ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ ହେଉ ‘ ମିମସାର୍’ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ତାଳଚେର : ତାଳଚେର ଠାରେ ଏମସିଏଲ ପକ୍ଷରୁ ନିର୍ମିତ ମହାନଦୀ ଇନିଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏଣ୍ଡ ରିସର୍ଚ ' ମିମସାର୍ ' ସରକାରଙ୍କ ତତ୍ତ୍ଵାବଧାନରେ ଚଳାଇବା ଦାବିରେ ୩ଟି ପ୍ରମୁଖ ସଂଗଠନ ପକ୍ଷରୁ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର…

Continue Readingସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ ହେଉ ‘ ମିମସାର୍’ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବିଦ୍ୟୁତ ଆଘାତରେ ମିସ୍ତ୍ରୀ ମୃତ

ଅନୁଗୁଳ: ମଙ୍ଗଳବାର ରାତିରେ ଅନୁଗୁଳ ଶିମିଳିପଡ଼ାଠାରେ ଏକ ବିଦ୍ୟୁତ୍ ଦୁର୍ଘଟଣାରେ ଜଣେ ରାଜମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ପ୍ରକାଶ ଯେ, ଶିମିଳିପଡ଼ାଠାରେ ଭଡ଼ାଘରେ ରହୁଥିବା ବିଶ୍ବ ମଣ୍ତଳ ନାମକ ଜଣେ ରାଜମିସ୍ତ୍ରୀ ଗତ ରାତିରେ ଘରେ ବିଦ୍ୟୁତ୍ ଲାଇନ୍ ସଜାଡ଼ିଲା ବେଳେ ଝଟକା…

Continue Readingବିଦ୍ୟୁତ ଆଘାତରେ ମିସ୍ତ୍ରୀ ମୃତ

ନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ବୃଦ୍ଧଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

ଅନୁଗୁଳ: ସୋମବାର ଅପରାହ୍ଣରେ କଣିହାଁ ବ୍ଲକ ତଥା ରେଙ୍ଗାଳି ଥାନା ଅଞ୍ଚଳରେ ଜଣେ ୯ ବର୍ଷର ବାଳିକାକୁ ବଳାତ୍କାର କରଯାଇଛି। ଚକ୍ଲେଟ୍, ବିସ୍କୁଟ ଦେବାର ପ୍ରଲୋଭନ ଦେଖାଇ ପଡୋଶୀ ଡିଲେଶ୍ୱର ବେହେରା ନାମକ ଜଣେ ୫୪ ବର୍ଷୀୟ ବୃଦ୍ଧ ଘରକୁ ଡାକି…

Continue Readingନାବାଳିକାକୁ ବଳାତ୍କାର, ଅଭିଯୁକ୍ତ ବୃଦ୍ଧଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

ସାଇବର ଠକଙ୍କୁ ସାବଧାନ?

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମାତିଛନ୍ତି ସାଇବର ଲୁଟେରା। ସତର୍କତାର ସହ ବରିଷ୍ଠ ନାଗରିକ, ବ୍ୟବସାୟୀ ଓ ନିରୀହ ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସୋମବାର ଅନୁଗୁଳ ସହରର ଜଣେ ମହିଳା ଲୁଟ୍‌ର ଶିକାରା…

Continue Readingସାଇବର ଠକଙ୍କୁ ସାବଧାନ?

ଚତୁର୍ଥୀ ପୂର୍ବ ରାତିରେ ନବବଧୂ ଛୁ’

ଅନୁଗୁଳ: ରାତି ପାହିଲେ ଚତୁର୍ଥୀ, ରିସେପ୍‌ସନ୍‌ ପାର୍ଟି। ଚତୁର୍ଥୀ ଦିନ ରିସେପ୍‌ସନ୍‌, ତେଣୁ ଭୋଜିଭାତ ପ୍ରସ୍ତୁତିରେ ପରିବାର ଏକଦମ୍‌ ବ୍ୟସ୍ତ। ଏହାର ସୁଯୋଗ ନେଇ ପାହାନ୍ତ ପ୍ରହରରେ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ। ଶୁକ୍ରବାର ସକାଳୁ ଅନୁଗୁଳ ସହର ଉପକଣ୍ଠରେ…

Continue Readingଚତୁର୍ଥୀ ପୂର୍ବ ରାତିରେ ନବବଧୂ ଛୁ’

