ଆକ୍ସନ ମୋଡରେ ନାଲକୋ ସୁରକ୍ଷା କର୍ମୀ, ସାଇକେଲ ଚୋରକୁ ଧରିବା ସହ ଜଣଙ୍କୁ କଲେ ଗିରଫ

ଅନୁଗୁଳ: ନାଲକୋ ଟାଉନସିପ ଅଞ୍ଚଳରୁ ବାରମ୍ବାର ସାଇକେଲ ହେଉଥିବା ବେଳେ ଏବେ ଚୋର ଧରାପଡିଛି। ସୂଚନା ଅନୁସାରେ ଗତ ୨୩ ତାରିଖ ସକାଳେ କୁଲାଢ଼ ଗ୍ରାମର ସୁଜିତ ସାମଲଙ୍କ ପୁଅ ଶୁଭମ ସାମଲ ଟାଉନସିପ ଷ୍ଟାଡିଅମ ବାହାରେ ସାଇକେଲ ରଖି ଖେଳିବା…

Continue Readingଆକ୍ସନ ମୋଡରେ ନାଲକୋ ସୁରକ୍ଷା କର୍ମୀ, ସାଇକେଲ ଚୋରକୁ ଧରିବା ସହ ଜଣଙ୍କୁ କଲେ ଗିରଫ

ଅବସରପ୍ରାପ୍ତ ଡିପିଏସ୍ ଶିକ୍ଷୟିତ୍ରୀଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଡିପିଏସର ଅବସରପ୍ରାପ୍ତ ଇଂରାଜୀ ଶିକ୍ଷୟିତ୍ରୀ ଦୀପ୍ତି ଗାଙ୍ଗୁଲିଙ୍କ ଶୁକ୍ରବାର କଲିକତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।ସେ ଅମଲାପଡ଼ାରେ ରହୁଥିଲେ।…

Continue Readingଅବସରପ୍ରାପ୍ତ ଡିପିଏସ୍ ଶିକ୍ଷୟିତ୍ରୀଙ୍କ ପରଲୋକ

ବସ୍ ହକର ନଈରେ ଭାସିଗଲେ

ଅନୁଗୁଳ: ଅନୁଗୋଳ ହେମସୁରପଡ଼ା ନିବାସୀ ଟୁଲୁ ରାଉତରାୟ ନାମକ ଜଣେ ଯୁବକ ଗୁରୁବାର ଅପରାହ୍ନରେ ମହାନଦୀରେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି। ସେ ଅନୁଗୁଳ ବସ୍ ଷ୍ଟାଣ୍ଡରେ ହକରିଂ କରୁଥିଲେ ବୋଲି ଜଣା ପଡିଛି। ତେବେ କାହିଁକି ବଉଦ ଜିଲ୍ଲାର ମହାନଦୀ…

Continue Readingବସ୍ ହକର ନଈରେ ଭାସିଗଲେ

ମୋବାଇଲ ଚୋରି କରିବା ବେଳେ ଧରାପଡ଼ି ପ୍ରବଳ ଛେଚା ଖାଇଲେ ଯୁବକ, କାନ ଧରି ମାଗିଲେ ଭୁଲ

ଅନୁଗୁଳ: ଆଜି ସନ୍ଧ୍ୟାରେ ସ୍ଥାନୀୟ ସଞ୍ଜୀବନୀ ମାର୍କେଟ ଲକ୍ଷ୍ମୀ ମନ୍ଦିର ସମ୍ମୁଖରେ ଥିବା ଏକ ମୋବାଇଲ ଦୋକାନରୁ ଚୋରି କରି ପଳାଉଥିବା ଯୁବକଙ୍କୁ ଦୋକାନୀ ମାଡ଼ିବସିଛନ୍ତି। ଯୁବକଙ୍କୁ ଧରିବା ପରେ ଦୋକାନ ମାଲିକ ଉତ୍ତମ ମଧ୍ୟମ ଦେଇଥିଲେ। ଚୋରି କରୁଥିବା ଯୁବକ…

Continue Readingମୋବାଇଲ ଚୋରି କରିବା ବେଳେ ଧରାପଡ଼ି ପ୍ରବଳ ଛେଚା ଖାଇଲେ ଯୁବକ, କାନ ଧରି ମାଗିଲେ ଭୁଲ

