ବିଶ୍ରାମ ନେବା ବେଳେ ଗଛରୁ ଶୁଖିଲା କାଠ ପଡ଼ି ଯୁବକ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଖୁଣ୍ଟାନାଳି ଗ୍ରାମରେ ଗଛରୁ ଶୁଖିଲା କାଠ ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଖୁଣ୍ଟାନାଳି ଗ୍ରାମର କାଳିଆ ସାହୁ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, କାଳିଆ ସାହୁ ଗୁରୁବାର ମଧ୍ୟାହ୍ନରେ ଶ୍ରମିକଙ୍କୁ…

Continue Readingବିଶ୍ରାମ ନେବା ବେଳେ ଗଛରୁ ଶୁଖିଲା କାଠ ପଡ଼ି ଯୁବକ ଗୁରୁତର

ଘରେ ଝଗଡ଼ା ହେବାରୁ ବିଷ ପିଇ ଯୁବକ ମୃତ

ଅନୁଗୁଳ: ଅନୁଗୁଳରେ ବିଷ ପିଇଥିବା ଜଣେ ବ୍ୟକ୍ତିଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ମୃତକ ହେଲେ କିଶନ ସାମାଡ(୪୫)। ସୂଚନ ମୁତାବକ, ବୁଧବାର ଘରେ ଝଗଡ଼ା ହେବାରୁ ନାଲକୋ ମୁଣ୍ଡା ହଟିଙ୍ଗରେ ରହୁଥିବା କିଶନ ବିଷ ପିଇ ଦେଇଥିଲେ। ତାଙ୍କୁ…

Continue Readingଘରେ ଝଗଡ଼ା ହେବାରୁ ବିଷ ପିଇ ଯୁବକ ମୃତ

ଅବକାରୀ ଚଢ଼ଉ: ୯୫ ଲିଟର ଦେଶୀ ମହୁଲି ମଦ ଜବତ, ସମିତିସଭ୍ୟାଙ୍କ ସମେତ ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଓ ମୋବାଇଲ ସ୍କ୍ୱାର୍ଡ ବୁଧବାର ଚଢ଼ଉ କରି ୯୫ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫଙ୍କ…

Continue Readingଅବକାରୀ ଚଢ଼ଉ: ୯୫ ଲିଟର ଦେଶୀ ମହୁଲି ମଦ ଜବତ, ସମିତିସଭ୍ୟାଙ୍କ ସମେତ ୫ ଗିରଫ

ଭିଡ଼ରେ ପୁଅ ହଜିଗଲା ବାପା-ମା ନୟାନ୍ତ

ଅନୁଗୁଳ: ଆଜି ଦିନବେଳା ଲକ୍ଷ୍ମିବଜାର ସ୍ଥିତ ଗୋଟିଏ ମଲ୍ କୁ ପରଙ୍ଗ ଅଞ୍ଚଳ ଜଣେ ବ୍ୟକ୍ତି ପରିବାର ଧରି ସପିଙ୍ଗ କରିବାକୁ ଆସିଥିଲେ। ମଲରେ ଭିଡ଼ ଥିବାରୁ ବ୍ୟକ୍ତିଙ୍କ ପାଞ୍ଚ ବର୍ଷର ପୁଅଟି ମଲ୍ ବାହାରକୁ ପଳାଇ ଆସିଥିଲା। ବାଟ ନ…

Continue Readingଭିଡ଼ରେ ପୁଅ ହଜିଗଲା ବାପା-ମା ନୟାନ୍ତ

ଅନୁଗୁଳ ମେଡ଼ିକାଲରୁ ମୋବାଇଲ ଚୋରି

ଅନୁଗୁଳ: ଆଜି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧରପ୍ରସାଦ ଅଞ୍ଚଳର ଜଣେ ବ୍ୟକ୍ତି ସମୀର ଅମାନ୍ତ ତାଙ୍କ ସ୍ତ୍ରୀଙ୍କୁ ଅନୁଗୁଳ ମେଡ଼ିକାଲର ଏମସିଏଚ ବିଭାଗରେ ଭର୍ତି କରାଇବା ପରେ ତଳକୁ ଆସି ନିଜର ଏକ ଦାମିକା ମୋବାଇଲ ଟିକୁ ଚାର୍ଜରେ ବସାଇଥିଲେ।…

