ଝିଅ ଜ୍ୱାଇଁଙ୍କୁ ଆକ୍ରମଣ କରିଥିବା ନେଇ ଭଣଜା ନାଁରେ ଏତଲା ଦେଲେ ବିଧବା ମାଇଁ

ଛେଣ୍ଡିପଦା: ଭଣଜା ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମାଇଁ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମରେ ଝିଅ ଜ୍ୱାଇଁଙ୍କୁ ଭଣଜା ଗାଳିଗୁଲଜ କରିଥିବା ନେଇ ମାଇଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, କୋଶଳା ଗାଁର ବାରି ସାହୁଙ୍କ…

Continue Readingଝିଅ ଜ୍ୱାଇଁଙ୍କୁ ଆକ୍ରମଣ କରିଥିବା ନେଇ ଭଣଜା ନାଁରେ ଏତଲା ଦେଲେ ବିଧବା ମାଇଁ

ବସଲା ପଞ୍ଚାୟତ କାର୍ଯ୍ୟାଳୟରେ ଚୋରି, ଏତଲା ଦେଲେ ସରପଞ୍ଚ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ କାର୍ଯ୍ୟାଳୟରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। କାର୍ଯ୍ୟାଳୟରୁ କୋଡ଼ି, ଶାବଳ ଓ ସିମେଣ୍ଟ ଚୋରି ହୋଇଥିବା ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ବନ୍ତଳା ଥାନାରେ ଲିଖିତ…

Continue Readingବସଲା ପଞ୍ଚାୟତ କାର୍ଯ୍ୟାଳୟରେ ଚୋରି, ଏତଲା ଦେଲେ ସରପଞ୍ଚ

ପଡୋଶୀଙ୍କ ମାଡ଼ରେ ଯୁବକ ଗୁରୁତର, ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ପଡୋଶୀଙ୍କ ଆକ୍ରମଣରେ ଗାଁର ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଗିରଫ କରି କୋୖର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ହେଲେ…

Continue Readingପଡୋଶୀଙ୍କ ମାଡ଼ରେ ଯୁବକ ଗୁରୁତର, ଜଣେ ଗିରଫ

ମାଗଣାରେ ମଦ ନ ଦେବାରୁ ସେଲ୍‌ସମ୍ୟାନ୍‌ଙ୍କୁ ହାଣିଲେ ଯୁବକ, ଦୋକାନରେ କଲେ ବ୍ୟାପକ ଭଙ୍ଗାରୁଜା

ଅନୁଗୁଳ: ମାଗଣାରେ ମଦ ଦେବାକୁ ମନା କରିବାରୁ ଦୋକାନୀଙ୍କୁ ଖଣ୍ଡାରେ ହାଣିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି କିଛି ଯୁବକ। ଏମିତି ଅଭିଯୋଗ ଆସିଛି ଅନୁଗୁଳ ସହରସ୍ଥିତ ପ୍ରଗତି ନଗରରୁ। ଦୋକାନୀଙ୍କ ଅଭିଯୋଗ ଅନୁସାରେ, ପ୍ରଗତି ନଗରରେ ଥିବା ସରକାରୀ ଲାଇସେନ୍ସପ୍ରାପ୍ତ…

Continue Readingମାଗଣାରେ ମଦ ନ ଦେବାରୁ ସେଲ୍‌ସମ୍ୟାନ୍‌ଙ୍କୁ ହାଣିଲେ ଯୁବକ, ଦୋକାନରେ କଲେ ବ୍ୟାପକ ଭଙ୍ଗାରୁଜା

ନୂଆହତା ଅଙ୍ଗନବାଡି କେନ୍ଦ୍ରରୁ ଗ୍ୟାସ ସିଲିଣ୍ଡର ଚୋରି, ପୂର୍ବରୁ ସ୍କୁଲର ପାଣି ପମ୍ପ ନେଇଯାଇଥିଲେ ଦୁର୍ବୃତ୍ତ

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତର ଜଳିସାହି ଅଙ୍ଗନବାଡି କେନ୍ଦ୍ରରୁ ଗ୍ୟାସ ଟାଙ୍କି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନୂଆହତା ଜଳିସାହି ଅଙ୍ଗନବାଡି କେନ୍ଦ୍ରର ଦୁଇଟି ଚାବି ଅଙ୍ଗନବାଡ଼ି ଦିଦି ଭବାନୀ ମଞ୍ଜରୀ ସାହୁ…