ଖୁଡ଼ିଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀ ବୁଡ଼ି ଝିଆରୀ ମୃତ, ଗାଁରେ ଶୋକର ବାତାବରଣ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତ ତିତିଗାଁ ଗାଁରେ ମଙ୍ଗଳବାର ଜଣେ ନାବାଳିକା ପୋଖରୀରେ ବୁଡ଼ି ପ୍ରାଣ ହରାଇଛି। ଗାଁର ବିପ୍ଳବ ଭୁକ୍ତାଙ୍କ ଝିଅ ତୃତୀୟ ଶ୍ରେଣୀର ଛାତ୍ରୀ ପ୍ରଜ୍ଞାଶ୍ରୀ ଭୁକ୍ତା (୮) ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ସେ ସ୍ଥାନୀୟ…

Continue Readingଖୁଡ଼ିଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀ ବୁଡ଼ି ଝିଆରୀ ମୃତ, ଗାଁରେ ଶୋକର ବାତାବରଣ

ବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ମଦନ ମୋହନ ପାଟଣାସାହିରେ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ପୁଅଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ସାହିର ପ୍ରଫୁଲ ବେହେରା(୫୬) ଓ ତାଙ୍କ ସାନ ପୁଅଙ୍କ ମଧ୍ୟରେ ପାରିବାରିକ…

Continue Readingବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ସାମାନ୍ୟ ବଚସାରୁ ଛୁରାମାଡ଼, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ରନ୍ତଲେଇ ଗାଁରେ ସାମାନ୍ୟ ବଚସାରୁ ଛୁରା ମାଡ଼ ହୋଇ ଜଣେ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ ରନ୍ତଲେଇର ଅଜୟ ପ୍ରଧାନ (୨୪), ତାଙ୍କ ଦାଦା ପୁଅ ପ୍ରଫୁଲ୍ଲ ସାହୁ (୨୪), ବିଷ୍ଣୁ ସାହୁ (୨୫)…

Continue Readingସାମାନ୍ୟ ବଚସାରୁ ଛୁରାମାଡ଼, ଜଣେ ଗୁରୁତର

ସଟ ସର୍କିଟ ଯୋଗୁ ଜଳିଗଲା ପିକଅପ୍ ଭ୍ୟାନ୍, ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଗଲେ ଡ୍ରାଇଭର

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର୍ ବ୍ରିଜ ଉପରେ ଆଜି ସନ୍ଧ୍ୟାରେ ଏକ ପିକଅପ୍ ଭ୍ୟାନ ଜଳି ଯାଇଛି। ଏହି ଦୁର୍ଘଟଣାରୁ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଟାଟା ଷ୍ଟିଲ…

Continue Readingସଟ ସର୍କିଟ ଯୋଗୁ ଜଳିଗଲା ପିକଅପ୍ ଭ୍ୟାନ୍, ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଗଲେ ଡ୍ରାଇଭର

କୋଇଲା ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୪ ମୋଟର ସାଇକେଲ ଜବତ, ୪ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୋଲିସ ଆଜି ସକାଳେ ସନ୍ତରାବନ୍ଧ ଠାରେ ୪ କୋଇଲା ବୋଝେଇ ମୋଟର ସାଇକେଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଟାକୁଆ ଗ୍ରାମର ଋଷଭ ମାଝୀ (୩୮), ଗୌତମ ବେହେରା…

Continue Readingକୋଇଲା ଚୋରାଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୪ ମୋଟର ସାଇକେଲ ଜବତ, ୪ ଗିରଫ

ଜିନ୍ଦଲ ପ୍ଲାଣ୍ଟରୁ ଯନ୍ତ୍ରାଂଶ ଚୋରି ଅଭିଯୋଗ, ଜଣେ ଗିରଫ

ଛେଣ୍ଡିପଦା: ଜିନ୍ଦଲ ପ୍ଲାଣ୍ଟ ପରିସରରୁ ଚୋରି କରିବା ଅଭିଯୋଗରେ କାଳିଆ କଟା ଗାଁର ବିନୟ ପ୍ରଧାନ (୨୦)ଙ୍କୁ ନିଶା ଶିଳ୍ପାଞ୍ଚଳ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ ମୁତାବକ, ଗତ ଗୁରୁବାର ବିଳମ୍ବିତ ରାତିରେ ବିନୟ ପ୍ଲାଣ୍ଟରେ ଗଚ୍ଛିତ ଥିବା…

Continue Readingଜିନ୍ଦଲ ପ୍ଲାଣ୍ଟରୁ ଯନ୍ତ୍ରାଂଶ ଚୋରି ଅଭିଯୋଗ, ଜଣେ ଗିରଫ