ବେଧଡ଼କ ଚାଲିଛି ସାଇବର ଠକେଇ
ଅନୁଗୁଳ: ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଠକ। ନୂଆ ନୂଆ ଉପାୟ ଆପଣାଇ ଆଖି ପିଛୁଳାକେ ଖାଲି କରୁଛନ୍ତି ଲୋକଙ୍କ ଆକାଉଣ୍ଟ। କେତେବେଳେ ଲୋଭନୀୟ ଅଫର ଦେଇ ତ ଆଉ କେତେବେଳେ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ ବେଳେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ଶିଳ୍ପନଗରୀ…
ଅନୁଗୁଳ: ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଠକ। ନୂଆ ନୂଆ ଉପାୟ ଆପଣାଇ ଆଖି ପିଛୁଳାକେ ଖାଲି କରୁଛନ୍ତି ଲୋକଙ୍କ ଆକାଉଣ୍ଟ। କେତେବେଳେ ଲୋଭନୀୟ ଅଫର ଦେଇ ତ ଆଉ କେତେବେଳେ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ ବେଳେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ଶିଳ୍ପନଗରୀ…
ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଅହଲ୍ୟାଛକ ନିକଟ ପାୱାର ଗ୍ରୀଡ୍ରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ସ˚ସ୍ଥାର ସୁପରଭାଇଜର୍ଙ୍କୁ ପୁଲିସ୍ ଗିରଫ କରିଛି। ପୁଲିସ୍ ସୂତ୍ରରୁ ପ୍ରକାଶ, ପାୱାର ଗ୍ରୀଡ୍ରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଠିକା କମ୍ପାନି…
ଅନୁଗୁଳ: ବିଳମ୍ବିତ ରାତିରେ ଲୁଟ୍ପାଟ୍ କରି ଆତଙ୍କ ଖେଳାଇବାକୁ ଯୋଜନା ଚଳାଇଥିବା ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି ନାଲ୍କୋନଗର ଥାନା ପୁଲିସ୍। ସୋମବାର ବିଳମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ଏହି ଲୁଟେରା ଗ୍ୟାଙ୍ଗର ୫ ଜଣ ଅଭିଯୁକ୍ତକୁ ପାଟ୍ରୋଲି˚…
ତାଳଚେର: ତାଳଚେର କୋଲିୟରୀ ଥାନା ଇଲାକା ଭରତପୁର ସିଏଚ୍ପି ହାଟି˚ରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ମଦ୍ୟପ ପୁଅ ଘରେ ନିଆଁ ଲଗାଇଦେଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ସୂଚନା ମୁତାବକ, ଭରତପୁର…
ତାଳଚେର: ବନ୍ଧୁ ପତ୍ନୀଙ୍କୁ ବଳାତ୍କାର ଅଭିଯୋଗରେ ତାଳଚେର କୋଇଲା ଖଣି ଅଞ୍ଚଳରେ ଜଣେ ଏମ୍ସିଏଲ୍ କର୍ମଚାରୀଙ୍କୁ ପୁଲିସ୍ ଗିରଫ କରିଛି। ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ତାଳଚେର କୋଇଲା କ୍ଷେତ୍ରରେ ଇପି ଫିଟର ଭାବେର କାର୍ଯ୍ୟ କରୁଥିବା ସୁନିଲ୍ ପ୍ରଧାନ ନାମକ…
ଅନୁଗୁଳ: ସୁରକ୍ଷାକର୍ମୀଙ୍କୁ ମାର୍ପିଟ୍ କରିବା ସହ ଦାଦାବଟି ଆଦାୟ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ସାକସି˚ହା ଗ୍ରାମର ସୁନିଲ୍ ନାଏକ ଓ ବିକାଶ ନାଏକ। ପୁଲିସ୍ ସୂଚନା ମୁତାବକ,…
ଅନୁଗୁଳ: ରବିବାର ଅନୁଗୁଳ ସହରାଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍ ସୂଚନା ମୁତାବକ, ସୁକାନ୍ତି ବେହେରା (ଛନ୍ମନାମ,…
ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ଲୁଟେରା। ବଢ଼ିଚାଲିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ। ସହରରେ ମାଳ ମାଳ ସିସିଟିଭି ଲାଗିଛି। ପୁଲିସ୍ର ପାଟ୍ରୋଲି˚ ଭ୍ୟାନ୍ ସହରରେ ପଇଁତରା ମାରୁଛି। ହେଲେ ଦୁବୃର୍ତ୍ତ ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ୍ପାଟ କରୁଛନ୍ତି। ସୋମବାର ମାରୱାଡି ଧର୍ମଶାଳା…
ଅନୁଗୁଳ: ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁବୃର୍ତ୍ତ ଦିନ ଦ୍ବିପ୍ରହରରେ ଲୁଟ୍ପାଟ୍ କରୁଛନ୍ତି। ବୁଧବାର ଅପରାହ୍ଣରେ ସହର ଉପକଣ୍ଠ ବେଡ଼ାସର ରେଲୱେ ଲେବୁଲ୍କ୍ରସି˚ଠାରେ ଜଣେ ଫାଇନାନ୍ସ କର୍ମଚାରୀ ଲୁଟର…
ଅନୁଗୁଳ: ଅନୁଗୁଳ ସଦର ଥାନା ଇଲାକା ଶରଧାପୁରଠାରେ ମଙ୍ଗଳବାର ଅପରାହ୍ଣରେ ଏକ ଲୁଟ୍ପାଟ ହୋଇଛି। ଜଣେ ଟିଭି ମେକାନିକ୍ଙ୍କୁ ମାଡ଼ ମାରି ତାଙ୍କଠାରୁ ୯ ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତ ଘରେ ଚଢ଼ାଉ କରି ଚୋରି…