ପୌରପାଳିକା ଦୋକାନ ଗୃହରେ ବେଆଇନ୍‌ ନିର୍ମାଣ

ଅନୁଗୁଳ: ଅନୁଗୁଳ ସହର ଅମଲାପଡ଼ା ଜୟଦୁର୍ଗା ମାର୍କେଟ୍‌ରେ ଜଣେ ଦୋକାନୀ ପୌରପାଳିକା ଦୋକାନ ଗୃହ ବେଆଇନ ଭାବରେ ପୁନଃ ନିର୍ମାଣ କରିଛନ୍ତି। ପୌରପାଳିକା ଦୋକାନ ଘରକୁ ୨ ଭାଗ କରି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟାଙ୍କର ଏଟିଏମ୍‌ କରିବାକୁ ଯୋଜନା କରୁଥିବା ଜଣାଯାଇଛି।…

Continue Readingପୌରପାଳିକା ଦୋକାନ ଗୃହରେ ବେଆଇନ୍‌ ନିର୍ମାଣ

ପରୀବିକ୍ଷଣ ଛାତ୍ରାବାସ ପାଚେରୀ ଭାଙ୍ଗିଲା

ଅନୁଗୁଳ: ଅନୁଗୁଳ ପରୀବିକ୍ଷଣ ଛାତ୍ରାବାସ ପଛପାଖ ପାଚେରୀ ଗତ ୫ ତାରିଖ ଭୋର ବେଳେ ଭୁଶୁଡ଼ି ଯାଇଛି। ଏହି ବାଳ ସୁଧାର ଗୃହ ଅତି ସମ୍ବେଦନଶୀଳ ଇଲାକା ହୋଇଥିବାବେଳେ ଏ ଘଟଣାରେ ଜେଲ୍‌ ଅଧିକ୍ଷକ ଅମିର କୁମାର ନାଥଶର୍ମା ଜିଲ୍ଲାପାଳ ଏବ˚…

Continue Readingପରୀବିକ୍ଷଣ ଛାତ୍ରାବାସ ପାଚେରୀ ଭାଙ୍ଗିଲା

ଆମ୍ବୁଲାନ୍ସ- ଟ୍ରକ୍ ମୁହାଁମୁହିଁ ଧକ୍କା

ପାଳଲହଡ଼ା: ପାଳଲହଡା ଥାନା ମୁକ୍ତାପୁର ଛକ ନିକଟରେ ଗୁରୁବାର ୧୦୨ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଆମ୍ବୁଲାନ୍ସ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ପାଳଲହଡା ଡାକ୍ତରଖାନାରେ ନିୟୋଜିତ ଥିବା 102 ଆମ୍ବୁଲାନ୍ସ ରୋଗୀ…

Continue Readingଆମ୍ବୁଲାନ୍ସ- ଟ୍ରକ୍ ମୁହାଁମୁହିଁ ଧକ୍କା

ମାର୍କେଟ ଭିତରକୁ ପଶିଗଲା ମାଲ୍ ବୋଝେଇ ଟ୍ରକ୍

ଅନୁଗୁଳ: ରବିବାର ସଂଧ୍ୟାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଅନୁଗୁଳ ବସଷ୍ଟାଣ୍ଡ ଇଲାକାରେ। ଏଥିରେ କେହି ଗୁରୁତର ଆହତ ହୋଇନଥିଲେ ବି ୪ଟି ବାଇକ୍ ଚୂରମାର୍ ହୋଇଯାଇଛି। ସାଢେ଼ ସାତଟା ବେଳେ ଅମଲାପଡା ଜୟଦୁର୍ଗା ମାର୍କେଟ ଭିତରକୁ ଲୁହାପଥର ବୋଝେଇ ଟ୍ରକ୍…

Continue Readingମାର୍କେଟ ଭିତରକୁ ପଶିଗଲା ମାଲ୍ ବୋଝେଇ ଟ୍ରକ୍

ଔଷଧ ଦୋକାନୀଙ୍କୁ ଆକ୍ରମଣ ଉଦ୍ୟମ

ଅନୁଗୁଳ: ଶନିବାର ସନ୍ଧ୍ୟାରେ ଅନୁଗୁଳର ଜନଗହଳିପୂର୍ଣ୍ଣ ତାମ୍ରିତ କଲୋନୀରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଲୋକଙ୍କ ଛାତି ଥରାଇ ଦେଇଛି। ତିନି ଜଣ ଦୁବୃର୍ତ୍ତ ଏକ ବାଇକ୍‌ରେ ଆସି ନିର୍ମଳା ମେଡିସିନ୍‌ ଷ୍ଟୋର‌୍‌ରେ ହଙ୍ଗାମା କରିଥିଲେ। ଦୋକାନୀଙ୍କୁ ଏକ ଖଣ୍ତାରେ ଆକ୍ରମଣ…