ଭାଗବଣ୍ଟା ବେଳେ ମାଡ଼ି ବସିଲା ବନ ବିଭାଗ

ଅନୁଗୁଳ: ଆଠମଲ୍ଲିକ ବ୍ଳକ୍‌ ଠାକୁରଗଡ଼ ଥାନା ଅନ୍ତର୍ଗତ ଗିରିଡ଼ା ଗାଁରେ ବନ ବିଭାଗ ଅତର୍କିତ ଚଢ଼ଉ କରି ୧୨ କେଜି ବାର‌୍‌ହା ମା˚ସ ଜବତ କରିଛି। ଜନ୍ତୁ ଶିକାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଥିବା ଧଣ୍ତାତୋପା ବନାଞ୍ଚଳ ଅଧିକାରୀ ରାହାସ…

Continue Readingଭାଗବଣ୍ଟା ବେଳେ ମାଡ଼ି ବସିଲା ବନ ବିଭାଗ

ଛଟେଇ ଠିକା ବିଦ୍ୟୁତ୍‌ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି

ଅନୁଗୁଳ: ଏନ୍‌ଜେଏନ୍‌ଠାରୁ ବିଦ୍ୟୁତ୍‌ ଆବଣ୍ଟନ ଦାୟିତ୍ବ ଟିପିସିଓଡିଏଲ୍‌ (ଟାଟା ପାଵାର‌୍‌ ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମଟେଡ୍‌) ଅଧୀନକୁ ଯିବା ପରେ ପୂର୍ବରୁ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିଯୁକ୍ତି ମିଳିନାହିଁ। ବାରମ୍ବାର ଦାବି ସତ୍ତ୍ବେ ଟାଟା ପାୱାର ସେମାନଙ୍କୁ ନିଯୁକ୍ତି ନ ଦେବାରୁ…

Continue Readingଛଟେଇ ଠିକା ବିଦ୍ୟୁତ୍‌ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି

ରାତ୍ର ଜଗୁଆଳିଙ୍କ ସନ୍ଦେହଜନକ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ପୌର କାର୍ଯ୍ୟାଳୟର ରାତ୍ର ଜଗୁଆଳି ଅମର ବାହାଦୁର ଖାଲେଙ୍କର ଗୁରୁବାର ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଛି। ଗୁରୁବାର ସକାଳେ ଅନୁଗୁଳ ତହସିଲ ଅଫିସ୍‌ ନିକଟରେ ତାଙ୍କର ମୃତଦେହ ପଡିଥିବାର ଦେଖା ଯାଇଥିଲା। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।…

Continue Readingରାତ୍ର ଜଗୁଆଳିଙ୍କ ସନ୍ଦେହଜନକ ମୃତ୍ୟୁ

ପାଉଁଶ ଟ୍ରକ୍‌ ଚଳାଚଳକୁ ବିରୋଧ

ଅନୁଗୁଳ: ସରକାରୀ ଗାଇଡ୍‌ଲାଇନ୍‌ ଉଲ୍ଲ˚ଘନ କରି କଣିହାଁ ରାସ୍ତାରେ ବେଧଡ଼କ ଚାଲିଛି ପାଉଁଶ ପରିବହନ। ରାସ୍ତାରେ ପାଣି ସିଞ୍ଚନ ନକରି ଗାଡ଼ି ଚଳାଚଳକୁ ବିରୋଧ କରିବାରୁ କେତେକ ଦୁବୃର୍ତ୍ତ କମରେଇ ସରପଞ୍ଚ ଦୁଃଖବନ୍ଧୁ ଭୂତିଆଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି।…

Continue Readingପାଉଁଶ ଟ୍ରକ୍‌ ଚଳାଚଳକୁ ବିରୋଧ

ଫଟୋ ଉଠାଇବାକୁ କେନ୍ଦ୍ରକରି ଗଣ୍ତଗୋଳ

ଅନୁଗୁଳ: ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା କୃତ୍ତିବାସପୁର ଗ୍ରାମରେ ଫଟୋ ଉଠାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ଯରେ ସୋମବାର ଗଣ୍ତଗୋଳ ହୋଉଛି। ପରଦିନ ଘଟଣା ନେଇ ଥାନାରେ ଅଭିଯୋଗ ହୋଇଛି। କିଶୋର ଚନ୍ଦ୍ର ବେହେରାଙ୍କୁ ସେହି ଗ୍ରାମର ଦ୍ବାରୀ ବେହେରା, ବାସୁଦେବ…

Continue Readingଫଟୋ ଉଠାଇବାକୁ କେନ୍ଦ୍ରକରି ଗଣ୍ତଗୋଳ