ହିଙ୍ଗୁଳା କୋଲିୟାରୀର ପୂର୍ବତନ ସମ୍ପାଦକ ରାଧାଗୋବିନ୍ଦ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ଅନୁଗୁଳ: ହିଙ୍ଗୁଳା କୋଲିୟାରୀର ପୂର୍ବତନ ସମ୍ପାଦକ ତଥା ଏମସିଏଲର ସେଫ୍ଟି ବୋର୍ଡ ସଦସ୍ୟ ଓ କେନ୍ଦ୍ରୀୟ କାର୍ଯ୍ୟାଳୟର ସମ୍ପାଦକ ଥିବା ସ୍ବର୍ଗତ ରାଧାଗୋବିନ୍ଦ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓଡିଶା କୋୟାରିଜ ମଜଦୂର ସଂଘର ସାଉଥ ବଲଣ୍ଡାସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ…

Continue Readingହିଙ୍ଗୁଳା କୋଲିୟାରୀର ପୂର୍ବତନ ସମ୍ପାଦକ ରାଧାଗୋବିନ୍ଦ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ଏନଟିପିସି ଟ୍ରେନ ଧାରଣାରୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ବିଦ୍ୟୁତ୍ ପ୍ରକଳ୍ପ ପରିସରରେ ଥିବା ଟ୍ରେନ ଧାରଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଣିହାଁ ଥାନା ଦଣ୍ତସିଂହା ଗାଁର ଛବିଳ ପରିଡ଼ା (୪୭)। ସୂଚନା ମୁତାବକ, ଛବିଳ ସିଏଚପି ସାଇଟରେ…

Continue Readingଏନଟିପିସି ଟ୍ରେନ ଧାରଣାରୁ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକଙ୍କ ମୃତ୍ୟୁ, ଶବ ରଖି ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଲେ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ତପନ କୁମାର ଦେହୁରୀଙ୍କର ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଣୁ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ପ୍ଲାଣ୍ଟ ସମ୍ମୁଖରେ ଶବ ରଖି ଧାରଣା ଦେଇଛନ୍ତି।…

Continue Readingନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ଠିକା ଶ୍ରମିକଙ୍କ ମୃତ୍ୟୁ, ଶବ ରଖି ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଲେ ପରିବାର

କାମ ସରିଲାଣି କିନ୍ତୁ ପୈଠ ହେଉନି ବିଲ୍, ୨ ଲକ୍ଷ ଟଙ୍କାରେ ୪୦ ହଜାର ଟଙ୍କା ପିସି ମାଗୁଛନ୍ତି ବ୍ଲକ ପ୍ରଶାସନ ଅଧିକାରୀ; ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଗାଁ ବଇଣ୍ଡା ଅଞ୍ଚଳରେ ଥିବା ଶନି ମନ୍ଦିର ଗୋଷ୍ଠୀ କେନ୍ଦ୍ର ନିର୍ମାଣର ବିଲ୍ ପୈଠ କରାଯାଉନଥିବା ଯୋଗୁଁ ଅସନ୍ତୋଷ ଦେଖା ଦେଇଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଶୋରନଗର…

Continue Readingକାମ ସରିଲାଣି କିନ୍ତୁ ପୈଠ ହେଉନି ବିଲ୍, ୨ ଲକ୍ଷ ଟଙ୍କାରେ ୪୦ ହଜାର ଟଙ୍କା ପିସି ମାଗୁଛନ୍ତି ବ୍ଲକ ପ୍ରଶାସନ ଅଧିକାରୀ; ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ, ଜଣେ ମୃତ, ରାସ୍ତା ଅବରୋଧ

ଅନୁଗୁଳ: ଗତ ରାତିରେ  ଅନୁଗୁଳ ସଦର ଥାନା କୁମଣ୍ଡ ସାହୁ ପଡା ଛକ ନିକଟରେ ବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ। ଜଣେ ମୃତ। ମୃତକ ହେଲେ ବଡ଼ବେରେଣା ଗାଁର ମିତୁ ଭୋଇ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ…

