ସାନତ୍ରିବିଡ଼ାରେ ବନ ବିଭାଗର ଚଢ଼ଉ, ବିପୁଳ ଚୋରା କାଠ ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମୁଣ୍ଡା ବିଟ୍ର ସାନତ୍ରିବିଡ଼ା ଗାଁରୁ ବିପୁଳ ପରିମାଣର ଚୋରା କାଠ ଜବତ କରିଛି ବନ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଣିହାଁ ଜଙ୍ଗଲ ବିଭାଗ ରେଞ୍ଜ ଅଧିକାରୀ ସାନତ୍ରିବିଡ଼ାରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ୫…
ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମୁଣ୍ଡା ବିଟ୍ର ସାନତ୍ରିବିଡ଼ା ଗାଁରୁ ବିପୁଳ ପରିମାଣର ଚୋରା କାଠ ଜବତ କରିଛି ବନ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଣିହାଁ ଜଙ୍ଗଲ ବିଭାଗ ରେଞ୍ଜ ଅଧିକାରୀ ସାନତ୍ରିବିଡ଼ାରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ୫…
କଣିହାଁ: ଅନୁଗୁଳ ଜିଲା କଣିହାଁ ବ୍ଲକ ସମଲ ଥାନା ପବିତ୍ରନଗର ନିକଟ ତାଳଚେର-ପାଳଲହଡା ମୂଖ୍ୟ ରାସ୍ତାରେ ଗୁରୁବାର ଅପରାହ୍ନରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟାଟା ଏସିଇ ଗାଡି ଜଳି ଯାଇଛି। ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ହିଡିସିଂ ଗାଁରୁ ମଙ୍ଗଳବାର ଏକ ବିଶାଳକାୟ ୧୨ଫୁଟର ଅହିରାଜ ସାପ ଉଦ୍ଧାର କରାଯାଇଛି। ହିଡିସିଂ ଗାଁର ଗନ୍ଧର୍ବ ଦେହୁରୀଙ୍କ ପାଇଖାନା ଘରେ ଏକ ଅହିରାଜ ସାପ ପଶି ଯାଇଥିବା ସେ ଦେଖିବାକୁ ପାଇଥିଲେ।…
ଅନୁଗୁଳ: ଶିଶୁର ସଲିଳ ସମାଧି। ଅନୁଗୁଳ ବ୍ଲକ ଶାବଳ ଭଙ୍ଗା ଗ୍ରାମରେ ରବିବାର ଅପରାହ୍ନରେ ପାଣିରେ ବୁଡ଼ି ଏକ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ମୃତକ ହେଲେ ଶାବଳ ଭଙ୍ଗା ଗ୍ରାମର ବିଭୂତି ସେଠୀଙ୍କ ପୁଅ ବାଦଲ ସେଠୀ (୬)। ସୂଚନା…
ଅନୁଗୁଳ: ମାଲିକ ଅଗ୍ରୀମ ଟଙ୍କା ନ ଦେବାରୁ କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ। ହୋଟେଲରେ କଲେ ଭଙ୍ଗାରୁଜା। ଆଜି ଅନୁଗୁଳ ଜିଲ୍ଲା ଅମଲାପଡ଼ାରେ ଏଭଳି ଘଟଣା ସାମ୍ନାକୁ ଆସିଛି। ପୁଲିସ ପହଞ୍ଚି ଉକ୍ତ କର୍ମଚାରୀଙ୍କୁ ଉଠାଇ ନେଇଛି। ସୂଚନା ଅନୁସାରେ, ଅମଲାପଡ଼ାରେ ଥିବା…
ଅନୁଗୁଳ: ନାଲକୋରେ କାମ କରିବା ପରେ ଅସୁସ୍ଥ ହୋଇଥିବା କର୍ମଚାରୀଙ୍କ ହସ୍ପିଟାଲରେ ମୃତ୍ୟୁ। ମୃତକ ହେଲେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ହଟିଙ୍ଗର ନଦିଆଁ ବେସ୍ରା (୫୮)। ଆଜି କ୍ଷତିପୂରଣ ଦାବିରେ ପରିବାର ଲୋକ ନାଲକୋ ସ୍ମେଲଟର ଫାଟକ …
ଅନୁଗୁଳ: ଆଜି ଦିନ ବେଳା ଅନଗୁଳ ଫରେଷ୍ଟ ଡିଭିଜନ ମୋବାଇଲ ଷ୍ଟାଫକୁ ଖବର ମିଳିଲା କି ବ୍ରାହ୍ମଣୀବିଲ ଅଞ୍ଚଳରେ ବିପୁଳ ପରିମାଣର ଚୋରା କାଠ ରହିଛି। ଖବର ପାଇ ଏସିଏଫ ମୁରାରୀ ମୋହନ ପଣ୍ଡାଙ୍କ ନେତୃତ୍ୱରେ ଛେଣ୍ଡିପଦା, କୋଶଳାର ଫରେଷ୍ଟ ଷ୍ଟାଫ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ରାଣୀଭୂଇଁ ନିକଟରେ ଟ୍ରକ୍ ଧକ୍କାରେ ଏକାଧିକ ଗାଈ ଓ ମେଣ୍ଢାଙ୍କ ଜୀବନ ଯାଇଛି। ଟ୍ରକ୍ ଦଳି ଦେବାରୁ ରାଣୀଭୂଇଁ ଗ୍ରାମର ସୁରେଶ ସାହୁଙ୍କର ୩ଟି ଗାଈ ସହ ୧୮ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ପୋଲିସ…
ଅନୁଗୁଳ : ରୋଷେଇ କାଠର ନିଆଁରୁ ଜଳିଗଲା ହାଣ୍ଡିଶାଳ। ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତର କଂଜା ଗ୍ରାମରେ ଘଟିଛି ଏଭଳି ଅଘଟଣ। ସୂଚନା ଅନୁଯାୟୀ, କଂଜା ଗ୍ରାମର କାର୍ତ୍ତିକ ଦେହୁରୀ (୩୨)ଙ୍କର ରୋଷେଇ ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ନଷ୍ଟ…
ଅନୁଗୁଳ: ଦେଢ଼ ବର୍ଷ ଭଲ ପାଇଲେ, ଲୁଚିକି ବିବାହ କଲେ। ଆଉ ଶାରୀରିକ ସମ୍ପର୍କ ପରେ ଫେରାର ହୋଇଗଲା ପ୍ରେମିକ। ଏବେ ଗର୍ଭବତୀ ପ୍ରେମିକା ପ୍ରେମିକଙ୍କୁ ପାଇବାକୁ ଥାନା ଆଗରେ। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଅଞ୍ଚଳରେ ଏହି ଘଟଣା…