ରୋଡ୍‌ ରୋମିଓ ଖାଇଲେ ଛେଚା

ଅନୁଗୁଳ: ସୋମବାର ଅପରାହ୍ଣ ସାଢେ଼ ଚାରିଟା ହେବ। ସ୍କୁଲ୍‌ ଛୁଟି ପରେ ଦଳେ ଛାତ୍ରୀ ଶିମିଲିପଡ଼ା ପାଞ୍ଚଛକିଆରୁ ରାଣୀଗୋଡ଼ା ଆଡ଼କୁ ଯାଉଥାନ୍ତି। ବାଇକ୍‌ ଆରୋହୀ ୨ ଜଣ ରୋମିଓ ଏତିକିବେଳେ ଦ୍ରୁତ ଗତିରେ ଛାତ୍ରୀଙ୍କ ଅତି ନିକଟ ନେଇ ଗାଡ଼ି ଚଲାଇ…

Continue Readingରୋଡ୍‌ ରୋମିଓ ଖାଇଲେ ଛେଚା

ଘରେ କଳାକନା ବୁଲାଇଲେ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ଇଲାକା ପିଢ଼ଖମଣ ଗ୍ରାମରେ ଗତ ଶନିବାର ରାତିରେ ଚୋରି ହୋଇଛି। ଦୁବୃର୍ତ୍ତ ଗ୍ରାମର ରତ୍ନାକର ସାହୁଙ୍କ ଘରେ ପଶି ନଗଦ ୫ ହଜାର ଟଙ୍କା ସହ ବହୁ ଆସବାବପତ୍ର ବୋହି ନେଇଛନ୍ତି। ଏନେଇ ନିଶା ଶିଳ୍ପାଞ୍ଚଳ…

Continue Readingଘରେ କଳାକନା ବୁଲାଇଲେ

ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବଅଁରପାଳ: ବଅଁରପାଳ ଥାନା ଇଲାକାରେ ମାତିଛନ୍ତି ଚୋର। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇଛନ୍ତି। ଶନିବାର ରାତିରେ ବଅଁରପାଳରେ ଏକ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଘରେ କେହି ନଥିବାର ସୁଯୋଗ ନେଇ ୧୫ ହଜାର…

Continue Readingଲୁଟି ନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଓଲଟିଲା ପିକଅପ ଭ୍ୟାନ, ୩ ଚାଷୀ ଆହତ

ଅନୁଗୁଳ: ଭାରସାମ୍ୟ ହରାଇ ଓଲଟି ପଡିଲା ଟମାଟୋ ବୋଝେଇ ପିକଅପ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ୩ ଚାଷୀ । ରବିବାର ଭୋର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ଦେବଗଡ଼ ରାସ୍ତା ମାମୁରିଆ ଗାଁରେ ଘଟିଛି ଏହି ଦୁର୍ଘଟଣା । ଚାଷୀମାନେ ଦେବଗଡ଼ ଜିଲ୍ଲାରୁ…

Continue Readingଓଲଟିଲା ପିକଅପ ଭ୍ୟାନ, ୩ ଚାଷୀ ଆହତ

ବନ୍ଧା ହେଲେ ୨ ଛିନ୍‌ତାଇ ଅଭିଯୁକ୍ତ

ଅନୁଗୁଳ: ଛିନ୍‌ତାଇ କରି ଅନୁଗୁଳ ସହରରେ ଆତଙ୍କ ଖେଳାଇଥିବା ୨ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ସଦର ଥାନା ପୁଲିସ୍‌। ଗିରଫ ଅଭିଯୁକ୍ତ ହେଲେ ହେମସୁରପଡ଼ାର ରବି ମିଶ୍ର ଓ ଅନ୍ୟ ଜଣେ ନାବାଳକ ଥିବା ଜଣାପଡ଼ିଛି। ପୁଲିସ୍‌ ସେମାନଙ୍କ ଠାରୁ ଲୁଟ୍‌…

