ସିବିଆଇ କହି ବ୍ଲାକମେଲ୍ ଉଦ୍ୟମ ବିଫଳ
ଅନୁଗୁଳ: ଆଜି ଅନୁଗୁଳ ସହର ହେମସୁରପଡ଼ା ଅଞ୍ଚଳର ଏସ ଦଳବେହେରାଙ୍କ ପାଖକୁ ଦିନ ୧୧:୫୧ ମିନିଟରେ ଏକ ଭଏସ୍ କଲ୍ ଆସିଥିଲା। ପୋଲିସ ପ୍ରୋଫାଇଲ୍ ଫଟୋ ଥାଇ କଲର୍ ଜଣକ ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଇଥିଲେ। ସେ…
ଅନୁଗୁଳ: ଆଜି ଅନୁଗୁଳ ସହର ହେମସୁରପଡ଼ା ଅଞ୍ଚଳର ଏସ ଦଳବେହେରାଙ୍କ ପାଖକୁ ଦିନ ୧୧:୫୧ ମିନିଟରେ ଏକ ଭଏସ୍ କଲ୍ ଆସିଥିଲା। ପୋଲିସ ପ୍ରୋଫାଇଲ୍ ଫଟୋ ଥାଇ କଲର୍ ଜଣକ ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଇଥିଲେ। ସେ…
ଅନୁଗୁଳ: ସ୍ଥାନୀୟ ସଦର ଓ ଜରପଡା ଥାନା ଅଞ୍ଚଳରେ ବିଷ ପିଇ ଦୁଇ ଜଣ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ବଲାସିଂହା ପଞ୍ଚାୟତର ବାଲି ସାହି ଗ୍ରାମର ଗିରିଶ ସାହୁ (୭୦) କୌଣସି କାରଣରୁ ବିଷ ପିଇ ଗୁରୁତର ହୋଇଥିଲେ।…
ଅନୁଗୁଳ: ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ମାଟିଆ ସାହିରେ ସାମାନ୍ୟ ବଚସାକୁ ନେଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ମୁତାବକ, ପୁରୁଣାଗଡ଼ ମାଟିଆ ସାହି ଗ୍ରାମର ଶରତ ନାଏକଙ୍କ ପୁଅ ମାନସ ନାଏକ(୩୨) ସେହି ଗ୍ରାମର ମାଗତା ନାଏକଙ୍କ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦୁର୍ଗାପୁର ଛକ ନିକଟରୁ ପୋଲିସ ୩ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ଟାଙ୍ଗର ସାହିର ସନାତନ ସାହୁ। ପୋଲିସ…
ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ପଞ୍ଚାୟତର ଚମ୍ପତିମୁଣ୍ଡା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ଶ୍ରୀକାନ୍ତ ବିଶ୍ବାଳଙ୍କ ଝିଅ ଶ୍ରୀୟା ବିଶ୍ବାଳ (୧୪)। ସୂଚନା ମୁତାବକ, ଶ୍ରୀୟା ଗାଁ ଠାରୁ ଦୁଇଶହ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ପରଙ୍ଗ ଗୋଛାୟତ ସାହି ନିକଟରେ ଥିବା ନାଳ ପାଖରେ ଏକ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତକ ପରଙ୍ଗ ଗ୍ରାମ ଗୋଛାୟତ ସାହିର ନରେନ୍ଦ୍ର ଗୋଛାୟତଙ୍କ ପୁଅ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଡେରଜେଙ୍ଗ ଗ୍ରାମରେ ଗୁରୁବାର ସକାଳେ ନଡ଼ା ଘର ଛପର କରୁଥିବା ବେଳେ ତଳେ ଥିବା ଦୁଇଜଣଙ୍କ ଉପରେ କାନ୍ଥ ପଡ଼ିଯାଇଛି। ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଗାଁ…
ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ କଳମଛୁଇଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କହ୍ନେଇ ନାଏକଙ୍କ ପୁଅ ପଞ୍ଚାନନ ନାଏକ (୪୫)। ସୂଚନା ମୁତାବକ, ପଞ୍ଚାନନ ମଙ୍ଗଳବାର ରାତି ୧୧ଟା ସମୟରେ କାମ ସାରି…
ଅନୁଗୁଳ: ସାପ କାମୁଡ଼ାରେ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ପଞ୍ଚାୟତର ଧରାକୁଠ ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରଫୁଲ୍ଲ ମାଟିଆରି(୪୫)। ସୂଚନା ମୁତାବକ, ପ୍ରଫୁଲ୍ଲ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା।…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ମଝିବଜାର ପୋଲ ଉପରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଆହାତ ହୋଇଛନ୍ତି। ଗୁରୁତର ସାଇକେଲ ଆରୋହୀ ଜଣଙ୍କ ହେଲେ ଛେଣ୍ତିପଦା ଥାନା ଧୁଡାମାଳ ସାହିର ପବନା…