Continue Readingନୂଆହତା ଅଙ୍ଗନବାଡି କେନ୍ଦ୍ରରୁ ଗ୍ୟାସ ସିଲିଣ୍ଡର ଚୋରି, ପୂର୍ବରୁ ସ୍କୁଲର ପାଣି ପମ୍ପ ନେଇଯାଇଥିଲେ ଦୁର୍ବୃତ୍ତ

ପାଣିପମ୍ପ ଓ ସୁନା ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଅନୁଗୁଳ ପୋଲିସ

ଅନୁଗୁଳ: ଗହଣା ଚୋରି ଅଭିଯୋଗରେ ଶନିବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ପୋଲିସ। ସୂଚନା ଅନୁସାରେ, ହାକିମପଡ଼ାର ପେସାଦାର ଅଭିଯୁକ୍ତ ଟଟ ଓରଫ ବସନ୍ତ ଗୋଚ୍ଛାୟତ(୩୦) ଗତ ମେ ମାସ ୨୨ ତାରିଖ ରାତିରେ ମାଳତୀ…

Continue Readingପାଣିପମ୍ପ ଓ ସୁନା ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଅନୁଗୁଳ ପୋଲିସ

ଭାଲୁ ଆକ୍ରମଣରେ ୨ ଆହତ, ବନ ବିଭାଗ ଦୃଷ୍ଟି ଦେବାକୁ ଦାବି

କିଶୋରନଗର: ସ୍ଥାନୀୟ କିଶୋରନଗର ଥାନା ଅଞ୍ଚଳରେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ କିଶୋରନଗର ଥାନା କଦଳୀମୁଣ୍ଡା ପଞ୍ଚାୟତର ବଣିଆଦୋହଲୀ ଗ୍ରାମର ପଦ୍ମିନୀ ପ୍ରଧାନ (୬୦) ଆଜି ନିଜ ଘର ବାରି ପଟକୁ ଯାଇଥିବା ବେଳେ ଏକ ଜଙ୍ଗଲୀ…

Continue Readingଭାଲୁ ଆକ୍ରମଣରେ ୨ ଆହତ, ବନ ବିଭାଗ ଦୃଷ୍ଟି ଦେବାକୁ ଦାବି

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହାତୀ ଆକ୍ରମଣରେ ଗୁରୁତର ଥିବା ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ କଟକ ପଠାଇଛନ୍ତି। ସୂଚନା ମୁତାବକ, ହମାବିରା…

Continue Readingହାତୀ ଆକ୍ରମଣରେ ଯୁବକ ଗୁରୁତର

୩-୪ ଦିନ ହେବ ବିଲରେ ଫସିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲା ସ୍ଥାନୀୟ ଅଗ୍ନିଶମ ବିଭାଗ

ଅନୁଗୁଳ: ସ୍ଥାନୀୟ ଫପଣ୍ଡ ଗ୍ରାମ ନିକଟ ବିଲ ମଧ୍ୟରେ ଫସି ରହିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲା ସ୍ଥାନୀୟ ଅଗ୍ନିଶମ ବିଭାଗ। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ନିକଟସ୍ଥ ଫପଣ୍ଡ ଗ୍ରାମରେ ଆଜକୁ ୩-୪ ଦିନ ହେବ ଜଣେ ୮୦…

Continue Reading୩-୪ ଦିନ ହେବ ବିଲରେ ଫସିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲା ସ୍ଥାନୀୟ ଅଗ୍ନିଶମ ବିଭାଗ

ଚାକିରି ନାଁରେ ସାଇବର ଠକେଇର ଶିକାର ହେଲେ ଯୁବକ, ଆକାଉଣ୍ଟରୁ ୯୩ ହଜାର ଗାଏବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କନ୍ୟାବେଡା ଅଞ୍ଚଳରେ ରହୁଥିବା ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ଠକାମୀର ଶିକାର ହୋଇଥିବା ଯୁବକ ହେଲେ ଅନୁରାଗ କୁମାର। ସୂଚନା ମୁତାବକ, ଅନୁରାଗ କୁମାର ଅନଲାଇନରେ ଚାକିରି ଖୋଜୁଥିଲେ। ସେଥିରେ…

Continue Readingଚାକିରି ନାଁରେ ସାଇବର ଠକେଇର ଶିକାର ହେଲେ ଯୁବକ, ଆକାଉଣ୍ଟରୁ ୯୩ ହଜାର ଗାଏବ