Continue Readingବନ୍ଧା ହେଲେ ୨ ଛିନ୍‌ତାଇ ଅଭିଯୁକ୍ତ

ଯୁବକଙ୍କୁ ଲୁଟ୍‌ପାଟ, ଛଡେ଼ଇ ନେଲେ ମୋବାଇଲ୍‌

ତାଳଚେର: ବିକ୍ରମପୁର ଥାନା ଇଲାକା ମୁଣ୍ତାବଜାର ନିକଟରେ ଜଣେ ଯୁବକ ଲୁଟ୍‌ପାଟର ଶିକାର ହୋଇଛନ୍ତି। ଦୁଇ ଦୁବୃର୍ତ୍ତ ତାଙ୍କୁ ମାର‌୍‌ପିଟ୍‌ କରବା ସହ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ର ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା…

Continue Readingଯୁବକଙ୍କୁ ଲୁଟ୍‌ପାଟ, ଛଡେ଼ଇ ନେଲେ ମୋବାଇଲ୍‌

ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଶିଡ଼ିରୁ ପଡ଼ି ଜୀବନ ଗଲା

ଅନୁଗୁଳ: ଆଠମଲ୍ଲିକ ଥାନା ଇଲାକା ଜାମୁଡୋଲି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଛାତ ଉପରକୁ ଛୋଟ ଝିଅକୁ ଆଣିବାକୁ ଯାଇଥିବା ବାପା ଶିଡିରୁ ଗଳିପଡ଼ିବାରୁ ଅକାଳ ମୃତ୍ୟୁମୁଖରେ ପଡ଼ିଛନ୍ତି। ମୃତକ ହେଲେ ସେହି ଗ୍ରାମର ସଞ୍ଜୟ ବଡ଼ମାଳି (୪୪)।…

Continue Readingସଡ଼କ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ଶିଡ଼ିରୁ ପଡ଼ି ଜୀବନ ଗଲା

ନାବାଳିକାକୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଅନୁଗୁଳ ଥାନା ଇଲାକାର ରାଜା ଭୂତିଆ(୨୧) । ପୁଲିସ୍ ସୂଚନା ମୁତାବକ,ଅସଦାଚରଣର ଶିକାର ହୋଇଥିବା ନାବାଳିକାଙ୍କ ବୟସ ୧୬…

Continue Readingନାବାଳିକାକୁ ଅସଦାଚରଣ, ଅଭିଯୁକ୍ତ ଗିରଫ

ଦୁଇ ଟ୍ରାନସଫାର୍ମର ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ବୃଦ୍ଧି ପାଇବାରେ ଲାଗିଛି । ମାସକ ମଧ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୪ଟି ଟ୍ରାନ୍ସଫର୍ମର ଚୋରି ହୋଇଥିବା ବେଳେ ପୁଲିସ ଦୁର୍ବୃତ୍ତଙ୍କ ପତ୍ତା ପାଉନି । ଗତ ୨୧ ତାରିଖ ଦିନ ଜରପଡ଼ା…

Continue Readingଦୁଇ ଟ୍ରାନସଫାର୍ମର ଚୋରି

ମହିଳାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇନେଲେ

ଅନୁଗୁଳ: ଶନିବାର ଅପରାହ୍ଣ ପ୍ରାୟ ଗୋଟାଏ ୩୦ ସମୟରେ ୫୫ ନ˚ ଜାତୀୟ ରାଜପଥର ଅନୁଗୁଳ କାଲ୍‌ଟାକ୍ସ ଛକ ନିକଟରେ ଜଣେ ମହିଳା ଆକ୍ଟିଭା ସ୍କୁଟରରେ ଅନୁଗୁଳ ବସ୍‌ଷ୍ଟାଣ୍ତ ଆଡ଼କୁ ଆସୁଥିବାବେଳେ ପଛରୁ ୨ ଜଣ ଦୁବୃର୍ତ୍ତ ନମ୍ବରବିହୀନ ଏକ ବାଇକ୍‌ରେ…

Continue Readingମହିଳାଙ୍କ ବେକରୁ ସୁନା ଚେନ୍‌ ଛିଣ୍ତାଇନେଲେ