କୋଇଲା ବୋଝେଇ ପିକ୍ଅପ୍ ଜବତ, ୩ ଗିରଫ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୋଲିସ ସୋମବାର ରାତିରେ ୫୫ ନଂ ଜାତୀୟ ରାଜପଥରେ ଏକ ଚୋରା କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୋଲିସ ସୋମବାର ରାତିରେ ୫୫ ନଂ ଜାତୀୟ ରାଜପଥରେ ଏକ ଚୋରା କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ…
ପାଳଲହଡ଼ା: ପାଳଲହଡ଼ା ବ୍ଲକ୍ ୧୪୯ ନମ୍ୱର୍ ଜାତୀୟ ରାଜପଥ ଖମାର ଥାନା ଅନ୍ତର୍ଗତ ବାଞ୍ଜିକୁସମ୍ ଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ଡାହାଣ ଗୋଡ଼ ଖଣ୍ଡ ବିଖଣ୍ଡିତ ହୋଇ ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡିଆ ହରିଜନ ସାହିରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ପୁଆଳ ଗଦା ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ବାଗେଡିଆ ହରିଜନ ସାହିର ସାରଥୀ ନାଏକଙ୍କ ପୁଆଳ ଗଦାରେ ସଟ୍ ସର୍କିଟ ଯୋଗୁଁ ନିଆଁ…
ଅନୁଗୁଳ: ନାଲକୋ ଟାଉନସିପ ଅଞ୍ଚଳରୁ ବାରମ୍ବାର ସାଇକେଲ ହେଉଥିବା ବେଳେ ଏବେ ଚୋର ଧରାପଡିଛି। ସୂଚନା ଅନୁସାରେ ଗତ ୨୩ ତାରିଖ ସକାଳେ କୁଲାଢ଼ ଗ୍ରାମର ସୁଜିତ ସାମଲଙ୍କ ପୁଅ ଶୁଭମ ସାମଲ ଟାଉନସିପ ଷ୍ଟାଡିଅମ ବାହାରେ ସାଇକେଲ ରଖି ଖେଳିବା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଡିପିଏସର ଅବସରପ୍ରାପ୍ତ ଇଂରାଜୀ ଶିକ୍ଷୟିତ୍ରୀ ଦୀପ୍ତି ଗାଙ୍ଗୁଲିଙ୍କ ଶୁକ୍ରବାର କଲିକତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।ସେ ଅମଲାପଡ଼ାରେ ରହୁଥିଲେ।…
ଅନୁଗୁଳ: ଅନୁଗୋଳ ହେମସୁରପଡ଼ା ନିବାସୀ ଟୁଲୁ ରାଉତରାୟ ନାମକ ଜଣେ ଯୁବକ ଗୁରୁବାର ଅପରାହ୍ନରେ ମହାନଦୀରେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି। ସେ ଅନୁଗୁଳ ବସ୍ ଷ୍ଟାଣ୍ଡରେ ହକରିଂ କରୁଥିଲେ ବୋଲି ଜଣା ପଡିଛି। ତେବେ କାହିଁକି ବଉଦ ଜିଲ୍ଲାର ମହାନଦୀ…
ଅନୁଗୁଳ: ଆଜି ସନ୍ଧ୍ୟାରେ ସ୍ଥାନୀୟ ସଞ୍ଜୀବନୀ ମାର୍କେଟ ଲକ୍ଷ୍ମୀ ମନ୍ଦିର ସମ୍ମୁଖରେ ଥିବା ଏକ ମୋବାଇଲ ଦୋକାନରୁ ଚୋରି କରି ପଳାଉଥିବା ଯୁବକଙ୍କୁ ଦୋକାନୀ ମାଡ଼ିବସିଛନ୍ତି। ଯୁବକଙ୍କୁ ଧରିବା ପରେ ଦୋକାନ ମାଲିକ ଉତ୍ତମ ମଧ୍ୟମ ଦେଇଥିଲେ। ଚୋରି କରୁଥିବା ଯୁବକ…
ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତ ତିତିଗାଁ ଗାଁରେ ମଙ୍ଗଳବାର ଜଣେ ନାବାଳିକା ପୋଖରୀରେ ବୁଡ଼ି ପ୍ରାଣ ହରାଇଛି। ଗାଁର ବିପ୍ଳବ ଭୁକ୍ତାଙ୍କ ଝିଅ ତୃତୀୟ ଶ୍ରେଣୀର ଛାତ୍ରୀ ପ୍ରଜ୍ଞାଶ୍ରୀ ଭୁକ୍ତା (୮) ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ସେ ସ୍ଥାନୀୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ଼ ମଦନ ମୋହନ ପାଟଣାସାହିରେ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ପୁଅଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ସାହିର ପ୍ରଫୁଲ ବେହେରା(୫୬) ଓ ତାଙ୍କ ସାନ ପୁଅଙ୍କ ମଧ୍ୟରେ ପାରିବାରିକ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ରନ୍ତଲେଇ ଗାଁରେ ସାମାନ୍ୟ ବଚସାରୁ ଛୁରା ମାଡ଼ ହୋଇ ଜଣେ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ ଯେ ରନ୍ତଲେଇର ଅଜୟ ପ୍ରଧାନ (୨୪), ତାଙ୍କ ଦାଦା ପୁଅ ପ୍ରଫୁଲ୍ଲ ସାହୁ (୨୪), ବିଷ୍ଣୁ ସାହୁ (୨୫)…