୫ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ, ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଓ ବାଗଡ଼ିଆ ଥାନା ପୋଲିସ ବେଆଇନ ବାଲି ଚାଲାଣ ବେଳେ ଚଢ଼ଉ କରି ୫ଟି ଟ୍ରାକ୍ଟର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ, ଛେଣ୍ଡିପଦା ବ୍ଲକରେ ଥିବା…

Continue Reading୫ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ, ୫ ଗିରଫ

ଘରୁ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଲୁହାମୁଣ୍ଡା ଗ୍ରାମର ଜଣଙ୍କ ଘରୁ ଶନିବାର ଏକ ନାଗ ସାପ ଉଦ୍ଧାର କରାଯାଇଛି। ଗାଁର ଦୟାନିଧି ସ୍ଵାଇଁଙ୍କ ଘରେ ଆଜି ଅପରାହ୍ନରେ ଏକ ନାଗ ସାପ ପଶି ଯାଇଥିଲା। ସାପ ଦେଖି ଦୟାନିଧି ଓ ତାଙ୍କ ପରିବାର…

Continue Readingଘରୁ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ଉଦ୍ଧାରକାରୀ ଟିମ୍

ଅବକାରୀ ଚଢ଼ଉ: ଚୋରା ଦେଶୀ ମହୁଲି ମଦ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର କିଶୋରନଗର ଓ ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ ଚୋରା ଦେଶୀ ମହୁଲି ମଦ ଜବତ କରାଯାଇଛି। ଏଥିସହ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ବୟ ହେଲେ…

Continue Readingଅବକାରୀ ଚଢ଼ଉ: ଚୋରା ଦେଶୀ ମହୁଲି ମଦ ଜବତ, ୨ ଗିରଫ

ମାଟ୍ରିକ ପରୀକ୍ଷା ସାରି ମାମୁ ଘର ବୁଲି ଯାଇଥିଲେ… ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ କଇଁଫୁଲିଆ ସାହି ପୋଖରୀରେ ବୁଡ଼ି ଜଣେ ଦଶମ ପରୀକ୍ଷା ଦେଇଥିବା ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ନିକଟସ୍ଥ ଶାବଳଭଙ୍ଗା ପଞ୍ଚାୟତ ସ୍ୱୟଂସୁନ୍ଦରପୁର କରଡ଼ାବଣି ଗାଁର ସିଦ୍ଧାର୍ଥ ସାହୁ…

Continue Readingମାଟ୍ରିକ ପରୀକ୍ଷା ସାରି ମାମୁ ଘର ବୁଲି ଯାଇଥିଲେ… ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ

ବସରେ ଚଢ଼ିଲେ କିନ୍ତୁ ଭଡ଼ା ଦେଲା ବେଳକୁ ଅବକାରୀ କର୍ମଚାରୀ କହି ଧମକାଇଲେ, କଣ୍ଡକ୍ଟରଙ୍କୁ କହିଲେ- ‘ମୁଁ ସରକାରୀ ଚାକିରିଆ, ପଇସା ଦେବିନି’

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗର ଜଣେ ଅଧିକାରୀ ଜଣେ ବସ କଣ୍ଡକ୍ଟରଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିବା ନେଇ ଅଭିଯୋଗ ଆସିଛି।  ବସ କଣ୍ଡକ୍ଟର ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛନ୍ତି। ସୂଚନା…

Continue Readingବସରେ ଚଢ଼ିଲେ କିନ୍ତୁ ଭଡ଼ା ଦେଲା ବେଳକୁ ଅବକାରୀ କର୍ମଚାରୀ କହି ଧମକାଇଲେ, କଣ୍ଡକ୍ଟରଙ୍କୁ କହିଲେ- ‘ମୁଁ ସରକାରୀ ଚାକିରିଆ, ପଇସା ଦେବିନି’

ଶ୍ରେଣୀ ଗୃହରୁ ୮ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ସୁରକ୍ଷିତ ଛାଡ଼ିଲେ ସର୍ପମିତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହୀଧରପୁର ପଞ୍ଚାୟତ ଅନ୍ତର୍ଗତ ଶାଳଗାଁ ପ୍ରାଥମିକ ବିଦ୍ୟାଳୟରୁ ବୁଧବାର ଏକ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି। ସୂଚନା ମୁତାବକ, ଆଜି ଅପରାହ୍ନରେ ଶାଳଗାଁ ପ୍ରାଥମିକ ବିଦ୍ୟାଳୟର ଏକ କକ୍ଷରେ ସାପ ଥିବା ଜଣେ ଶିକ୍ଷକ ଦେଖିଥିଲେ।…

Continue Readingଶ୍ରେଣୀ ଗୃହରୁ ୮ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ସୁରକ୍ଷିତ ଛାଡ଼ିଲେ ସର୍ପମିତ୍ର

ବାଙ୍କ ବୁଲିବା ବେଳେ ଭାରସାମ୍ୟ ହରାଇ ବିଲରେ ପଶିଲା ୨ ଆମ୍ବୁଲାନ୍ସ: ଭାଙ୍ଗିଲା ଇଲେକ୍ଟ୍ରିକ ଖୁଣ୍ଟି, ଯାତାୟାତ ବାଧାପ୍ରାପ୍ତ

