ନାଲକୋରୁ ବିରାଟ ଅଜଗର ଉଦ୍ଧାର

ଅନୁଗୁଳ: ନାଲକୋ ଗେଟ୍ ନଂ ୧ ନିକଟରେ ଏକ ଅଜଗର ଥିବାର ଖବର ପାଇ ଗୁରୁବାର ସଂଧ୍ୟାରେ ଜଙ୍ଗଲ ବିଭାଗର ରାପିଡ୍ ରେସ୍ପନ୍ସ ଟିମ୍ ଘଟଣା ସ୍ଥଳକୁ ଯାଇଥିଲେ। ତାଲିମ ପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଲୋକଙ୍କୁ ଆତଙ୍କିତ ହେବାକୁ…

Continue Readingନାଲକୋରୁ ବିରାଟ ଅଜଗର ଉଦ୍ଧାର

ନିଆଁ ଲାଗି ଦୁଇ ବଖରା ଘର ଜଳିଗଲା

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ସାପଘରା ପଂଚାୟତ ଖମାର ଗ୍ରାମର ସୁଲେଇ କୁଦେଇଙ୍କ ଘରେ ଅଚାନକ ନିଆଁ ଲାଗି ଦୁଇ ବଖରା ଘର ସମ୍ପୂର୍ଣ୍ଣ ପୋଡି ହୋଇଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି। ଖବର ପାଇ ପାଇକସାହି…

Continue Readingନିଆଁ ଲାଗି ଦୁଇ ବଖରା ଘର ଜଳିଗଲା

ଠାକୁରଗଡ଼ରେ ମଦ୍ୟପ ଚାଳକ ଗିରଫ, ବାଇକ୍ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ପୋଲିସ ସୋମବାର ଠାକୁରଗଡ଼ ଅଞ୍ଚଳରେ ବିଭିନ୍ନ ଗାଡ଼ି ମୋଟର ଯାଞ୍ଚ କରିଛି। ଉଭୟ ପାର୍ଶ୍ୱରୁ ଆସୁଥିବା ସମସ୍ତ ବାଇକ୍‌ଗୁଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ମଦ୍ୟପାନ କରି ବାଇକ୍ ଚଳାଉଥିବା ଅଭିଯୋଗରେ ଜଣେ…

Continue Readingଠାକୁରଗଡ଼ରେ ମଦ୍ୟପ ଚାଳକ ଗିରଫ, ବାଇକ୍ ଜବତ

କାର ଧକ୍କାରେ ଅଟୋ ଓଲଟିଲା; ୪ ଗୁରୁତର ଆହତ

ଅନୁଗୁଳ: ଅନୁଗୁଳ ଜିଲା କିଶୋରନଗର ବ୍ଲକ ଅନ୍ତର୍ଗତ ହଣ୍ଡପା ଥାନା ଅଞ୍ଚଳର ରାଣୀଭୂଇଁ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ଅଟୋକୁ ପଛରୁ ଏକ କାର୍ ଧକ୍କା ଦେବା ଫଳରେ ଅଟୋଟି ଓଲଟି ପଡ଼ିଛି ଏବଂ ଅଟୋରେ ବସିଥିବା…

Continue Readingକାର ଧକ୍କାରେ ଅଟୋ ଓଲଟିଲା; ୪ ଗୁରୁତର ଆହତ

ଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ

ପାଳଲହଡା: ରବିବାର ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର  ଜାତୀୟ ରାଜପଥ କାଇଁଶିରିପାଲି ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ଥାନୀୟ ସାମନ୍ତ ସାହିର ରଞ୍ଜନ କୁମାର…

Continue Readingଅଜଣା ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ରାସ୍ତା ଅବରୋଧ

ଶିକାର ପାଇଁ ଇଲେକ୍ଟ୍ରିକ ତାର ବିଛାଇବା ବେଳେ ମାଡ଼ି ବସିଲେ ବନ ଅଧିକାରୀ: ଜଣେ ଗିରଫ, ସାମଗ୍ରୀ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ବିଟର ମାରୁଢିପ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ନିକଟରୁ ଗୁରୁବାର ବିଳମ୍ବିତ ରାତିରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଯୁବକ ହେଲେ କଣଲୋଇ ଗ୍ରାମର ଗଜପତି ନାଏକ। ସୂଚନା ମୁତାବକ,…

