ବୃଦ୍ଧଙ୍କୁ ହାତୀ ଦଳିଦେଲା
କଣିହାଁ: କଣିହାଁ ବ୍ଲକ ବ୍ରଜକୋଟ ଗ୍ରାମର ସୁବର୍ଣ୍ଣପୁର ସାହିରେ ହାତୀ ଆକ୍ରମଣରେ ମାୟାଧର ବେହେରା ( ୫୫ )ଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ଏହି ଅଘଟଣ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମାୟାଧର ସକାଳେ…
କଣିହାଁ: କଣିହାଁ ବ୍ଲକ ବ୍ରଜକୋଟ ଗ୍ରାମର ସୁବର୍ଣ୍ଣପୁର ସାହିରେ ହାତୀ ଆକ୍ରମଣରେ ମାୟାଧର ବେହେରା ( ୫୫ )ଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ଏହି ଅଘଟଣ ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମାୟାଧର ସକାଳେ…
ଅନୁଗୁଳ: ଆଠମଲ୍ଲିକ ବନଖଣ୍ତ ବାମୁର ବନାଞ୍ଚଳ ଅନ୍ତର୍ଗତ କଦଳୀମୁଣ୍ତା ସେକ୍ସନ ତେନ୍ତଳାପାଣି ବିଟ୍ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ଦନ୍ତାଟି ନିମୋନିଆରେ ପୀଡ଼ିତ ଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଶନିବାର ଦନ୍ତା ସହ ଏକ ହାତୀପଲ ରେଢ଼ାଖୋଲ…
ଛେଣ୍ଡିପଦା: ବାଲି ଚାଲାଣକୁ ବିରୋଧ କରିବାରୁ ଗ୍ରାମବାସୀଙ୍କ ନାମରେ ଏତଲା। ଟ୍ରାକ୍ଟର ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ପୁଲିସ୍ ୧୧ ଜଣ ଗ୍ରାମବାସୀଙ୍କ ନାମରେ କେଶ୍ ରୁଜୁ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଛେଣ୍ଡିପଦା ଥାନା ଚାଙ୍ଗୁଡିଆ ଗ୍ରାମରେ। ଚାନ୍ଦା ଆଦାୟ…
ଅନୁଗୁଳ: ନାଲକୋନଗର ଥାନା କାଣ୍ଡସର ଗୌଡସାହିଠାରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି। ମୃତ ଯୁବକ ଗୌତମ ବେହେରା (୪୦) ଓ ତାଙ୍କ ଘର ନିଶା ଶିଳ୍ପାଞ୍ଚଳ ଥାନା ଜାମୁଣ୍ଡା ଜଙ୍ଗଲ ଗ୍ରାମରେ। ସେ କାଣ୍ଡଶର ଗୌଡସାହି…
ଅନୁଗୁଳ: ମଙ୍ଗଳବାର ଅପରାହ୍ନରେ ନାଲକୋ କାଣ୍ତସର୍ ସ୍ଥିତ ହୋଟେଲ ଭୋଜନ ବାହାରରେ ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇ ତିନି ଜଣ ନାଲକୋ ଇଞ୍ଜିନିୟର ଗିରଫ ହୋଇଛନ୍ତି। ପୁଲିସ୍ ବୁଧବାର ସେମାନଙ୍କୁ ଗିରଫ କରିବା ସହ କୋଭିଡ୍ ଟେଷ୍ଟ କରାଇ କୋର୍ଟ ଚାଲାଣ…
ଅନୁଗୁଳ: ବୁଧବାର ସକାଳେ ଅନୁଗୁଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଏକ ଗ୍ୟାରେଜରୁ ଚୋରି ସନ୍ଦେହରେ ନାବାଳକକୁ ଗ୍ୟାରେଜ ମାଲିକ ଖୁଣ୍ଟରେ ବାନ୍ଧି ବାଡ଼ିଆପିଟା କରିଥିଲେ। ତେବେ କିଛି ସମୟ ପରେ ଧମକ ଚମକ୍…
ଅନୁଗୁଳ: ପୂଜା ଋତୁରେ ବୋନସ୍ ନମିଳିବାରୁ କ୍ଷୁବ୍ଧ ହୋଇଛନ୍ତି ରେଳବାଇ କର୍ମଚାରୀ। ସେଥିପାଇଁ ଅନୁଗୁଳ ରେଳବାଇ କର୍ମଚାରୀମାନେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାମାରୀ ସମୟରେ କର୍ମଚାରୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁନଥିବା ଅଭିଯୋଗ…
ତାଳଚେର : ତାଳଚେର ସରାଙ୍ଗ ବ୍ରାହ୍ମଣୀ ବ୍ରିଜ ଉପରେ ମଙ୍ଗଳବାର ପୂର୍ବାହ୍ନରେ ଭୟଙ୍କର ଦୁର୍ଘଟଣା ଘଟିଛି। ସ୍କର୍ପିଓ ଧକ୍କାରେ ଦୁଇ ବାଇକ୍ ଛିନ ଛତର, ଜଣେ ମୋଟରସାଇକେଲ ଆରୋହୀ ନଦୀ ଭିତରକୁ ଛିଟିକି ପଡ଼ିଥିଲେ।ଅନ୍ୟ ଜଣକ ପୋଲ ଉପରେ କଚାଡି ହୋଇ…
ଅନୁଗୁଳ: ସୋମବାର ସନ୍ଧ୍ୟାରେ ଅନୁଗୁଳ କମଲେଶ ହୋଟେଲ୍ ନିକଟରୁ ମୋବାଇଲ୍ ଛଡ଼ାଇ ଧରା ପଡିଛନ୍ତି ଦୁଇ ଦୁର୍ବୃତ୍ତ। ଆଙ୍କୁଲା ଗ୍ରାମର ଜଣେ ଯୁବକ ମୋବାଇଲରେ କଥା ହେଇ ସାଇକେଲରେ ସର୍କିଟ ହାଉସ ଆଡକୁ ଯାଉଥିବାବେଳେ ଦୁଇ ଜଣ ଯୁବକ ପଛପଟୁ ବାଇକରେ…
ଅନୁଗୁଳ: ନୂତନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅନୁଗୁଳରେ ଯୋଗ ଦେବା ପରଠାରୁ ଗୋଟିଏ ପରେ ଗୋଟିଏ ନୂଆ, ଅଭିନବ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାରେ ଅଛନ୍ତି। କୋଭିଡ୍-୧୯ ପାଇଁ ଜିଲ୍ଲାର ଅଭିଯୋଗ ଶୁଣାଣି ବନ୍ଦ ରହିଥିବା ବେଳେ ଏଣିକି…