କୋଇଲା ଖଣିରେ ଡିନାମାଇଟ ବିସ୍ଫୋରଣ: ଭାଙ୍ଗିଲା ଘର ଓ ପାଚେରୀ, ତାତିଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଲିଙ୍ଗରାଜ କୋଇଲା ଖଣିରେ ବ୍ୟବହୃତ ହେଉଥିବା ବିସ୍ଫୋରକ ଡିନାମାଇଟ୍‌ରେ ପ୍ରଭାବ ଘର ଓ ପାଚେରୀ ଭାଙ୍ଗିଛି। ଏ ନେଇ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ମୁତାବକ, ସୋମବାର ଅପରାହ୍ନରେ ବିସ୍ଫୋରଣରେ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ…

Continue Readingକୋଇଲା ଖଣିରେ ଡିନାମାଇଟ ବିସ୍ଫୋରଣ: ଭାଙ୍ଗିଲା ଘର ଓ ପାଚେରୀ, ତାତିଲେ ଲୋକେ

ଭାରସାମ୍ୟ ହରାଇ ଓଲଟିଲା କାର: ଜଣେ ମୃତ, ଚାଳକ ଗୁରୁତର

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ରାଣୀଭୂଇଁ ନିକଟରେ ସୋମବାର ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୌଦ୍ଧ ଜିଲ୍ଲା ବୁଟୁପାଲି ଗ୍ରାମର ଧନଞ୍ଜୟ ମେହେର। ସେ କାରରେ…

Continue Readingଭାରସାମ୍ୟ ହରାଇ ଓଲଟିଲା କାର: ଜଣେ ମୃତ, ଚାଳକ ଗୁରୁତର

ସାତକୋଶିଆରେ ଅସୁରକ୍ଷିତ ହାତୀ: ନାଳରୁ ଉଦ୍ଧାର ହେଲା ଛୁଆ ଦନ୍ତାର ମୃତ ଦେହ

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପାସର ବନାଞ୍ଚଳ ଅନ୍ତର୍ଗତ ଲବଙ୍ଗୀରୁ କନ୍ତରସିଙ୍ଗା ଯିବା ରାସ୍ତାର ଏକ ନାଳରୁ ଉଦ୍ଧାର ହୋଇଛି ଦନ୍ତାହାତୀର ମୃତ ଦେହ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା। ସଂକ୍ରମଣ କାରଣରୁ ହାତୀର ମୃତ୍ୟୁ ହୋଇଥିବା ବନ…

Continue Readingସାତକୋଶିଆରେ ଅସୁରକ୍ଷିତ ହାତୀ: ନାଳରୁ ଉଦ୍ଧାର ହେଲା ଛୁଆ ଦନ୍ତାର ମୃତ ଦେହ

ମହୁମାଛି ଆକ୍ରମଣରେ ଦମ୍ପତି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ମହୁମାଛି ଆକ୍ରମଣରେ ଦମ୍ପତି ଗୁରୁତର। ଗୁରୁତର ସ୍ୱାମୀ-ସ୍ତ୍ରୀ ହେଲେ ପୋକତୁଙ୍ଗା ଅଞ୍ଚଳର ବଶିଷ୍ଠ ସାହୁ ଏବଂ ତାଙ୍କ ପତ୍ନୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଶନିବାର ଅପରାହ୍ନରେ ବଶିଷ୍ଠ ଓ…

Continue Readingମହୁମାଛି ଆକ୍ରମଣରେ ଦମ୍ପତି ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଘରୁ ୧୨ କିଲୋ ଗଞ୍ଜେଇ ସହ ବନ୍ଧୁକ ଜବତ, ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ପୁଲିସ ଦମଦର ଗ୍ରାମରେ ଚଢ଼ଉ କରି ୧୨ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି।ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇ କିଶୋରନଗର ଆଇଆଇସି ବିଭୂତି ପ୍ରଧାନ ସଦଳବଳେ ଦମଦର ଗ୍ରାମର…

