ଶୈଳ ଶ୍ରୀକ୍ଷେତ୍ର ପରିସରରୁ ନାଗ ଉଦ୍ଧାର
ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଶୈଳ ଶ୍ରୀକ୍ଷେତ୍ର ପରିସରରେ ଥିବା ବିମଳା ମନ୍ଦିର ନିକଟରେ ପାଞ୍ଚ ଫୁଟିଆ ଏକ ନାଗ ସାପ ବୁଲୁଥିବା ମନ୍ଦିରର ମୁଖ୍ୟ ପୂଜକ ମନୋଜ କର ଦେଖିଥିଲେ। ଏହାପରେ ସର୍ପମିତ୍ର ଆଦିତ୍ୟ ବେହେରା ଓ ପିଣ୍ଟୁ ବେହେରାଙ୍କୁ ଖବର…
ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଶୈଳ ଶ୍ରୀକ୍ଷେତ୍ର ପରିସରରେ ଥିବା ବିମଳା ମନ୍ଦିର ନିକଟରେ ପାଞ୍ଚ ଫୁଟିଆ ଏକ ନାଗ ସାପ ବୁଲୁଥିବା ମନ୍ଦିରର ମୁଖ୍ୟ ପୂଜକ ମନୋଜ କର ଦେଖିଥିଲେ। ଏହାପରେ ସର୍ପମିତ୍ର ଆଦିତ୍ୟ ବେହେରା ଓ ପିଣ୍ଟୁ ବେହେରାଙ୍କୁ ଖବର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବୁଧବାର ରାତିରେ ଚୋରି ହୋଇଛି। ଏ ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ଯେ, ଗୁରୁବାର ସକାଳେ ମନ୍ଦିର ପୂଜା କରିବାକୁ ଯିବା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା ନିକଟରେ ପିକଅପ୍ ଭ୍ୟାନ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ବାଗେଡ଼ିଆ ଥାନା ରାଇପାଳ (ଖଇରବେରେଣି)ର…
ଅନୁଗୁଳ: ଅନୁଗୁଳ ଅବକାରୀ ସଦର ଷ୍ଟେସନ୍ ଅଞ୍ଚଳରେ ଆଜି ଚଢ଼ାଉ କରାଯାଇ ୧୨୫ ଲିଟର ଚୋରା ଦେଶୀ ମଦ ଜବତ କରାଯିବାସହ ଏ ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ଓ ୪ ଟି ବାଇକ୍ ଜବତ କରାଯାଇଛି। ଗିରଫ ମଦ…
ଅନୁଗୁଳ: ହାତୀ ଆକ୍ରମଣରେ ପୁଣି ଗଲା ଜଣେ ଚାଷୀଙ୍କ ଜୀବନ। ମୃତ ଚାଷୀ ହେଲେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ ସୁନାଭୂଇଁ ଗାଁର ଦିବାକର ସାହୁ(୬୯)। ସେ ଆଜି ସକାଳେ ଘର ନିକଟରେ ଥିବା ଜମିକୁ ଯାଇଥିଲା ବେଳେ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡିଆ ଥାନା କର୍ଣ୍ଣପାଳ ଗାଁର ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ନାବାଳକ ସହ ଜଣେ ଯୁବକକୁ ପୋଲିସ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗତ ୨୩ ତାରିଖ ଦିନ ମହିଳା ଜଣକ ଘର ବଗିଚାରେ…
ଆଠମଲ୍ଲିକ: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ମଦ ଜବତ କରାଯାଇଛି। ଜବତ ମଦ ଭିତରେ ୧୬୭ ଲିଟର ଦେଶୀ ରନ୍ଧାମଦ, ୧୨ ଲିଟର ବିଦେଶୀ ମଦ ଓ ୫୦୦ କିଲୋ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ସିଦ୍ଧେଶ୍ବର ଓ ଐଶାନେଶ୍ୱର ମନ୍ଦିରରୁ ରବିବାର ରାତିରେ ଚୋରି ହୋଇଛି। ସୂଚନା ଅନୁଯାୟୀ, ଚୋରମାନେ ମନ୍ଦିରର ଦାନହୁଣ୍ଡିସହ ଦେବୀଙ୍କ ପିନ୍ଧା ଅଳଙ୍କାର ଓ ଅନ୍ୟ ପୂଜା ସାମଗ୍ରୀ ଚୋରି କରିଛନ୍ତି।…
ତାଳଚେର:-ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ୭ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। ତାଳଚେରରେ କାର୍ଯ୍ୟରତ ଏମ୍.ସି.ଏଲ୍., ଟି.ଏଫ୍.ଏଲ୍. ଏବଂ ଏନ୍.ଟି.ପି.ସି. (ତାଳଚେର ଓ କଣିହାଁ) ଇତ୍ୟାଦିରେ କାର୍ଯ୍ୟରତ…
ଅନୁଗୁଳ: ଦିନ ଦ୍ୱିପ୍ରହରରେ ସ୍ଥାନୀୟ ଶାନ୍ତି ବଜାର ନିକଟରେ ଜଣେ ବେପାରୀ ଠାରୁ ୨ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଶୁକ୍ରବାର ବଲାଶିଙ୍ଗା ବାଲି ସାହିର ବେପାରୀ ପ୍ରକାଶ ବିଶ୍ଵାଳ ଦୋକାନ ପାଇଁ ରାସନ୍ ସାମଗ୍ରୀ ନେବାକୁ ଶାନ୍ତି ବଜାର…