Continue Readingବାଇକ ଉପରେ ଚଢ଼ିଗଲା କୋଇଲା ବୋଝେଇ ଟ୍ରକ, ଜଣେ ମୃତ, ରାସ୍ତା ଅବରୋଧ

ବନ୍ତଳା ପୋଲିସକୁ ବଡ଼ ସଫଳତା: ପଶ୍ଚିମବଙ୍ଗରୁ ବୁଲେଟ ଚୋରକୁ କଲେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସକୁ ବଡ଼ ସଫଳତା ମିଳିଛି। ଗତ ବର୍ଷ ଡିସେମ୍ବର ମାସରୁ ବନ୍ତଳା ଅଞ୍ଚଳରୁ ଚୋରି ହୋଇଥିବା ବାଇକକୁ ଖୋଜି ବାହାର କରିବା ସହ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ପୋଲିସ। ଜାନୁଆରୀ ୨୬ ତାରିଖରେ ପୋଲିସ…

Continue Readingବନ୍ତଳା ପୋଲିସକୁ ବଡ଼ ସଫଳତା: ପଶ୍ଚିମବଙ୍ଗରୁ ବୁଲେଟ ଚୋରକୁ କଲେ ଗିରଫ

ନିୟମିତ ଆସୁ ନାହାନ୍ତି ସାର୍: ପ୍ରତିବାଦରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ଅନୁଗୁଳ: ସାର ନିୟମିତ ଆସୁ ନ ଥିବାରୁ ସ୍କୁଲରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଅନ୍ତର୍ଗତ କରଡ଼ାପାଳ ପଞ୍ଚାୟତ ମୁନିପାଳପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଆଜି ଏଭଳି ଘଟଣା ଘଟିଛି। ଏଠାରେ ପ୍ରଥମରୁ ପଞ୍ଚମ…

Continue Readingନିୟମିତ ଆସୁ ନାହାନ୍ତି ସାର୍: ପ୍ରତିବାଦରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ

କୋଚିଂ ସେଣ୍ଟରରୁ ସାଇକେଲ ଚୋରି କରି ବନ୍ଧା ହେଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅମଲାପଡ଼ାର ଏକ କୋଚିଂ ସେଣ୍ଟରରୁ ସାଇକେଲ ଚୋରି କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଜଣକ ହେଲେ ରାସୋଳ ଥାନା ବେଡ଼ାପଡ଼ା ଗାଁର ସୁନିଲ ସାହୁ (୩୫)। ସୂଚନା ଅନୁସାରେ, ମଙ୍ଗଳବାର ହେମସୁରପଡ଼ାର…

Continue Readingକୋଚିଂ ସେଣ୍ଟରରୁ ସାଇକେଲ ଚୋରି କରି ବନ୍ଧା ହେଲେ ଯୁବକ

ଗଞ୍ଜା ଲଢ଼େଇ କରି ଜୁଆ ଖେଳୁଥିଲେ, ମାଡ଼ି ବସିଲା ପୋଲିସ

ଅନୁଗୁଳ: ଅନୁଗୁଳରେ ଜୁଆ ଖେଳ ବେଳେ ମାଡ଼ି ବସିଲା ପୋଲିସ। ଜୁଆ ଖେଳାଳିଙ୍କୁ ଗିରଫ କରିବା ସହ ଗଞ୍ଜା, ଖାସି ଓ ବାଇକ ଜବତ। ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ପାଟ୍ରୋଲିଂ ପୋଲିସ ଗୋପୀନାଥପୁର…

Continue Readingଗଞ୍ଜା ଲଢ଼େଇ କରି ଜୁଆ ଖେଳୁଥିଲେ, ମାଡ଼ି ବସିଲା ପୋଲିସ

ଟ୍ରକ ପଛକୁ ପିଟିଲା ତୀର୍ଥଯାତ୍ରୀ ବୋଲେରୋ: ୭ ଆହତ, ୨ ଗୁରୁତର

ଅନୁଗୁଳ: ଟ୍ରକ ପଛକୁ ପିଟିଲା ତୀର୍ଥଯାତ୍ରୀଙ୍କୁ ନେଇ ଆସୁଥିବା ବୋଲେରୋ। ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥର କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ରବିବାର ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୯ ଜଣ ମହିଳା ଆହତ ହୋଇଥିବା ବେଳେ ୨ ଜଣଙ୍କ…

Continue Readingଟ୍ରକ ପଛକୁ ପିଟିଲା ତୀର୍ଥଯାତ୍ରୀ ବୋଲେରୋ: ୭ ଆହତ, ୨ ଗୁରୁତର