ଜମିରେ ଗୋରୁ ପଶିଯିବାରୁ ଗଣ୍ଡଗୋଳ, ମାଲିକଙ୍କ ଟାଙ୍ଗିଆ ଆକ୍ରମଣରେ ଗାଈ ଜଗୁଆଳୀଙ୍କ ଭାଙ୍ଗିଲା ହାତ
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗ୍ରାମରେ ଏକ ପଡ଼ିଆ ଜମିକୁ ଗୋରୁ ପଶିଯିବାକୁ କେନ୍ଦ୍ରକରି ମାଡିପିଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ସନ୍ତରାବନ୍ଧ ଗ୍ରାମର ବିଜୁ ସାହୁ ମଙ୍ଗଳବାର ଅପରାହ୍ନ ୨ଟାରେ…
