମହିଳାଙ୍କୁ କ୍ଷତିପୂରଣ ଦେବାକୁ ଦାବିକରି ମଙ୍ଗଳବାର ସକାଳେ…

Continue Readingକ୍ଷତିପୂରଣ ସହ ଅଭିଯୁକ୍ତକୁ ଗିରଫ ଦାବୀରେ ଅନୁଗୁଳ ଥାନା ଘେରିଲା ବିଜେପି

ଡାକ୍ତରଙ୍କୁ ନପାଇବାରୁ ସିଡିଏମଓ ଅଫିସ ଘେରାଓ

ଅନୁଗୁଳ: ମଙ୍ଗଳବାର ସକାଳେ ଦୀର୍ଘ ତିନି ଘଣ୍ଟା ଅପେକ୍ଷା କରିବା ସତ୍ୱେ ଅସ୍ଥିଶଲ୍ୟ ଡାକ୍ତରଙ୍କୁ ନପାଇବାରୁ ରୋଗୀଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ସିଡିଏମଓ ଅଫିସ ଘେରାଓ କରିଥିଲେ।ଲୋକଙ୍କ ଅଭିଯୋଗ ହେଲା ସେମାନେ ଅସ୍ଥିଶଲ୍ୟ ବିଭାଗ ଡାକ୍ତରଙ୍କୁ ଭେଟିବାପାଇଁ ସକାଳ ୭ଟା ରୁ…

Continue Readingଡାକ୍ତରଙ୍କୁ ନପାଇବାରୁ ସିଡିଏମଓ ଅଫିସ ଘେରାଓ

ପୋଡି ହୋଇ ଭିନ୍ନକ୍ଷମ ଜୀବନ୍ତ ଦଗ୍ଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସଂଖପୁର ଗାଁରେ ମଙ୍ଗଳବାର ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଜଣେ ଜୀବନ୍ତ ପୋଡିଯିବା ଖବର ମିଳିଛି।ସୂଚନା ମୁତାବକ, ସଂଖପୁର ଗାଁର କୁମର ଦେହୁରୀ(୬୦) ରାତିରେ କନ୍ଥା ଘୋଡେଇ ଶୋଇ ଥିବା ବେଳେ…

Continue Readingପୋଡି ହୋଇ ଭିନ୍ନକ୍ଷମ ଜୀବନ୍ତ ଦଗ୍ଧ

ବିଜେଡି ବିକ୍ଷୋଭରେ ସାମିଲ ମହିଳାଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ନିର୍ବାଚନ ମଣ୍ଡଳୀ ମହିଳା ବିଜେଡି ଦ୍ବାରା ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ତୈଳଦର ବୃଦ୍ଧି ପ୍ରତିବାଦରେ ହେଉଥିବା ବିକ୍ଷୋଭରେ ସାମିଲ ହୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଅନୁଗୁଳ ସହରର ରାଧାରମଣପଡ଼ାର ବିନିତା ସାହୁ(୬୦)…

Continue Readingବିଜେଡି ବିକ୍ଷୋଭରେ ସାମିଲ ମହିଳାଙ୍କ ମୃତ୍ୟୁ