ଅନୁଗୁଳ: ବିଲରେ ପଶିଲା ଆମ୍ବୁଲାନ୍ସ। ବାଙ୍କ ବୁଲିବା ବେଳେ ଭାରସାମ୍ୟ ହରାଇ ଦୁଇଟି ଆମ୍ବୁଲାନ୍ସ ଅନୁଗୁଳ ବ୍ଲକ ଅନ୍ତର୍ଗତ ଖଣ୍ଡହତା ଛକ ନିକଟରେ ବିଲରେ ଫସିଯାଇଛି। ଫଳରେ ଦୁଇଟି ଇଲେକ୍ଟ୍ରିକ ଖୁଣ୍ଟ ଭାଙ୍ଗିବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଛି। ସୂଚନା…

Continue Readingବାଙ୍କ ବୁଲିବା ବେଳେ ଭାରସାମ୍ୟ ହରାଇ ବିଲରେ ପଶିଲା ୨ ଆମ୍ବୁଲାନ୍ସ: ଭାଙ୍ଗିଲା ଇଲେକ୍ଟ୍ରିକ ଖୁଣ୍ଟି, ଯାତାୟାତ ବାଧାପ୍ରାପ୍ତ

ସୁନା ଚେନ ଚୋରି ଅଭିଯୋଗ! ଫଟୋଗ୍ରାଫରକୁ ନିର୍ଦ୍ଧୁମ ମାଡ଼

ଅନୁଗୁଳ: ସୁନା ଚେନ୍ ଚୋରି ଅଭିଯୋଗରେ ଫଟୋଗ୍ରାଫରଙ୍କୁ ମାଡ଼। ଆଖିବୁଜା ମାଡ଼ରେ ଯୁବକ ଲହୁଲୁହାଣ। ଅଭିଯୋଗ ପରେ ତାଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିବା ଅଭିଯୋଗ ହୋଇଛି। ଅଟକ ଯୁବକ ଈଙ୍କରବନ୍ଧ ଅଞ୍ଚଳର ଜଣେ ଫଟୋଗ୍ରାଫର ବୋଲି ସୂଚନା ମିଳିଛି। ପୋଲିସ୍…

Continue Readingସୁନା ଚେନ ଚୋରି ଅଭିଯୋଗ! ଫଟୋଗ୍ରାଫରକୁ ନିର୍ଦ୍ଧୁମ ମାଡ଼

ଟ୍ରକ ଧକ୍କାରେ ଭୁଶୁଡ଼ିଲା ଇଲେକ୍ଟ୍ରିକ ଖୁଣ୍ଟ: ଯାତାୟାତ ବାଧାପ୍ରାପ୍ତ, ଅନ୍ଧାର ଯୋଗୁ ଛାତ୍ରଛାତ୍ରୀଙ୍କ ପଢ଼ା ପ୍ରଭାବିତ

ଅନୁଗୁଳ: ଟ୍ରକ ଧକ୍କାରେ ଭୁଶୁଡ଼ି ପଡ଼ିଲା ଇଲେକ୍ଟ୍ରିକ ଖୁଣ୍ଟ। ପୂରା ଅଞ୍ଚଳ ଅନ୍ଧାର। ଅନ୍ଧକାର ଯୋଗୁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ବ୍ୟାହତ ହୋଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ବଜାର ତେଲିସିଂହା…

Continue Readingଟ୍ରକ ଧକ୍କାରେ ଭୁଶୁଡ଼ିଲା ଇଲେକ୍ଟ୍ରିକ ଖୁଣ୍ଟ: ଯାତାୟାତ ବାଧାପ୍ରାପ୍ତ, ଅନ୍ଧାର ଯୋଗୁ ଛାତ୍ରଛାତ୍ରୀଙ୍କ ପଢ଼ା ପ୍ରଭାବିତ

ଯୌତୁକ ନିର୍ଯାତନା ଅଭିଯୋଗ: ବିବାହର ୨ ବର୍ଷ ପରେ ସ୍ବାମୀ ବିରୋଧରେ ଥାନାର ଦ୍ୱାରସ୍ଥ ହେଲା ସ୍ତ୍ରୀ

ଅନୁଗୁଳ: ବାହାଘରର ୨ ବର୍ଷ ପରେ ସ୍ତ୍ରୀକୁ ଯୌତୁକ ନିର୍ଯାତନା। ଏନେଇ ସ୍ୱାମୀ ନାଁରେ ଜରପଡ଼ା ଥାନାରେ ଅଭିଯୋଗ କରିଛି ନିଜେ ପୀଡ଼ିତା ସ୍ତ୍ରୀ।ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହିର ପ୍ରିୟତମା ସାହୁ ୩ ବର୍ଷ ତଳେ…

Continue Readingଯୌତୁକ ନିର୍ଯାତନା ଅଭିଯୋଗ: ବିବାହର ୨ ବର୍ଷ ପରେ ସ୍ବାମୀ ବିରୋଧରେ ଥାନାର ଦ୍ୱାରସ୍ଥ ହେଲା ସ୍ତ୍ରୀ