ଏମସିଏଲ୍ କାମକୁ ବିରୋଧ, ଥାନାରେ ମାମଲା

ଅନୁଗୁଳ (Jugal Kishore Sahoo): ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିର ଜରଡ଼ା ଗ୍ରାମବାସୀଙ୍କ ଥଇଥାନ ପାଇଁ ପଥରମୁଣ୍ଡାଠାରେ ଚାଲିଥିବା ପୁନର୍ବାସ କଲୋନୀ ନାମକୁ ବିରୋଧ କରିବା ଅଭିଯୋଗରେ ଏମସିଏଲ୍ ପକ୍ଷରୁ ପଥରମୁଣ୍ଡା ଗ୍ରାମର ୨ ଜଣଙ୍କ ନାମରେ ଏତଲା…

Continue Readingଏମସିଏଲ୍ କାମକୁ ବିରୋଧ, ଥାନାରେ ମାମଲା

ରେଳ ୱାଗନ୍‌ରେ ଚାପି ହୋଇ ଶ୍ରମିକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲର ଭରତପୁର ଖଣି ସାଇଡିଂରେ ଟ୍ରେନ୍‌ ୱାଗନରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କୋଇଲା ପରିବହନ କରି ଟ୍ରେନ୍ ତାଳଚେର ଷ୍ଟେସନ ଆଡ଼କୁ ଆସୁଥିବା ବେଳେ ଜଗନ୍ନାଥ ଖଣିର ୧ ନମ୍ବର ସାଇଡିଂରେ…

Continue Readingରେଳ ୱାଗନ୍‌ରେ ଚାପି ହୋଇ ଶ୍ରମିକ ମୃତ

ବଧୂହତ୍ୟା ଅଭିଯୋଗ

ଅନୁଗୁଳ (Jugal Kishore Sahoo)  : ଯୌତୁକ ଜନିତ ବଧୂହତ୍ୟା ନେଇ ଗୁରୁବାର କଣିହାଁ ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ନିଶା ଥାନା ଅଧୀନ ବାଲିଚନ୍ଦ୍ରପୁର ଗ୍ରାମର କାନ ବେହେରା(୪୫)ଙ୍କ ଝିଅ ଆରତୀ (୩୦) ରଞ୍ଜନାଗୁଣ୍ଡୁରୀ ଗ୍ରାମର ବୁଦ୍ଧିଆଙ୍କ ପୁଅ…

Continue Readingବଧୂହତ୍ୟା ଅଭିଯୋଗ

ନକଲି ସାମ୍ବାଦିକ ଗିରଫ

ଅନୁଗୁଳୁ: ଅନୁଗୁଳ ନାଲ୍‌କୋନଗର ଥାନା ପୁଲିସ୍ ବୁଧବାର ରାତିରେ ଅନୁଗୁଳ ସହର ମଦନମୋହନ ପଡ଼ାରୁ ଜଣେ ନକଲି ସମ୍ବାଦିକଙ୍କୁ ଗିରଫକରିଛି। ତାଙ୍କଠାରୁ ୩ଟି କ୍ୟାମେରା, ଗୋଟିଏ ବାଇକ୍ ପୁଲିସ ଜବତ କରିଛି। ପୁଲିସ ସୂତ୍ରରୁ ପ୍ରକାଶ କୁଲାଡ଼ ଗାଁର ପ୍ରତାପ ଦେହୁରୀ…

Continue Readingନକଲି ସାମ୍ବାଦିକ ଗିରଫ

୬୫୦ ଲିଟର ଦେଶୀମଦ ଜବତ

ଅନୁଗୁଳ: ବୁଧବାର ରାତି ୮ଟା ବେଳେ ତାଳଚେର ଅବକାରୀ ବିଭାଗ ସନ୍ଥପଡ଼ା ଛକରେ ଏକ ଟାଟା ଏସି ଗାଡି (ଓଡି୧୯ ଏନ୍ ୭୧୪୦)ଜବତ କରିଛି। ଗାଡିଟି ପରଜଙ୍ଗ ଆଡୁ ତାଳଚେର ଅଞ୍ଚଳକୁ ଚୋରା ଦେଶୀମଦ ନେଇ ଆସୁଥିଲା ବେଳ ଅବକାରୀ କର୍ମଚାରୀ…

Continue Reading୬୫୦ ଲିଟର ଦେଶୀମଦ ଜବତ

ଏଟିଏମ୍ ଲୁଟେରା ଗିରଫ

ଅନୁଗୁଳ: ଅନୁଗୁଳ ସହରରେ ଥିବା ୨ଟି ଏଟିଏମ୍ ଲୁଟ୍ କରିଥିବା ଲୁଟେରାକୁ ଗୁରୁବାର ପୁଲିସ ଗିରଫ କରିଛି। ସୂଚନା ଅନୁସାରେ, ଗତ ୩୧ ତାରିଖରେ ହନୁମାନ ବଜାରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଓ କାନାରା ବ୍ୟାଙ୍କର ଏଟିମ୍ ରୁ ତାଡିଲୁଟ୍…

Continue Readingଏଟିଏମ୍ ଲୁଟେରା ଗିରଫ

ଚକୋଲେଟ୍ ବୋମା ଉଦ୍ଧାର, ଯୁବକ ଗିରଫ

ଅନୁଗୁଳ: ବୋମା ପକାଇ ହତ୍ୟା ଧମକ ଅଭିଯୋଗରେ ବଅଁରପାଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ, ମହୀଧରପୁର ଅଞ୍ଚଳର ଅକ୍ଷୟ ଜେନା। ପୁଲିସ୍ ତାଙ୍କ ଠାରୁ ଏକ ଚକୋଲେଟ୍‌ ବୋମାକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ପୁଲିସ୍ ସୂଚନା…

Continue Readingଚକୋଲେଟ୍ ବୋମା ଉଦ୍ଧାର, ଯୁବକ ଗିରଫ

ବଜ୍ରାଘାତରେ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ମାଛକୁଟା ଗ୍ରାମରେ ବିଲକୁ ଚାଷ କରିବାକୁ ଯାଇଥିବା ବେଳେ ବଜ୍ରାଘାତରେ ପୁଅ ମୃତ, ବାପା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ଯୁବକ ସେହି ଗାଁର ବିଜୟ ସାହୁଙ୍କ ପୁଅ ଲୋଟନ୍ ସାହୁ(୨୪) ।…

Continue Readingବଜ୍ରାଘାତରେ ଯୁବକ ମୃତ

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବାରଗୌଣିଆ ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ରବିବାର ରାତିରେ ଗାଁର ଧୃବ ସାହୁଙ୍କ ସ୍ତ୍ରୀ ବିମଳା(୬୫)ଙ୍କୁ ସାପ କାମୁଡ଼ି ଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ବନ୍ତଳା…

Continue Readingସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଜଗନ୍ନାଥ ମନ୍ଦିରରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହରରେ ଥିବା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ପିତ୍ତଳ ସାମଗ୍ରୀ ଚୋରି ହୋଇଛି । ସୂଚନା ଅନୁଯାୟୀ ମନ୍ଦିର ପୂଜଳ ଚିତ୍ତରଞ୍ଜନ ପାଣିଗ୍ରାହୀ ଶନିବାର ସକାଳେ ପୂଜାକରିବାକୁ ଆସି ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ଏ…

Continue Readingଜଗନ୍ନାଥ ମନ୍ଦିରରୁ ଚୋରି