Continue Readingଶିକାର ପାଇଁ ଇଲେକ୍ଟ୍ରିକ ତାର ବିଛାଇବା ବେଳେ ମାଡ଼ି ବସିଲେ ବନ ଅଧିକାରୀ: ଜଣେ ଗିରଫ, ସାମଗ୍ରୀ ଜବତ

ଉର୍ମିଳା ଆପାର୍ଟମେଣ୍ଟରୁ ଚୋରି: ଦୁଇ ଘରେ କଳା କନା ବୁଲାଇଲା ଦୁର୍ବୃତ୍ତ

ଅନୁଗୁଳ: ସ୍ଥାନୀୟ କରଡାଗାଡିଆ ଅଞ୍ଚଳରେ ଥିବା ଉର୍ମିଳା ଆପାର୍ଟମେଣ୍ଟର ଦୁଇଟି ଘରେ ଗତକାଲି ରାତ୍ରିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଚୋରି କରିନେଇଛନ୍ତି। ଘର ମାଲିକମାନେ ନ ଥିବାରୁ ଘର ଦୁଇଟି ଯାଞ୍ଚ କରାଯାଇ ପାରିନାହିଁ, ଫଳରେ କେତେ ମୂଲ୍ୟର ସାମଗ୍ରୀ ଚୋରି…

Continue Readingଉର୍ମିଳା ଆପାର୍ଟମେଣ୍ଟରୁ ଚୋରି: ଦୁଇ ଘରେ କଳା କନା ବୁଲାଇଲା ଦୁର୍ବୃତ୍ତ

ଅପହୃତ ନବମ ଶ୍ରେଣୀ ଛାତ୍ରୀ ଉଦ୍ଧାର, ଯୁବକ ଗିରଫ

ବଇଣ୍ଡା: ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ୍ ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ବେଳେ ବୁଧବାର ଠାକୁରଗଡ଼ ପୋଲିସ୍ ଉକ୍ତ ଛାତ୍ରୀଙ୍କୁ ସାଲେପୁର ଅଞ୍ଚଳରୁ ଉଦ୍ଧାର କରିଛି। ଏହି ଅପହରଣରେ ସମ୍ପୃକ୍ତ ଥିବା ଠାକୁରଗଡ଼ ଥାନା ଅନ୍ତର୍ଗତ ଝିଲ୍ଲୀମୁଣ୍ଡା…

Continue Readingଅପହୃତ ନବମ ଶ୍ରେଣୀ ଛାତ୍ରୀ ଉଦ୍ଧାର, ଯୁବକ ଗିରଫ

ଯାଞ୍ଚ ସମୟରେ ମଦ୍ୟପ ଚାଳକ ଗିରଫ: ଦୁଇ ବାଇକ୍ ଜବତ

ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ପୋଲିସ ପକ୍ଷରୁ ଗାଡି ମଟର ଯାଞ୍ଚ କରାଯାଇଛି। ଏହି ସମୟରେ ମଦ୍ୟପାନ କରି ବାଇକ ଚଳାଉଥିବା ଅଭିଯୋଗରେ ମାମୁରିଝରନ ଗ୍ରାମର ସଂକେତ ନାୟକ ଓ ବନ୍ଧଗାଁ ଗ୍ରାମର ନରେଶ ନାୟକଙ୍କୁ ଗିରଫ କରାଯାଇଛି। ଏଥିସହ…

Continue Readingଯାଞ୍ଚ ସମୟରେ ମଦ୍ୟପ ଚାଳକ ଗିରଫ: ଦୁଇ ବାଇକ୍ ଜବତ

ତାଳଚେର ପୋଲିସକୁ ବଡ଼ ସଫଳତା: ୨ ହଜାର ଲିଟର ଚୋରା ଡିଜେଲ ଜବତ

ଅନୁଗୁଳ: ଚୋରା ଡିଜେଲ ବେପାରୀଙ୍କ ଯୋଜନା ପଣ୍ଡ କଲା ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ୍। ହାତୀ ଆତଙ୍କ ଖବର ପାଇ ଲୋକଙ୍କୁ ସଚେତନତା କରାଇବା ପାଇଁ ଯାଉଥିବା ସମୟରେ ସ୍କଟଲାଣ୍ଡପୁର ଠାରେ ମାଫିଆମାନେ ଚୋରା ଡିଜେଲ କାରବାର କରୁଥିବା ପୋଲିସ ଦେଖିଥିଲା।…

Continue Readingତାଳଚେର ପୋଲିସକୁ ବଡ଼ ସଫଳତା: ୨ ହଜାର ଲିଟର ଚୋରା ଡିଜେଲ ଜବତ