Continue Readingଔଷଧ ଦୋକାନୀଙ୍କୁ ଆକ୍ରମଣ ଉଦ୍ୟମ

ସମାକୋଇରୁ ନାବାଳକର ଶବ ଉଦ୍ଧାର

କଣିହାଁ: କଣିହାଁ ବ୍ଲକ ତଥା ସମଲ ଥାନା ବୁରୁକୁନା ଗାଁ ପାଖ ଫାଶୀପାଳ ଓ ହୁଣ୍ଡାଳିଆ ମଧ୍ୟବର୍ତ୍ତୀ ସମାକୋଇ ନଦୀରୁ ଜଣେ ଅପରିଚିତ ନାବାଳକର ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ଗାଁ ଲୋକ ଶବ ଭାସୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ।…

Continue Readingସମାକୋଇରୁ ନାବାଳକର ଶବ ଉଦ୍ଧାର

ବୃଦ୍ଧଙ୍କୁ ହାତୀ ଦଳିଦେଲା

କଣିହାଁ: କଣିହାଁ ବ୍ଲକ ବ୍ରଜକୋଟ ଗ୍ରାମର ସୁବର୍ଣ୍ଣପୁର ସାହିରେ ହାତୀ ଆକ୍ରମଣରେ ମାୟାଧର ବେହେରା ( ୫୫ )ଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ଏହି ଅଘଟଣ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମାୟାଧର ସକାଳେ…

Continue Readingବୃଦ୍ଧଙ୍କୁ ହାତୀ ଦଳିଦେଲା

ତେନ୍ତଳାପାଣି ଜଙ୍ଗଲରେ ଦନ୍ତାର ମୃତ୍ୟୁ

ଅନୁଗୁଳ: ଆଠମଲ୍ଲିକ ବନଖଣ୍ତ ବାମୁର ବନାଞ୍ଚଳ ଅନ୍ତର୍ଗତ କଦଳୀମୁଣ୍ତା ସେକ୍ସନ ତେନ୍ତଳାପାଣି ବିଟ୍‌ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଦନ୍ତାଟି ନିମୋନିଆରେ ପୀଡ଼ିତ ଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଶନିବାର ଦନ୍ତା ସହ ଏକ ହାତୀପଲ ରେଢ଼ାଖୋଲ…

Continue Readingତେନ୍ତଳାପାଣି ଜଙ୍ଗଲରେ ଦନ୍ତାର ମୃତ୍ୟୁ

ଥାନା ଘେରିଲେ ଗ୍ରାମବାସୀ

ଛେଣ୍ଡିପଦା: ବାଲି ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କ ନାମରେ ଏତଲା। ଟ୍ରାକ୍ଟର ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ପୁଲିସ୍ ୧୧ ଜଣ ଗ୍ରାମବାସୀଙ୍କ ନାମରେ କେଶ୍ ରୁଜୁ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଛେଣ୍ଡିପଦା ଥାନା ଚାଙ୍ଗୁଡିଆ ଗ୍ରାମରେ। ଚାନ୍ଦା ଆଦାୟ…

Continue Readingଥାନା ଘେରିଲେ ଗ୍ରାମବାସୀ

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

ଅନୁଗୁଳ: ନାଲକୋନଗର ଥାନା କାଣ୍ଡସର ଗୌଡସାହିଠାରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି। ମୃତ ଯୁବକ ଗୌତମ ବେହେରା (୪୦) ଓ ତାଙ୍କ ଘର ନିଶା ଶିଳ୍ପାଞ୍ଚଳ ଥାନା ଜାମୁଣ୍ଡା ଜଙ୍ଗଲ ଗ୍ରାମରେ। ସେ କାଣ୍ଡଶର ଗୌଡସାହି…

Continue Readingଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