US CARE

ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ବିଧବା

0

ଅନୁଗୁଳ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜାମୁନାଳୀ ଗାଁରେ ବୁଧବାର ଅଗ୍ନିକାଣ୍ଡ ଘଟି ବିଧବା ମହିଳା ନିରାଷ ନାଏକଙ୍କ ଗୋଟିଏ ବଖରା ଘର ପୋଡ଼ି ପାଉଁଶ ପାଲଟି ଯାଇଛି। ଚୁଲି ନିଆଁରୁ ହୋଇଥିବା ଏହି ଅଗ୍ନିକାଣ୍ଡରେ ୫ଟି କୁକୁଡ଼ା, ଚାଉଳ ୨ କ୍ବିଣ୍ଟାଲ, କାଗଜପତ୍ର ଓ ଅନ୍ୟାନ୍ୟ ସମସ୍ତ ଜିନିଷ ପୋଡ଼ି ଯାଇଛି। ଖବର ପାଇ କରୁଡ଼ୋଲ ରାଜସ୍ବ ନିରୀକ୍ଷକ ତାଙ୍କୁ ଜରିପାଲ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.