ଏଜିଏସ ସିକ୍ୟୋର୍ ଗାଡ଼ି ଧକ୍କାକୁ ନେଇ ଉତ୍ତେଜନା
ଅନୁଗୁଳ: ଆଜି ଦିନ ଦଶଟା ସମୟରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ସମ୍ମୁଖ ରାସ୍ତାରେ ଏକ ଏଜୀଏସ ସିକ୍ୟୋର ଗାଡ଼ି ଜଣେ ବାଇକ୍ ଆରୋହୀଙ୍କୁ ପଛରୁ ଧକ୍କା ଦେଇଥିଲା। ଏଥିରେ ବାଇକ୍ ଚାଳକ ଓ ପଛରେ ବସିଥିବା ମହିଳା ଆରୋହୀ…
ଅନୁଗୁଳ: ଆଜି ଦିନ ଦଶଟା ସମୟରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ସମ୍ମୁଖ ରାସ୍ତାରେ ଏକ ଏଜୀଏସ ସିକ୍ୟୋର ଗାଡ଼ି ଜଣେ ବାଇକ୍ ଆରୋହୀଙ୍କୁ ପଛରୁ ଧକ୍କା ଦେଇଥିଲା। ଏଥିରେ ବାଇକ୍ ଚାଳକ ଓ ପଛରେ ବସିଥିବା ମହିଳା ଆରୋହୀ…
ଛେଣ୍ଡିପଦା: ସ୍ଥାନୀୟ ଜରପଡ଼ା ଥାନା କତଡ଼ା ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ନିକଟସ୍ଥ ପୋଖରୀରୁ ଉଦ୍ଧାର ହୋଇଛି। ମୃତକ ଶ୍ରୀକର ବାଘଙ୍କ ପୁଅ ଚିଣ୍ଟୁ ବାଘ (୧୯) ବୋଲି ଜଣାଯାଇଛି। ସୂଚନା ମୁତାବକ, ଚିଣ୍ଟୁ ଗତ ଶୁକ୍ରବାର ସଂଧ୍ୟାରେ ଶୌଚ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁଠାରେ ସୋମବାର ସକାଳେ ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ତାଳଚେର ସହରର ଅମଲାପଡ଼ାର ଯୁବରାଜ ଆଦିତ୍ୟ ସିଂହ(୨୦) ସକାଳ ୮ଟାରେ ଘରୁ ଛେଣ୍ଡିପଦା ମାଇନିଂ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କୁସୁମପାଟରେ ଘର ପୋଡ଼ି ଘଟଣାରେ ଜଣେ ମହିଳା ଗୁରୁତର ହେବା ସହ ୧୦ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ସୂଚନା ମୁତାବକ, ରବିବାର ସଂଧ୍ୟାରେ ମାଗତ ଦେହୁରୀଙ୍କ ଘରେ ହଠାତ ନିଆଁ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡ଼ିଆ ଥାନା ଅନ୍ତର୍ଗତ ସାପୋଇନାଳୀ ଗାଁ ଛକରେ ଥିବା ଏକ ଦୋକାନରୁ ପୋଲିସ ୩୪ଟି ଦେଶୀ ମଦ ପାଉଚ ଜବତ କରିବା ସହ ଦୋକାନୀକୁ ଗିରଫ କରିଛି। ସୂଚନା ମୁତାବକ, ସପୋଇନାଳି ଗାଁ ଛକରେ ଦେଶୀ ମଦ…
ଅନୁଗୁଳ: ଶୁକ୍ରବାର ଅନୁଗୁଳ ଅବକାରୀ ଅଧିକ୍ଷିକା ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଜାଗାରେ ଚଢ଼ାଉ କରାଯାଇଥିଲା।ବିଭାଗ ପକ୍ଷରୁ ମୁଣ୍ଡାସାହି ଛକରେ ଏକ ବଲରୋ (OD27 B 2828)କୁ ଅଟକ ରଖାଯାଇ ୬୦ କେଜି ଗଞ୍ଜେଇ ଜବତ କରାଯିବା ସହ ୩…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୋଲିସ ଶୁକ୍ରବାର ଚୋରି ଅଭିଯୋଗରେ ୪ ଜଣ ଚୋରଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ବଅଁପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ଗାଁ ନରେନ୍ଦ୍ରପୁରଠାରେ ସରକାରଙ୍କ ଦ୍ବାରା ନିର୍ମାଣ ହେଉଥିବା ଅନୁସୁଚିତ ଜାତି ଓ ଜନଜାତିର…
ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଶୈଳ ଶ୍ରୀକ୍ଷେତ୍ର ପରିସରରେ ଥିବା ବିମଳା ମନ୍ଦିର ନିକଟରେ ପାଞ୍ଚ ଫୁଟିଆ ଏକ ନାଗ ସାପ ବୁଲୁଥିବା ମନ୍ଦିରର ମୁଖ୍ୟ ପୂଜକ ମନୋଜ କର ଦେଖିଥିଲେ। ଏହାପରେ ସର୍ପମିତ୍ର ଆଦିତ୍ୟ ବେହେରା ଓ ପିଣ୍ଟୁ ବେହେରାଙ୍କୁ ଖବର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବୁଧବାର ରାତିରେ ଚୋରି ହୋଇଛି। ଏ ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ଯେ, ଗୁରୁବାର ସକାଳେ ମନ୍ଦିର ପୂଜା କରିବାକୁ ଯିବା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା ନିକଟରେ ପିକଅପ୍ ଭ୍ୟାନ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ବାଗେଡ଼ିଆ ଥାନା ରାଇପାଳ (ଖଇରବେରେଣି)ର…