ଜଣାଶୁଣା କ୍ରିକେଟର୍ ସୁକୁମାର ନାୟକଙ୍କ ପରଲୋକ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ଗ୍ରାମର କ୍ରୀଡ଼ାବିତ ସୁକୁମାର ନାୟକଙ୍କର ମଙ୍ଗଳବାର ପରଲୋକ ହୋଇଛି। ସେ ସକାଳେ ଘରେ ବ୍ରସ କରୁଥିବା ବେଳେ ଅଚେତ ହୋଇ ପଡିଥିଲେ। ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ଗ୍ରାମର କ୍ରୀଡ଼ାବିତ ସୁକୁମାର ନାୟକଙ୍କର ମଙ୍ଗଳବାର ପରଲୋକ ହୋଇଛି। ସେ ସକାଳେ ଘରେ ବ୍ରସ କରୁଥିବା ବେଳେ ଅଚେତ ହୋଇ ପଡିଥିଲେ। ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ଫାଣ୍ଡିରେ ଏକ ଅପହରଣ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ, ମହିଧରପୁର ଗ୍ରାମର ଜଣେ ୧୭ ବର୍ଷର ବାଳିକା ତାଙ୍କ ମାମୁଁ ଘର ଶାଳବଣି ସାହି ରହୁଥିଲା। ଆଜି ଅପରାହ୍ନ ତିନିଟା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ନନ୍ଦିନୀପାଲି ଗ୍ରାମ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ଗ୍ରାମର ଗୁରୁବାରୀ ନାୟକ। ରବିବାର ସନ୍ଧ୍ୟାରୁ ଗୁରୁବାରୀ କୌଣସି…
ଅନୁଗୁଳ: କଥାରେ ଅଛି ଦାନେ 'ଦାନେ ପେ ଲିଖା ହୋତା ହେ ଖାନେ ବାଲା କା ନାମ'। ରବିବାର ଛାଡଖାଇ ପାଳିବେ ବୋଲି ଅନୁଗୁଳ ଗାର୍ଲ୍ସ ହାଇସ୍କୁଲ ପାଖ ଏକ ସେଲୁନ ମାଲିକ ପାଞ୍ଚ ଦିନ ହେବ ବଡ଼ ଗଞ୍ଜାଟିଏ କିଣି…
ବଇଣ୍ଡା: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଉଥିବା ବେଳେ ଏହା ଉପରେ ରୋକ ଲଗାଇବାକୁ ବନ ବିଭାଗ ବିଫଳ ହେଉଛି। ଫଳରେ କେବଳ ଶିକାର ନୁହେଁ, ବିଦ୍ୟୁତ୍ ତାରରେ ଫାଶ ବସାଯିବା ଯୋଗୁଁ ଲୋକେ ମଧ୍ୟ…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ରେଙ୍ଗାଲି ଥାନା ଅଞ୍ଚଳରେ ପୋଲିସ ଦ୍ୱାରା ଯାଞ୍ଚ ବେଳେ ଚୋରି ହୋଇଥିବା ଏକ ମୋଟରସାଇକେଲ୍ ଜବତ ହେବା ସହ ଜଣେ ଚାଳକଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟାହ୍ନରେ ରେଙ୍ଗାଳି ଥାନା ଅଧୀନ ପୋଡ଼ଗଡ଼ ପାର୍ଶ୍ୱରେ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଚୋରା ଅଷ୍ଟ୍ରେଲିଆନ କୋଇଲା ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜରଡ଼ା ଗ୍ରାମର ପ୍ରତାପ ଧଳ ଓ…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଞ୍ଚଳର ବଲାଙ୍ଗୀରେ ସୋମବାର ଦିନ ଦ୍ୱିପ୍ରହରରେ ତିନି ଦୁର୍ବୃତ୍ତ ଭୁଜାଲି ଦେଖାଇ ଖମାର ଥାନା ଶଙ୍ଖମୁର ଗ୍ରାମର ପ୍ରଭାକର ଆଚାର୍ଯ୍ୟ ଓ ତାଙ୍କ ସ୍ତ୍ରୀଙ୍କ ଠାରୁ ସୁନାଚେନ ଓ ମୋବାଇଲ ଲୁଟି…
ତାଳଚେର: ତାଳଚେର ରେଳ ଷ୍ଟେସନ୍ ନିକଟରେ ଦୁର୍ବୃତ୍ତଙ୍କ ଦୁଇ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ରେଳ କର୍ମଚାରୀ ଶିବଶଙ୍କର କୁମାରଙ୍କ ମାଛ ଗୋଦାମ ନିକଟ ଭଡ଼ାଘରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପ୍ରବେଶ କରି ୧୫ ଗ୍ରାମ୍ ସୁନାଚେନ୍, ରୂପା ଅଳଙ୍କାର ଓ…
ତାଳଚେର: ହିଙ୍ଗୁଳା କୋଇଲା ଖଣି ଅଞ୍ଚଳରୁ ଡିଜେଲ ଚୋରି ରାକେଟ ସକ୍ରିୟ ଥିବା ବେଳେ ଗୋପାଳପ୍ରସାଦ ପୋଲିସ ଗତକାଲି ଜଣେ ଯୁବକକୁ ଗିରଫ କରିଛି। ପୂର୍ବତନ ସରପଞ୍ଚ ବିମ୍ବାଧର ବେହେରାଙ୍କ ଆକ୍ତିଭା ସ୍କୁଟି (OD 35D 0947)ରେ ଏମ୍ସିଏଲ୍ ହିଙ୍ଗୁଳା ଖଣିରୁ…