କଳାକନା ବୁଲାଇଲା ରାତ୍ର ଜଗୁଆଳ
ଅନୁଗୁଳ: ମାଲିକ ବିଶ୍ବାସରେ ବିଷ। ମାଲିକ ଘରକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ରାତ୍ର ଜଗୁଆଳି ନିଜେ ଚୋରି କରି କଳାକନା ବୁଲାଇଲା। ଅନୁଗୁଳ ସହରରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମାଲିକଙ୍କ ଘରୁ ମୂଲ୍ୟବାନ୍ ବେଡ୍, ଚେୟାର୍,…
ଅନୁଗୁଳ: ମାଲିକ ବିଶ୍ବାସରେ ବିଷ। ମାଲିକ ଘରକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ରାତ୍ର ଜଗୁଆଳି ନିଜେ ଚୋରି କରି କଳାକନା ବୁଲାଇଲା। ଅନୁଗୁଳ ସହରରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମାଲିକଙ୍କ ଘରୁ ମୂଲ୍ୟବାନ୍ ବେଡ୍, ଚେୟାର୍,…
ଅନୁଗୁଳ: ଅନୁଗୁଳ ବ୍ଲକର ଜଙ୍ଗଲ ଘେରା ତଳସିରା ଗ୍ରାମରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ତିନି ଜଣଙ୍କ ତିନି ବଖରା ଘର ଭସ୍ମୀଭୂତ ହୋଇଯାଇଛି।ଅନୁଗୁଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ଘର ପୋଡି ପାଉଁଶ ହୋଇଯାଇଥିଲା।ପ୍ରାପ୍ତ ସୂଚନା…
ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଥମିବାର ନାଁ ନେଉନି ସାଇବର ଠକେଇ। ନୂଆ ନୂଆ ଉପାୟରେ ବରିଷ୍ଠ ନାଗରିକ, ବ୍ୟବସାୟୀ ଓ ନିରୀହ ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ସ˚ଚିତ ଅର୍ଥକୁ ଲୁଟି ଚାଲିଛନ୍ତି ସାଇବର ଅପରାଧୀ। ସେପଟେ…
ତାଳଚେର: ଶନିବାର ବିଳମ୍ବିତ ରାତିରୁ ନିଖୋଜ ଥିବା ପାକିସ୍ତାନ ଫେରନ୍ତା, ସୁନ୍ଦରଗଡ଼ କୁତ୍ରା ଥାନା ଇଲାକାର ବିରଜୁ କୁଲୁ ତାଳଚେରରୁ ଉଦ୍ଧାର ହେଇଛନ୍ତି। ସୋମବାର ରାତିରେ ବିର୍ଜୁ ରାଉରକେଲାରୁ ବସରେ ଆସି ତାଳଚେର ବସଷ୍ଟାଣ୍ଡରେ ଓହ୍ଲାଇଥିଲେ। ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ…
ତାଳଚେର: ତାଳଚେର ଥାନା ବହଲର ଛକ ନିକଟରେ ଏକ ଗୋ ଚାଲାଣକାରୀ ଦଳକୁ କାବୁ କରିଛି ପୁଲିସ୍। ତାଳଚେର ଥାନା ପୁଲିସ୍ ସୋମବାର ଭୋର୍ ସାଢେ଼ ୫ଟା ବେଳେ ପାଟ୍ରୋଲି˚ କରୁଥିବା ବେଳେ ଦୁଇଟି ଏସିଇ ଗାଡ଼ିରେ ଗୋଚାଲାଣ ହେଉଥିବା ଜାଣିବାକୁ…
ତାଳଚେର: କଣିହାଁ ଥାନାର ଘଣ୍ଟିଆନାଳି ବରସାହିଠାରେ ଥିବା ଏକ ପୋଖରୀରୁ ମାଛ ଚୋରି ନେଇ ଗତ ରବିବାର ଥାନାରେ ଅଭିଯୋଗ ହୋଇଛି। ଡେରେଙ୍ଗ ପଞ୍ଚାୟତ ଅଧୀନସ୍ଥ ଘଣ୍ଟିଆନାଳି ବରସାହିଠାରେ ଥିବା ଏହି ପୋଖରୀରେ ୧୦ ବର୍ଷ ହେଲା ଡେରେଙ୍ଗ ଗ୍ରାମର ଡିଲେଶ୍ବର…
ଅନୁଗୁଳ: ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକଣ୍ଡା ଗାଁ ନିକଟରେ ଏକ ପିକଅପ୍ ଭ୍ୟାନ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ଆରୋହୀ ଏହି ଥାନା ଖଲାରି ଗ୍ରାମର ଜଗଦୀଶ ପ୍ରଧାନ (୨୭) ଓ ପଡୋଶୀ କୁମୁରିସିଙ୍ଗା ଗ୍ରାମର…
ଅନୁଗୁଳ : କଣିହାଁ କୋଇଲା ଖଣି ଦ୍ୱାରା କ୍ଷତିଗ୍ରସ୍ତ ଜରଡ଼ା ଗ୍ରାମବାସୀ ଚାରି ଦଫା ଦାବିନେଇ ଶୁକ୍ରବାର ସନ୍ଧ୍ୟାରୁ ଖଣିର କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଗ୍ରାମବାସୀମାନଙ୍କ ଦାବି ଗୁଡିକ ମଧ୍ୟରେ ରହିଛି ଜରଡ଼ା ଗ୍ରାମବାସୀଙ୍କୁ ସ୍ଥାନୀୟ ପଥରମୁଣ୍ଡା ଗ୍ରାମରେ ତୁରନ୍ତ ଥଇଥାନ,…
ପାଲଲହଡା: ଶନିବାର ପୂର୍ବାହ୍ନ ସାଢେ଼ ୧୧ ଟା ବେଳେ ବିଶ୍ୱନାଥ ନାଏକ ନାମକ ଜଣେ ଯୁବକ ଥାନା ଆଗରେ ଦେହରେ କିରାସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ଯାଇଛି। ତାଙ୍କ ଘର ସ୍ଥାନୀୟ ଈଶ୍ୱରନଗରରେ। ପ୍ରେମରେ ବିଫଳ ହେଇ…
ଅନୁଗୁଳ: ବୁଧବାର ଦିନ ପ୍ରାୟ ୧୧ଟା ବେଳେ ଶିମିଳିପଡ଼ାର ଏକ ଦମ୍ପତିଙ୍କୁ ଜନୈକ ଦୁବୃର୍ତ୍ତ ଲିଫ୍ଟ ଦେଇ ୨ ହଜାର ଟଙ୍କା ଲୁଟି ନେଇଥିଲା। ଶିମିଳିପଡ଼ାର ପାଣ୍ତବ ସେଠୀ ଏବ˚ ତାଙ୍କ ସ୍ତ୍ରୀ ଏକ ଶ୍ରାଦ୍ଧକ୍ରିୟାରେ ଯୋଗ ଦେବାପାଇଁ ଘରୁ ବସ୍ଷ୍ଟାଣ୍ତ…