ଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ବିରୁ ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବିରୁ ଗ୍ରାମର କୁନ୍ତଳା ପଧାନ(୬୫)। ସୂଚନା ମୁତାବକ, କୁନ୍ତଳା ଘର ନିକଟସ୍ଥ ବାଲିଭାଗ ପୋଖରୀକୁ ମଧ୍ୟାହ୍ନ…



