ଦ୍ଵିତୀୟ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ, ଅଭିଯୁକ୍ତ ଫେରାର
ତାଳଚେର: ତାଳଚେର ଡେରା ପାଣି ହାଟିଙ୍ଗ ଠାରେ ଦ୍ଵିତୀୟ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଜ୍ୟୋତି ମୁଣ୍ଡା (୩୩)। ସୂଚନା ମୁତାବକ, ୧୫ ବର୍ଷ ତଳେ ଜ୍ୟୋତି ଓ କାର୍ତ୍ତିକ ମୁଣ୍ଡା ବିବାହ କରିଥିଲେ।…