Continue Readingଅନୁଗୁଳ ମେଡ଼ିକାଲରୁ ମୋବାଇଲ ଚୋରି

ଡାକ୍ତରଖାନା ସିକ୍ୟୁରିଟି ଓ ରୋଗୀଙ୍କ ସଂପର୍କୀୟ ମୁହାଁ ମୁହିଁ

ଅନୁଗୁଳ: ଆଜି ଅପରାହ୍ନ ଚାରିଟା ସମୟରେ ଅନୁଗୁଳ ଡାକ୍ତରଖାନା ପରିସରରେ ସିକ୍ୟୁରିଟି ଓ ସ୍ଥାନୀୟ କିଛି ଯୁବକଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିଥିଲା। ଗୋଟିଏ ବସ୍ତିର ଦୁଇଜଣ ଯୁବକ ଦେହ ଦେଖାଇବାକୁ ଅନୁଗୁଳ ଡାକ୍ତରଖାନା ଆସିଥିଲେ। ସେମାନେ ବାଇକ୍ ଟିକୁ…

Continue Readingଡାକ୍ତରଖାନା ସିକ୍ୟୁରିଟି ଓ ରୋଗୀଙ୍କ ସଂପର୍କୀୟ ମୁହାଁ ମୁହିଁ

ପଥଚାରୀଙ୍କୁ ପଛରୁ ଧକ୍କା ଦେଲା ବାଇକ୍, ହସ୍ପିଟାଲରେ ମୃତ

ଅନୁଗୁଳ: ବାଇକ ଧକ୍କାରେ ପଥଚାରୀଙ୍କ ମୃତ୍ୟୁ। ଅନୁଗୁଳ ଜିଲ୍ଲା ମହୀଧରପୁରରୁ ବନ୍ତଳା ରାସ୍ତାରେ ମହିଧରପୁର ଗାଁର ଶମ୍ଭୁ ସାହୁ (୫୫) ଚାଲିଚାଲି ଯାଉଥିବା ବେଳେ ତାଙ୍କୁ ପଛରୁ ଏକ ବାଇକ୍ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଛିଟିକି ପଡ଼ିଥିଲେ। ତାଙ୍କୁ…

Continue Readingପଥଚାରୀଙ୍କୁ ପଛରୁ ଧକ୍କା ଦେଲା ବାଇକ୍, ହସ୍ପିଟାଲରେ ମୃତ

ଇଲେକ୍ଟ୍ରିକ୍ ପୋଲରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଅନ୍ତୁଳିଆ ଗାଁ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରିକ୍ ପୋଲରେ ପିଟି ହୋଇଯାଇଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ,…

Continue Readingଇଲେକ୍ଟ୍ରିକ୍ ପୋଲରେ ପିଟି ହେଲା ବାଇକ: ଜଣେ ମୃତ, ଜଣେ ଗୁରୁତର

ସ୍କୁଲରୁ ଫେରି ନାଳକୁ ଯାଇଥିବା ବେଳେ ୨ ବାଳକ ମୃତ

କିଶୋରନଗର: ଅନୁଗୋଳ ଜିଲ୍କା କିଶୋରନଗର ବ୍ଲକ ହଣ୍ଡପା ଥାନା ବାଲିଆମ୍ବରେ ଆଜି ଏକ ଅଘଟଣ ଘଟି ୨ ବାଳକଙ୍କ ଅକାଳରେ ଜୀବନ ଯାଇଛି। ମିଳିଥିବା ସୁଚନା ଅନୁଯାଇ ହଣ୍ଡପା ଥାନା କଣ୍ଟେଇକୁଳିଆ ପଞ୍ଚାୟତର ବାଲିଆମ୍ବ ଗାଁର ବାଦଲ ବେହେରା(୯) ଓ ସୁରେନ୍ଦ୍ର…

Continue Readingସ୍କୁଲରୁ ଫେରି ନାଳକୁ ଯାଇଥିବା ବେଳେ ୨ ବାଳକ ମୃତ

ସ’ ମିଲ ରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ

ଅନୁଗୁଳ: ଅନୁଗୁଳ ବ୍ଲକ ବେନ୍ତପୁରରେ ଥିବା ସ' ମିଲରେରେ ଗୁରୁବାର ଭୋରରୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଖବର ପାଇ ଅନୁଗୁଳ ଅଗ୍ନିଶମ ବାହିନୀର ତିନିଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସବୁ…

Continue Readingସ’ ମିଲ ରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