Continue Readingଘରୁ ୧୨ କିଲୋ ଗଞ୍ଜେଇ ସହ ବନ୍ଧୁକ ଜବତ, ଅଭିଯୁକ୍ତ ଗିରଫ

ଘରୁ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସାପ ଧରାଳି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଚୂଡ଼ାପୁର ଗ୍ରାମର ଭବାନୀ ମାଝୀଙ୍କ ଘରୁ ଏକ ବିଷଧର ନାଗ ସାପକୁ ଶନିବାର ଉଦ୍ଧାର କରାଯାଇଛି। ସାପକୁ ହଣ୍ଡପା ବନ ବିଭାଗ ଜରିଆରେ ନିକଟସ୍ଥ ଜଙ୍ଗଲରେ ଛଡ଼ାଯାଇଛି। ସୂଚନା ମୁତାବକ, ଏକ…

Continue Readingଘରୁ ନାଗ ସାପ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସାପ ଧରାଳି

ଗଂଜେଇ ବିକ୍ରି ମାମଲାରେ ଜଣେ ଗିରଫ, ୩ ମାସ ହେଲା ଅଭିଯୁକ୍ତକୁ ଖୋଜୁଥିଲା ପୁଲିସ

ଅନୁଗୁଳ: ଗଂଜେଇ ବିକ୍ରି ମାମଲାରେ ଅନୁଗୁଳ ଜିଲ୍ଲା ଗୋପୀନାଥପୁର ଗାଁର ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବକ ହେଲେ ମୁନା ଖିଲାର। ପୁଲିସ ଗତକାଲି ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗତ ୨୦୨୪ ଡିସେମ୍ବର ୨୮…

Continue Readingଗଂଜେଇ ବିକ୍ରି ମାମଲାରେ ଜଣେ ଗିରଫ, ୩ ମାସ ହେଲା ଅଭିଯୁକ୍ତକୁ ଖୋଜୁଥିଲା ପୁଲିସ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ବେଳେ ଦୁର୍ଘଟଣା, ଶ୍ରମିକଙ୍କ ବେକ ତଳେ ପଶିଲା ରଡ୍‌

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନୂତନ ବିଲ୍ଡିଂ କାମ ଚାଲିଥିବା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କାମ କରୁଥିବା ଜଣେ ଶ୍ରମିକଙ୍କ ଦେହରେ ଏକ ରଡ୍‌ ଗଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅନୁଗୁଳ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ ବେଳେ ଦୁର୍ଘଟଣା, ଶ୍ରମିକଙ୍କ ବେକ ତଳେ ପଶିଲା ରଡ୍‌

ଆରପାରିରେ ଅବସରପ୍ରାପ୍ତ ବଡ଼ ବାବୁ ଆଡ଼ିବନ୍ଧୁ ମାଝୀ, ୭୯ ବର୍ଷରେ ନେଲେ ଶେଷ ନିଶ୍ୱାସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ହେଡ କ୍ଲର୍କ ଭାବେ ଅବସର ନେଇଥିବା ଆଡ଼ିବନ୍ଧୁ ମାଝୀଙ୍କ ୭୯ ବର୍ଷ ବୟସରେ ପରଲୋକ ଘଟିଛି। ମଙ୍ଗଳବାର ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ମଣ୍ଡାପାଳ ଡାକ୍ତରଖାନା ନେଇଥିଲେ। ସେଠାରୁ…

Continue Readingଆରପାରିରେ ଅବସରପ୍ରାପ୍ତ ବଡ଼ ବାବୁ ଆଡ଼ିବନ୍ଧୁ ମାଝୀ, ୭୯ ବର୍ଷରେ ନେଲେ ଶେଷ ନିଶ୍ୱାସ

ଜଙ୍ଗଲ ନିଆଁ ଉଡ଼ି ଜଳିଗଲା କବାଡ଼ି ଦୋକାନ, ଲକ୍ଷାଧିକ ଟଙ୍କାର ଜିନିଷ ପାଉଁଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ପଞ୍ଚାୟତର ସ୍କଟଲ୍ୟାଣ୍ଡପୁର କେନାଲ ନିକଟରେ ଥିବା ଏକ ଅବ୍ୟବହୃତ ପ୍ଲାଷ୍ଟିକ ଗୋଦାମ କବାଡ଼ି ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଜିନିଷ ଜଳିଯାଇଛି। ଖବର ପାଇ ତାଳଚେର ଅଗ୍ନିଶମ ବାହିନୀ ପହଞ୍ଚି…

Continue Readingଜଙ୍ଗଲ ନିଆଁ ଉଡ଼ି ଜଳିଗଲା କବାଡ଼ି ଦୋକାନ, ଲକ୍ଷାଧିକ ଟଙ୍କାର ଜିନିଷ ପାଉଁଶ